୪୬୦ ସ୍କୁଲ ବସ୍ର ନାହିଁ ଫିଟ୍ନେସ୍: ପରିବହନ ମନ୍ତ୍ରୀ
ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରେ ବିପଦ ସଂକୁଳ ଅବସ୍ଥାରେ ଗଡୁଛି ସ୍କୁଲ ବସ୍। ସ୍କୁଲ ବସ୍ ଗୁଡିକ ବିନା ଫିଟନେସ୍ ଛାତ୍ରଛାତ୍ରୀ ମାନଙ୍କୁ ନେବା ଆଣିବା କରୁଛି। ସର୍ବମୋଟ୍ ଭୁବନେଶ୍ଵରରେ ୧୪୮୪ଟି ସ୍କୁଲ ବସ୍…
Read More...
Read More...