ଆର ପାରିରେ “ତାରକ ମେହେତା’ର ଏହି ଲୋକପ୍ରିୟ ଅଭିନେତା

0

ନୂଆଦିଲ୍ଲୀ: ଲୋକପ୍ରିୟ ଟିଭି ଧାରାବାହିକ “ତାରକ ମେହେତା କା ଉଲଟା ଚସମା’ର ଜଣେ ଲୋକପ୍ରିୟ ଅଭିନେତାଙ୍କ ମୃତ୍ୟୁ ହୋଇଯାଇଛି। ଡା. ହଂସରାଜ ହାତୀ ଭୂମିକାରେ ଅଭିନୟ କରୁଥିବା ଅଭିନେତା କବି କୁମାର ଆଜାଦଙ୍କ ହୃଦଘାତରେ ମୃତ୍ୟୁ ହୋଇଯାଇଛି। ଅଭିନେତା ଜଣକ ୨୦୧୦ରେ ନିଜ ଓଜନ ସର୍ଜରୀ ମାଧ୍ୟମରେ ୮୦କେଜି କମ୍‍ କରାଇ ଥିଲେ। ଏହି ସର୍ଜରୀ ପରେ ଡା. ହାତୀ

Leave A Reply