Browsing Tag

stealing

ଦୁର୍ଲଭ ଗଣେଶ ମୂର୍ତ୍ତି ଚୋରୀ

ସୁଆଣ୍ଡୋ : ପୁରୀ ଜିଲା ସତ୍ୟବାଦୀ ଥାନା ଅନ୍ତର୍ଗତ ବଳପୁର ଗ୍ରାମର ଶ୍ରୀ ବାଲୁଙ୍କେଶର ଦେବଙ୍କ ମନ୍ଦିରର ପାଶ୍ୱର୍ ଦେବତା ବିରଳ ଶ୍ରୀ ଗଣେଶଙ୍କ ମୂର୍ତ୍ତି ମଙ୍ଗଳବାର ରାତିରେ ଦୁର୍ବୃତ୍ତ ଚୋରି କରିଥିବା ଜଣାପଡ଼ିଛି।…
Read More...

ଗାଡ଼ି ଚୋରି ଅଭିଯୋଗରେ ଜଣେ ଅଟକ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲାରେ ତହସିଲ କାର୍ଯ୍ୟାଳୟର ଜଣେ କିରାଣୀଙ୍କୁ ଗାଡ଼ି ଚୋରି ରାକେଟରେ ସଂପୃକ୍ତି ଥିବା ଅଭିଯୋଗରେ ପୁଲିସ ଅଟକ ରଖିଛି। କିରାଣୀଙ୍କ ନିକଟରୁ ୨ଟି ବାଇକ ଜବତ ହୋଇଛି। ବାଇକ ୨ଟି ଚୋରା ବାଇକ…
Read More...

ଚୋରଙ୍କୁ ଧରି ନିସ୍ତୁକ ମାଡ଼

ଜଳେଶ୍ୱର : ଭୋଗରାଇ ବ୍ଲକ କୁଳିଦା ଗାଁରେ ଚୋରି ଅଭିଯୋଗରେ ୩ଜଣଙ୍କୁ ଧରି ଗ୍ରାମବାସୀ ନିସ୍ତୁକ ମାଡ଼ ମାରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ୩ ଜଣ ଚୋରଙ୍କୁ ଗାଁର ସ୍କୁଲ ଘରେ ଗ୍ରାମବାସୀ ବାନ୍ଧି ରଖିଛନ୍ତି । ଚୋରଙ୍କ…
Read More...

ୟୁକୋ ବ୍ୟାଙ୍କ ଏଟିଏମ୍‍ରୁ ଲୁଟ୍‍ ଉଦ୍ୟମ

ଜଟଣୀ : ଖୋର୍ଦ୍ଧା ଜିଲା ଜଟଣୀ ଥାନା ଅନ୍ତର୍ଗତ ଯାଁଳା ୟୁକୋ ବ୍ୟାଙ୍କର ଏଟିଏମରୁ ଲୁଟ ଉଦ୍ୟମ ହୋଇଛି। ଶନିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ସଟର୍‍ ଭାଙ୍ଗି ଭିତରକୁ ପଶିଥିଲେ। ଏହା ପରେ ସେମାନେ ଏଟିଏମକୁ…
Read More...