ତାମିଲନାଡୁ ବିଧାନସଭାରେ ଲୋକାୟୁକ୍ତ ବିଧେୟକ ଗୃହୀତ

0

ଚେନ୍ନଇ : ତାମିଲନାଡୁ ବିଧାନସଭାରେ ଲୋକାୟୁକ୍ତ ବିଧେୟକ ୨୦୧୮ ଗୃହୀତ ହୋଇଛି। ସରକାରୀ କର୍ମଚାରୀ, ମନ୍ତ୍ରୀ ଓ ବିଧାୟକଙ୍କ ବିରୋଧରେ ଆସୁଥିବା ଦୁର୍ନୀତି ଅଭିଯୋଗର ତଦନ୍ତ ଦାୟିତ୍ୱ ଲୋକାୟୁକ୍ତଙ୍କ ଉପରେ ନ୍ୟସ୍ତ ରହିବ। ଜୁଲାଇ ୧୦ ତାରିଖ ସୁଦ୍ଧା ଲୋକାୟୁକ୍ତ ଗଠନ ସମ୍ପର୍କରେ ରିପୋର୍ଟ ଦେବା ଲାଗି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ମନ୍ତ୍ରୀ ଡି ଜୟକୁମାର ଏହି ବିଧେୟକକୁ ସୋମବାର ଗୃହରେ ଆଗତ କରିଥିଲେ।

Leave A Reply