www.samajalive.in
Sunday, December 14, 2025
26.1 C
Bhubaneswar

୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଉଚ୍ଚ ଡିଆଁ ପ୍ରତିଯୋଗୀ ତେଜସ୍ୱିନ ଶଙ୍କର ସାମିଲ

ଡେସ୍କ: ଆସନ୍ତା ଗୁରୁବାରଠାରୁ ବର୍ମିଂହାମ୍‍ଠାରେ ଆରମ୍ଭ ହେଉଥିବା ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଭାରତୀୟ ହାଇଜମ୍ପ ପ୍ରତିଯୋଗୀ ତେଜସ୍ୱିନ ଶଙ୍କର ଯୋଗ୍ୟ ବିବେଚିତ ହୋଇଛନ୍ତି। ଜାତୀୟ ରେକର୍ଡ ସ୍ଥାପନ କରିଥିବା ଶ୍ରୀ ଶଙ୍କରଙ୍କୁ ବର୍ମିଂହାମ୍‍ର କ୍ରୀଡ଼ାଗ୍ରାମରେ ଅନୁଷ୍ଠିତ ଚିଫ୍‍-ଡି ମିଶନ ବୈଠକରେ ତାଙ୍କୁ ସବୁଜ ସଙ୍କେତ ଦିଆଯାଇଛି। ଆହତ ହୋଇଥିବା ପ୍ରତିଯୋଗୀ ଅରକିୟା ରାଜିଙ୍କ ସ୍ଥାନରେ ତେଜସ୍ୱିନୀ ବର୍ମିଂହାମ୍‍ ଯାତ୍ରା କରିବେ।

ଭାରତର ଜାତୀୟ ଅନ୍ତରାଜ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାରେ ଅସମର୍ଥ ହୋଇଥିବାରୁ ଆମେରିକାରେ ରହୁଥିବା ତେଜସ୍ୱିନୀ ଶଙ୍କରଙ୍କୁ ଏ.ଏଫ୍‍.ଆଇ ପକ୍ଷରୁ ପ୍ରାଥମିକ ଭାବେ ଭାରତୀୟ ଦଳରେ ସାମିଲ କରାଯାଇ ନଥିଲା, କିନ୍ତୁ ଶ୍ରୀ ଶଙ୍କର ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଏଏଫ୍‍ଆଇ ପ୍ରବେଶ ମାନ୍ୟତାରେ ଯୋଗ୍ୟ ବିବେଚିତ ହେବା ପରେ ସେ ଦିଲ୍ଲୀ ହାଇକୋର୍ଟରେ ଏଏଫ୍‍ଆଇର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories