BJD Bijuli 480×75 Mob
Browsing Tag

weather

୪ ଦିନ କାଳବୈଶାଖୀ

ଭୁବନେଶ୍ବର : ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ହୋଇଛି। ପାରାଦ୍ବୀପରେ ଧୂଳିଝଡ ହୋଇଥିବା ବେଳେ କେନ୍ଦ୍ରାପଡାରେ ସବୁଠୁ ଅଧିକ ୪୨ମି.ମି ବର୍ଷା ରେକର୍ଡ ହୋଇଛି। ଚାନ୍ଦବାଲି,…
Read More...

କୋହଲା ପାଗ ସହ ହାଲୁକା ବର୍ଷା: ୧୪ ଜିଲ୍ଲାକୁ ସତର୍କତା

ଭୁବନେଶ୍ଵର: ପଶ୍ଚିମା ଝଡର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା। ପାଣିପାଗ ବିଭାଗର ସୂଚନା ଅନୁସାରେ ବରଗଡ, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର , ନୂଆପଡା ,  ବୌଦ୍ଧ , ସୋନପୁର, ବଲାଙ୍ଗୀର, ଅନୁଗୁଳ ଏବଂ…
Read More...

୩ ଦିନ ପରେ କମିବ ତାତି: ୧୪ ଜିଲ୍ଲାକୁ କାଳବୈଶାଖୀ ସତର୍କତା

ଭୁବନେଶ୍ବର: ରବିବାର  ରାଜ୍ୟର ୧୪ ଜିଲ୍ଲାକୁ  କାଳବୈଶାଖୀ ନେଇ ସତର୍କତା ଜାରି କରାଯାଇଛି। ବରଗଡ, ସୁବର୍ଣ୍ଣପୁର , ସମ୍ବଲପୁର, ଝାରସୁଗୁଡା , ସୁନ୍ଦରଗଡ, ଦେବଗଡ , ଅନୁଗୁଳ, ଢେଙ୍କାନାଳ, ମୟୁରଭଞ୍ଜ, କେନ୍ଦୁଝର ,…
Read More...

ଆଜି ବି ବର୍ଷା ଓ କୋହଲା ପାଗ: ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ଅଦିନିଆ ବର୍ଷା ସାଙ୍ଗକୁ କୋହଲା ପାଗରେ ଥରୁଛି ପୁରା ରାଜ୍ୟ । ଆଉ ଏଥିଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଉତ୍ତର ପଶ୍ଚିମ ପବନ ସାଙ୍ଗକୁ ଗୁରୁଚାପ ଏବଂ ନିମ୍ନ ରେଖା ପ୍ରଭାବରେ ରାଜ୍ୟର ଅଧିକାଂଶ…
Read More...

ବଢୁଛି ସଂକ୍ରମଣ – ସେପଟେ ବର୍ଷାରେ ବେହାଲ ଛାତ୍ରଛାତ୍ରୀ, କୋଭିଡ୍‌ ମାର୍ଗଦର୍ଶିକା ପାଣିର ଗାର

ଭୁବନେଶ୍ୱର - ଦେଶ ସହ ରାଜ୍ୟରେ କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ସରକାର ସାଧାରଣଲୋକଙ୍କୁ ମାସ୍କ ପିନ୍ଧିବା ସହ କୋଭିଡ୍‌ କଟକଣାକୁ କଡାକଡି ଭାବେ ପାଳନ କରିବା ପାଇଁ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ…
Read More...

ଆଭ୍ୟନ୍ତରୀଣ ଓଡ଼ିଶାରେ ଜୁନ୍‌ ୧୧ ଯାଏଁ ଜାରି ରହିବ ପ୍ରଚଣ୍ଡ ରୌଦ୍ର ତାପ- ତା’ପରେ ମୌସୁମୀ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଜୁନ୍‌ ୧୧ ତାରିଖ ଯାଏଁ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରଚଣ୍ଡ ରୌଦ୍ର ତାପ ଏବଂ ଉପକୂଳବର୍ତୀ ଅଂଚଳରେ ମଧ୍ୟମ ଧରଣର ଗରମ ସହ ଅସହ୍ୟ ଗୁଳୁଗୁଳି ଲାଗି ରହିବ । ତେବେ ଜୁନ୍‌ ୧୧ ତାରିଖ ପରେ ମୌସୁମୀର ଆଗମନର…
Read More...

ଓଡ଼ିଶାରେ ଖୁବ୍‌ ଶୀଘ୍ର କମିବ ଶୀତ

ଭୁବନେଶ୍ୱର, : ଓଡ଼ିଶାରେ ଜାରି ରହିଥିବା ଶୀତର ପ୍ରକୋପ ଖୁବ୍‌ ଶୀଘ୍ର ଶେଷ ହେବାକୁ ଯାଉଛି ଏବଂ ଫେବୃଆରୀ ୨ ତାରିଖ ଠାରୁ ରାତିର ତାପମାତ୍ରା ୩ ରୁ ୫ ଡିଗ୍ରୀ ସେଲ୍‌ସିୟସ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଶିକ୍ଷା ଓ…
Read More...

ଓଡ଼ିଶାରେ ବଢ଼ିବ ଥଣ୍ଡାର ପ୍ରକୋପ, ଏକ ସପ୍ତାହ ଯାଏଁ ଜାରି ରହିବ ଶୀତ ଲହରୀ: ସିଇସି

ଭୁବନେଶ୍ୱର, ୧୭/୧୨ : ଓଡ଼ିଶାର ବିଭିନ୍ନ ସ୍ଥାନରେ ଜାରି ରହିଥିବା ଥଣ୍ଡାର ପ୍ରକୋପ ବୃଦ୍ଧି ପାଇବ ଏବଂ ଏକ ସପ୍ତାହ ଯାଏଁ ଏଭଳି ପରିସ୍ଥିତି ଜାରି ରହିବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ…
Read More...

ଜାଡରେ ଥରୁଛି ସାରା ଓଡ଼ିଶା ; ୧୧ ଡିଗ୍ରୀ ତଳେ ୧୧ ସହର

ଭୁବନେଶ୍ୱର : ଶୀତରେ ଥରୁଛି ସାରା ଓଡ଼ିଶା। ରାଜ୍ୟରେ ଅଧିକ ସ୍ଥାନରେ ପ୍ରବଳରୁ ଅଧିକ ପ୍ରବଳ ଶୀତର ପ୍ରଭାବ ଜାରି ରହିଛି। ଏହାସହ ୧୧ ଡିଗ୍ରୀ ତଳେ ୧୧ ସହର ତାପାମତ୍ରା ରେକର୍ଡ଼ କରାଯାଇଛି। ୫.୫ ଡିଗ୍ରୀ ସହ ଫୁଲବାଣୀ…
Read More...

ଘନୀଭୂତ ହେଉଛି ଲଘୁଚାପ, ତିନିଦିନ ବର୍ଷା

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗର ଏବଂ ପାର୍ଶ୍ବବର୍ତ୍ତୀ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଘନୀଭୂତ ହୋଇ ପୂର୍ବ କେନ୍ଦ୍ରୀୟ ଓ ପାର୍ଶ୍ବବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ରହିଛି।…
Read More...