ଶ୍ରୀନଗର : ଦକ୍ଷିଣ କାଶ୍ମୀରରେ ୨୦୧୭ ମସିହାରେ ଲେଥପୋରା ସିଆର୍ପିଏଫ୍ ଶିବିର ଉପରେ ଆକ୍ରମଣ ସହ ସଂପୃକ୍ତ ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ଗୋଷ୍ଠୀ ଜୈସ୍-ଇ-ମହମ୍ମଦର ଜଣେ ଆତଙ୍କବାଦୀକୁ ଜାତୀୟ ତଦନ୍ତକାରୀ ସଂସ୍ଥା ଗିରଫ କରିଛି। ଜାମ୍ମୁ ଓ ଶ୍ମୀରର ପୁଲୱାମା ଜିଲ୍ଲାର ବାସିନ୍ଦା ଆତଙ୍କବାଦୀ ସଇଦ୍ ହିଲାଲ୍ ଅନ୍ଦ୍ରାବିକୁ କୋର୍ଟରେ ହାଜର କରାଯିବା ପରେ ତାକୁ ପାଞ୍ଚ ଦିନ ପାଇଁ ପୁଲିସ୍ ହାଜତକୁ ପଠାଇ ଦିଆଯାଇଛି।
୫ଦିନ ପାଇଁ ପୁଲିସ୍ ହାଜତରେ ସଇଦ୍ ହିଲାଲ୍ ଅନ୍ଦ୍ରାବି
Popular Categories



