ସମାଜ ଡିଜିଟାଲ ଡେସ୍କ: ତେଲକୋଇ ବନାଞ୍ଚଳ ରୁଗୁଡିମୁଣ୍ଡା ସାହିରେ ହାତୀ ଆକ୍ରମଣ ହୋଇଛି। ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଚାଷ ଜମିରେ ହାତୀପଲଙ୍କୁ ଘଉଡାଇବା ବେଳେ ଆକ୍ରମଣର ଶିକାର ହୋଇଥିଲେ ଯୁବକ। ଅନ୍ୟ ଜଣେ ଗୁରୁତର ଯୁବକ କେନ୍ଦୁଝର ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
Popular Categories



