ସୋର : କେନାଲରେ ଭାସିଯାଇ ୨ ନାବାଳକ ନିଖୋଜ ହୋଇଯାଇଛନ୍ତି । ବରୀସାହି ନିକଟ ସାଳନ୍ଦୀ ନଦୀ ପାଖ କେନାଲରେ ଏଭଳି ଅଘଟଣ ଘଟିଛି । କେନାଲ ପାଚେରୀରୁ ଖସି ୨ ଜଣ ନାବାଳକ ନିଖୋଜ ହୋଇଯାଇଛନ୍ତି । ଉଭୟଙ୍କ ଉଦ୍ଧାର ପାଇଁ ଗ୍ରାମବାସୀ ଓ ଅଗ୍ନିଶମ ବାହିନୀର ସନ୍ଧାନ ଜାରି ରହିଛି ।
Popular Categories

Hot this week

‘The Samaja’, the synonym of newspapers in Odisha – a mass circulated and widely read Odia daily has completed ‘Hundred Five‘ years of its glorious publication. Founded in 1919 by a great visionary, nationalist and freedom fighter, Utkalamani Pandit Gopabandhu Das.. Read More
Get important news delivered directly to your inbox and stay connected!