Browsing Tag

world news

ଉତ୍ତର ଗାଜାରେ ଇସ୍ରାଏଲର ଆକ୍ରମଣ: ୭୩ ମୃତ, ଭଗ୍ନାବଶେଷ ତଳେ ଦବି ରହିଛନ୍ତି ଅ​‌ନେକ

ସମାଜ ଡିଜିଟାଲ ଡେସ୍କ: ଦୀର୍ଘ ୧ ବର୍ଷ ଧରି ଇସ୍ରାଏଲ-ହମାସ ଯୁଦ୍ଧ ଚାଲିଛି। ଏହି ଯୁଦ୍ଧରେ ଏବେ ଲେବାନନ ଓ ଇରାନ ମଧ୍ୟ ସାମିଲ ହୋଇଛନ୍ତି। ଗତ ବର୍ଷ ହାମାସ ଆକ୍ରମଣ ପରେ ଇସ୍ରାଏଲ ଗାଜାକୁ ଧ୍ୱଂସ କରିବାକୁ ଶପଥ…
Read More...

ନେତନ୍ୟାହୁଙ୍କ ଘର ନିକଟରେ ଡ୍ରୋନ୍ ଆକ୍ରମଣ, ଏୟାର ଡିଫେନ୍ସ ଭେଦ କରିବାରେ ସଫଳ

ସମାଜ ଡିଜିଟାଲ ଡେସ୍କ: ଲେବାନନରୁ ଇସ୍ରାଲଏର ଅଟ୍ଟାଳିକା ଉପରେ ଡ୍ରୋନ୍‌ ଆକ୍ରମଣ କରିଛି ହେଜବୋଲ୍ଲା। ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କ ଘରକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଛି। ଇସ୍ରାଏଲର ହାଇଫା କେସରିୟା…
Read More...

ଇସ୍ରାଏଲ ଆକ୍ରମଣରେ ହମାସ ମୁଖ୍ୟ ୟାହ୍ୟା ସିନୱାର ନିହତ, ସାମ୍ନାକୁ ଆସିଲା ଶେଷ ମୁହୂର୍ତ୍ତର ଭିଡିଓ

ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲ ଆକ୍ରମଣରେ ଟଳିଲା ହମାସ ମୁଖ୍ୟ ୟାହ୍ୟା ସିନୱାର। ଗାଜା ଷ୍ଟ୍ରିପରେ କରାଯାଇଥିବା ଏୟାର ଷ୍ଟ୍ରାଇକ୍‌ରେ ୟାହ୍ୟା ସିନୱାର ନିହତ ହୋଇଥିବା ଦାବି କରିଛି ଇସ୍ରାଏଲ ସେନା। ଇସ୍ରାଏଲ୍ ସେନା…
Read More...

ଅର୍ଥନୀତିରେ ୩ ଜଣଙ୍କୁ ନୋବେଲ୍‌

ସମାଜ ଡିଜିଟାଲ ଡେସ୍କ: ଅର୍ଥନୀତି କ୍ଷେତ୍ରରେ ଅବଦାନ ପାଇଁ ରୟାଲ ସ୍ୱିଡିସ୍‌ ଏକାଡେମୀ ଅଫ୍‌ ସାଇନ୍ସେଜ୍ ପକ୍ଷରୁ ବର୍ଷ ୨୦୨୪ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଚଳିତ ବର୍ଷ ୩ ଜଣ ଅର୍ଥଶାସ୍ତ୍ରୀଙ୍କୁ ମିଳିତ…
Read More...

ଏଲନ ମସ୍କଙ୍କ ଚମତ୍କାର: ଲଞ୍ଚ୍‌ ହେଲା ଟେସ୍‌ଲାର ନୂଆ ରୋବୋଟ୍

ସମାଜ ଡିଜିଟାଲ ଡେସ୍କ: ସର୍ବଦା ନୂଆ ନୂଆ ଟେକ୍ନୋଲୋଜି ଉପରେ ଗବେଷଣା ତଥା କାମ କରୁଥିବା ଟେସ୍‌ଲା ଏବେ ପୁଣି ଏକ ନୂଆ ଆବିଷ୍କାର କରିଛି। ଟେସ୍‌ଲା ସିଇଓ ଏଲନ ମସ୍କ କମ୍ପାନୀର ନୂଆ ଆବିଷ୍କାର ସହ ବିଶ୍ଵକୁ ପରିଚିତ…
Read More...

ମେଡିସିନ୍ କ୍ଷେତ୍ର ପାଇଁ ଘୋଷଣା ହେଲା ନୋବେଲ୍‌ ପୁରସ୍କାର

ସମାଜ ଡିଜିଟାଲ ଡେସ୍କ: ବର୍ଷ ୨୦୨୪ ପାଇଁ ନୋବେଲ ପୁରସ୍କାର ଘୋଷଣା ସୋମବାରଠାରୁ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ମେଡିସିନ୍ କ୍ଷେତ୍ର ପାଇଁ ଏହି ସମ୍ମାନର ବିଜେତାଙ୍କ ନାମ ଆଜି ଘୋଷଣା କରାଯାଇଛି। ଚଳିତ ବର୍ଷ…
Read More...

ଗାଜା ମସ୍‌ଜିଦ୍‌ ଉପରେ ଇସ୍ରାଏଲର ଆକ୍ରମଣ: ୨୩ ମୃତ, ଶତାଧିକ ଆହତ

ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲ ରବିବାର ସକାଳେ ଗାଜା ମସଜିଦ ଉପରେ ଆକ୍ରମଣ କରିଛି, ଯେଉଁଥିରେ ୨୩ ଜଣଙ୍କ ମୃତ୍ୟୁ ଘଟିଛି। ପାଲେଷ୍ଟାଇନ ସମ୍ବାଦ ସରବରାହ ସଂସ୍ଥା ୱଫା ଅନୁଯାୟୀ, ରବିବାର ଗାଜାର ଏକ ମସଜିଦ ଉପରେ…
Read More...

ନିଜକୁ ବିବାହ କରିଥିବା ଟିକ୍‌ଟକ୍ ଷ୍ଟାର କୁବରା ଅୟକୁଟଙ୍କ ପରଲୋକ

ସମାଜ ଡିଜିଟାଲ ଡେସ୍କ: ତୁର୍କୀର ଟିକ୍‌ଟକ୍ ଇନଫ୍ଲୁଏନସର କୁବରା ଅୟକୁଟଙ୍କ ପରଲୋକ ଘଟିଛି। ୨୬ ବର୍ଷୀୟା କୁବରା ନିଜକୁ ନିଜେ ବିବାହ କରିଥିବା ଭିଡିଓ ପାଇଁ ବେଶ୍‌ ଲୋକପ୍ରିୟ ହୋଇଥିଲେ। ତୁର୍କୀ ଗଣମାଧ୍ୟମ ସୂଚନା…
Read More...

ଆସୁଛି ମହାବାତ୍ୟା; ୨୧୫ କି.ମି. ବେଗରେ ବହିବ ପବନ, ମହାବିନାଶ ନେଇ ସତର୍କ କଲେ ସରକାର

ସମାଜ ଡିଜିଟାଲ ଡେସ୍କ: ମାଡି ଆସୁଛି ମହାବାତ୍ୟା। ଦକ୍ଷିଣ ଏସୀୟ ଦେଶ ଫିଲିପାଇନ୍ସରେ ଭୟଙ୍କର ବାତ୍ୟା ନେଇ ଆତଙ୍କ ଖେଳିିଯାଇଛି। ବାତ୍ୟା ସମୟରେ ଘଣ୍ଟା ପ୍ରତି ୨୧୫ କି.ମି ବେଗରେ ପବନ ବହିବା ସମ୍ଭାବନା ରହିଛି। ଏହି…
Read More...

ସୁଇସାଇଡ୍‌ ମେସିନ ସାହାଯ୍ୟରେ ପ୍ରଥମ ଆତ୍ମହତ୍ୟା, ସ୍ଵିଜରଲାଣ୍ଡ​ ଆସି ଜୀବନ ହାରିଲେ ଆମେରିକୀୟ ମହିଳା

ବର୍ନ: ସ୍ଵିଜରଲାଣ୍ଡ​ରେ ଜଣେ ୬୪ ବର୍ଷୀୟ ମହିଳା ସର୍‌କୋ ସୁଇସାଇଡ୍‌ ପଡ୍‌ ଜରିଆରେ ଆତ୍ମହତ୍ୟା କରିଛନ୍ତି। ସ୍ଥାନୀୟ ରିପୋର୍ଟ ଅନୁଯାୟୀ, ଏହି ଆମେରିକୀୟ ମହିଳା ବିବାଦୀୟ ସର୍‌କୋ ପଡ୍‌ ଜରିଆରେ ଆତ୍ମହତ୍ୟା କରିଥିବା…
Read More...