www.samajalive.in
Monday, December 15, 2025
26.1 C
Bhubaneswar

କରୋନା ସଂକ୍ରମଣରୁ ରକ୍ଷା ପାଇଁ ଏହି ଉପାୟରେ ଫଳ ଓ ପନିପରିବାକୁ କରନ୍ତୁ ସଫା

ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ଲାଗୁଛି। ଏଥିରୁ ରକ୍ଷା ପାଇବାକୁ ହେଲେ ସଚେତନତା ଓ ସୁରକ୍ଷା ପାଇଁ କେତେକ ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ସେଭଳି କେତେକ ଉପାୟ ମଧ୍ୟରୁ ଗୋଟିଏ ହେଉଛି ବଜାରରୁ ଆସୁଥିବା ଫଳ ଓ ପନିପରିବାକୁ କିପରି ସଫା କରିବେ……
ବଜାରରୁ ଫଳ ଓ ପନିପରିବା ଆଣିବା ପରେ ସେଗୁଡ଼ିକ ସଫା କରିବା ଓ ଭୂତାଣୁ ଥିବା ଆଶଙ୍କାକୁ ନେଇ ଲୋକେ ଚିନ୍ତିତ ରହୁଛନ୍ତି ? ଏଥିପାଇଁ ଭାରତ ସରକାରର ଅଧିକାରୀ ଟ୍ୱିଟର ମାଧ୍ୟମରେ କିଛି ଟିପ୍ସ ବିଷୟରେ ଅବଗତ କରାଇଛନ୍ତି……..
– ବଜାରରୁ ଆଣିଥିବା ଫଳ ଓ ପନିପରିବାକୁ ବ୍ୟାଗକୁ ଏକ ସ୍ୱତନ୍ତ୍ର ସ୍ଥାନରେ କିଛି ସମୟ ପାଇଁ ରଖନ୍ତୁ।
– ଏହାପରେ ସାମାନ୍ୟ ଉଷୁମ ପାଣିରେ ଏହାକୁ ଧୋଇ ଦିଅନ୍ତୁ।
– ଫଳ ଓ ପନିପରିବାରେ କୌଣସି କୀଟନାଶକ କିମ୍ବା ସାବୁନ ପାଣିର ବ୍ୟବହାର କରନ୍ତୁ ନାହିଁ।
– ଯେଉଁଫଳ ଓ ପନିପରିବାକୁ ଫ୍ରିଜରେ ରଖିବା ଆବଶ୍ୟକ ରଖନ୍ତୁ, ଅନ୍ୟ ସବୁକୁ ସାଧାରଣ ତାପମାତ୍ରାରେ ରଖନ୍ତୁ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories