ୱାଶିଂଟନ୍ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ମାସ ୨୧ରୁ ୨୪ ମଧ୍ୟରେ ଆମେରିକା ଗସ୍ତରେ ଯାଉଛନ୍ତି। ମୋଦୀଙ୍କ ଆଗମନ ପାଇଁ ଆମେରିକାରେ ପ୍ରସ୍ତୁତିି ଆରମ୍ଭ ହୋଇଯାଇଛି । ଗସ୍ତ ପୂର୍ବରୁ ହ୍ବାଇଟ୍ ହାଉସ ବାହାରେ ଭାରତ ଓ ଆମେରିକା ପତାକା ଏକାଠି ଲଗାଯାଇଥିବା ସୂଚନା ମିଳିଛି।
ମୋଦୀଙ୍କ ଗସ୍ତ ପୂର୍ବରୁ ହ୍ବାଇଟ୍ ହାଉସ୍ ବାହାରେ ଏକାଠି ଉଡିଲା ଭାରତ ଓ ଆମେରିକା ପତାକା
Popular Categories



