www.samajalive.in
Sunday, December 14, 2025
26.1 C
Bhubaneswar

ରାଜଧାନୀରେ ହିଟ୍‍ ଆଣ୍ଡ ରନ୍‍ ମାମଲା: ଧରାପଡିଲା ଥାର୍‍ ଡ୍ରାଇଭର୍‍

ସମାଜ ଡିଜିଟାଲ ଡେସ୍କ: ରାଜଧାନୀରେ ହିଟ୍‍ ଆଣ୍ଡ ରନ୍‍ ମାମଲାରେ ଦେଢ ମାସ ପରେ ଧରାପଡିଲା ଦୁର୍ଘଟଣା ଘଟାଇଥିବା ଥାର୍‍ ଡ୍ରାଇଭର । ଅଭିଯୁକ୍ତ ଥାର୍‍ ଡ୍ରାଇଭର ସୋମନାଥ ବେହେରା ଗିରଫ କରିଛି ଖଣ୍ଡଗିରି ଥାନା ପୁଲିସ । ପୁରୀରୁ ସୋମନାଥଙ୍କୁ ଗିରଫ କରାଯାଇଛି । ପାତ୍ରପଡାରେ ମା’ଝିଅକୁ ଧକ୍କା ଦେଇ ଫେରାର୍‍ ହୋଇଥିଲା ଥାର୍‍ ଡ୍ରାଇଭର । ଗାଡି ଧକ୍କାରେ ମା’ ଝିଅଙ୍କର ମୃତ୍ୟୁ ହୋଇଥିଲା ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories