ଅସମ୍ଭାଳ ତାତି ; ଝାରସୁଗୁଡାର ସର୍ବାଧିକ ତାପମାତ୍ରା ୪୧.୬ ଡିଗ୍ରୀ
ଭୁବନେଶ୍ୱର : ଜଳୁଛି ଓଡିଶା। ପ୍ରଚଣ୍ଡ ଖରା ସହ ହେଉଛି ଅସମ୍ଭାଳ ତାତି। ଶନିବାର ସାଢେ ୧୧ଟା ସୁଦ୍ଧା ଝାରସୁଗୁଡା ସର୍ବାଧିକ ତାପମାତ୍ରା ୪୧.୬ ଡିଗ୍ରୀ ରେକର୍ଡ କରାଯାଇଛି। କେନ୍ଦୁଝର ୪୦.୮, ରାଉରକେଲା ଓ ବାଲେଶ୍ୱର…
Read More...
Read More...