ପାରଳାଖେମୁଣ୍ଡ :ତିତିଲିର ପ୍ରଭାବରେ ଗଜପତି ଜିଲାରେ ଯୋଗା ଯୋଗ ବିଛିନ୍ନ ହୋଇଛି। ସଦରମହକୁମା ପାରଳାଖେମୁଣ୍ଡିରେ ବିଦୁତ, ପାଣି ଯୋଗାଣ, ଯାନବାହାନଚଳାଚଳ, ଫୋନ ସେବା ସମ୍ପୂର୍ଣ ବନ୍ଦ ହୋଇ ଯାଇଛି। ଗଜପତି ଜିଲାର ସମସ୍ତ ୭ଟି ବ୍ଲକକୁ ଯୋଗଯୋଗ ବିଛିନ୍ନ ହୋଇଛି। ସବୁସ୍ଥାନ ରାସ୍ତରେ ଗଛ ପଡ଼ି ରହିଛି। ଓଡରାଫ, ବନବିଭାଗ କର୍ମଚାରୀ ଓ ଅଗ୍ନୀଶମ ବିଭାଗ କର୍ମଚାରୀ କର୍ମଚାରୀ ମାନେ ସଫା କରିବାରେ ଲାଗିଛନ୍ତି। ତିତିଲି ପାଇଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି।
Popular Categories



