www.samajalive.in
Friday, December 5, 2025
20.1 C
Bhubaneswar

ଖୋଲିଲା ଶିକ୍ଷକ ବଦଳି ପୋର୍ଟାଲ

ଭୁବନେଶ୍ବର: ମାଧ୍ୟମିକ ଏବଂ ପ୍ରାଥମିକ ଶିକ୍ଷକଙ୍କ ବଦଳି ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ଖୋଲିଛି ଅନ୍‌ଲାଇନ୍ ଶିକ୍ଷକ ବଦଳି ପୋର୍ଟାଲ। http://smeuas.odisha.gov.in ଜରିଆରେ ବଦଳି ପାଇଁ ଇଚ୍ଛୁକ ଶିକ୍ଷକ-ଶିକ୍ଷୟିତ୍ରୀ ଆବେଦନ କରିପାରିବେ। ଏହି ସମାନ ଲିଙ୍କ୍‌ ଓସେପାର ହୋମ୍‌ ପେଜ୍‌ରେ ମଧ୍ୟ ଉପଲବ୍ଧ ହୋଇଛି।

https://samajalive.in/free-wifi-in-universities-of-odisha/509373.html

- Advertisement -

ନୂତନ ଏକୀକୃତ ସ୍ବୟଂକ୍ରିୟ ବ୍ୟବସ୍ଥାରେ ଶିକ୍ଷକ ଡାଟା ଅପ୍‌ଡେଟ୍ କାର୍ଯ୍ୟ ଏବଂ ଶିକ୍ଷକ ବଦଳି ପୋର୍ଟାଲ ପ୍ରକ୍ରିୟା ସମ୍ପର୍କରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହେବ। ଏଥିରେ ସମସ୍ତ ଜିଲା ଶିକ୍ଷା ଅଧିକାରୀ (ଡିଇଓ) ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀ (ବିଇଓ)ଙ୍କୁ ଦିଗ୍‌ଦର୍ଶନ ଦିଆଯିବ। ଏହି ତାଲିମ କାର୍ଯ୍ୟକ୍ରମ ଆଭାସି ଜରିଆରେ ଗୁରୁବାର ଦିନ ୧୧ଟା ୩୦ରୁ ୧୨ଟା ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ଡିଇଓ-ବିଇଓଙ୍କ ସମେତ ଶିକ୍ଷକ ବଦଳି ପ୍ରକ୍ରିୟା ଦାୟିତ୍ବରେ ଥିବା ଅଧିକାରୀଙ୍କୁ ଅଂଶଗ୍ରହଣ କରିବାକୁ କୁହାଯାଇଛି। ଏନେଇ ଓସେପା ପକ୍ଷରୁ ସମସ୍ତ ଜିଲା ଶିକ୍ଷା ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories