Browsing Tag

sambalpur news odia news odisha news

ହାତୀ ଆକ୍ରମଣରେ ଜଣେ ଆହତ 

ସମ୍ବଲପୁର : ସମ୍ବଲପୁରର ଉପକଣସ୍ଥ ମୁଣ୍ଢେର ଗ୍ରାମ ନିକଟରେ ଥିବା ଏକ କ୍ରସର ସମ୍ମୁଖରେ ଜଣେ ବ୍ୟକ୍ତି ହାତୀ ଆକ୍ରମଣରେ ଆହତ ହୋଇଛନ୍ତି। ବୁଧବାର ସକାଳ ପ୍ରାୟ ୮ଟା ସମୟରେ ଯୁଯୁମୁରା ବ୍ଲକ ଅର୍ନ୍ତଗତ ମୁଣ୍ଢେର ଗ୍ରାମର…
Read More...

୧୨ ଦିନ ପରେ ସମ୍ବଲପୁରର ଆଉ ୨ଟି ଥାନାଞ୍ଚଳରୁ ହଟିଲା କର୍ଫ୍ୟୁ

ସମ୍ବଲପୁର : ସମ୍ବଲପୁରରେ ବିଗତ ୧୨ ଓ ୧୪ ତାରିଖରେ ହନୁମାନ ଜୟନ୍ତୀ ଉତ୍ସବ ସମୟରେ ହୋଇଥିବା ହିଂସାକାଣ୍ଡ ଓ ସାମ୍ପ୍ରଦାୟିକ ଅଶାନ୍ତିକୁ ଧ୍ୟାନରେ ରଖି ୧୪ – ୧୫ ତାରିଖ ମଧ୍ୟ ରାତ୍ରିରୁ ଜିଲା ପ୍ରଶାସନ ତରଫରୁ ସହରର ୬ଟି…
Read More...

ବିପୁଳ ନିଶା କଫ ସିରଫ ଜବତ; ଜଣେ ଗିରଫ 

ସମ୍ବଲପୁର : ସମ୍ବଲପୁରରେ ବିଭିନ୍ନ ପ୍ରକାରର ନିଶା କାରବାର ଜୋରସୋରରେ ଚାଲିଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ନିୟମିତ ଚଢ଼ଉ କରାଯାଉଛି। ଅବକାରୀ ବିଭାଗ ପକ୍ଷରୁ ସମ୍ବଲପୁର ଦେଇ ଚାଲାଣ…
Read More...

ସେବାର ସାମାଜିକ କାର୍ଯ୍ୟକୁ ରାଜ୍ୟପାଳଙ୍କ ପ୍ରଶଂସା 

ସମ୍ବଲପୁର : ସମ୍ବଲପୁରର ‘ସେବା’ ସାମାଜିକ ଅନୁଷ୍ଠାନର କାର୍ଯ୍ୟକୁ ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉଚ୍ଚ ପ୍ରଶଂସା କରିଛନ୍ତି। ସଙ୍ଗଠନର ଅଧ୍ୟକ୍ଷ ଅମର ତାଣ୍ଡିଆ ରାଜ୍ୟପାଳ ଗଣେଶୀ ଲାଲଙ୍କ ସମ୍ବଲପୁର ଗସ୍ତ…
Read More...

ଦାବି ପୂରଣ ପାଇଁ ଜିଲାସ୍ତରୀୟ ମିଳିତ ଅମଲାମଞ୍ଚର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର 

ସମ୍ବଲପୁର : ଜିଲାସ୍ତରୀୟ ମିଳିତ ଅମଲାମଞ୍ଚ ସମ୍ବଲପୁର ଶାଖା ତରଫରୁ ସୋମବାର ମୁଖ୍ୟମନ୍ତ୍ରୀଙ୍କୁ ସମ୍ବଲପୁର ଜିଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇ ଅନେକ ଦିନରୁ ରହି ଆସିଥିବା ଦାବି ଗୁଡିକୁ ପୁରଣ କରିବା…
Read More...

ଟଙ୍କା ନେଣ ଦେଣକୁ ନେଇ ମାଡପିଟ : ୫ ଗିରଫ

ସମ୍ବଲପୁର : ସମ୍ବଲପୁରର ଅଇଁଠାପାଲି ଥାନାଞ୍ଚଳରେ ରବିବାର ଟଙ୍କାନେଣ ଦେଣକୁ ନେଇ ଦୁଇ ପକ୍ଷ ମଧ୍ୟରେ ମାଡପିଟ ହୋଇଥିଲା। ଏ ନେଇ ଅଇଁଠାପାଲି ଥାନାରେ ଉଭୟ ପକ୍ଷ ଅଭିଯୋଗ କରିବାରୁ ପୁଲିସ ୨ଟି ମାମଲା ରୁଜୁ କରି ଘଟଣାର…
Read More...

ସାମାନ୍ୟ ବର୍ଷାରେ ବିଦ୍ୟୁତ ଯୋଗାଣ ବନ୍ଦକୁ ନେଇ ଅସନ୍ତୋଷ

ସମ୍ବଲପୁର : ସମ୍ବଲପୁରରେ କାଳବୈଶାଖି ଯୋଗୁଁ ଶନିବାର ଅପରାହ୍ନରେ ବର୍ଷା ହୋଇଥିଲା। ଗତକାଲି ସହରରେ ଅପରାହ୍ନ ପ୍ରାୟ ୫ଟାରୁ ସାମାନ୍ୟ ପବନ ସହିତ ବର୍ଷା ହୋଇଥିଲା। ବର୍ଷା ଆରମ୍ଭ ହେବା ମାତ୍ରେ ସାରା ସହରରେ ବିଦ୍ୟୁତ…
Read More...

ଆଜି ଦିନ ୧୦ଟାରୁ ୪୮ ଘଣ୍ଟା ପାଇଁ ବନ୍ଦ ରହିବ ଇଣ୍ଟରନେଟ ସେବା

ସମ୍ବଲପୁର : ସମ୍ବଲପୁରରେ ହନୁମାନ ଜୟନ୍ତୀରେ ବାଇକ ରାଲିରେ ପଥରମାଡ ଘଟଣାରେ ଶାନ୍ତି ଶୃଙ୍ଖଳା ବଜାୟ ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ୪୮ ଘଣ୍ଟା ପାଇଁ ସମ୍ବଲପୁର ଜିଲାରେ ବନ୍ଦ ରହିବ ଇଣ୍ଟରନେଟ…
Read More...

ସମଲେଇ ଯୋଜନାରେ ଘୁନଘୁଟିପଡାରେ ଉଚ୍ଛେଦ କାର୍ଯ୍ୟ ଶେଷ

ସମ୍ବଲପୁର : ସମ୍ବଲପୁରରେ ମାଁ ସମଲେଶ୍ୱରୀ ମନ୍ଦିରର ପୁନଃ ବିକାଶ କାର୍ଯ୍ୟ କ୍ରମରେ ଚାଲିଥିବା ରାଜ୍ୟ ସରକାରଙ୍କ ସମଲେଇ ଯୋଜନାରେ ମନ୍ଦିର ସମ୍ମୁଖରେ ଥିବା ଘୁନଘୁଟିପଡାରେ ଉଚ୍ଛେଦ କାର୍ଯ୍ୟ ଶେଷ ହୋଇଯାଇଛି। ଏହି ଯୋଜନା…
Read More...

ରାଜ୍ୟସ୍ତରୀୟ ସୁନ୍ଦରସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ସମ୍ବଲପୁରକୁ ସ୍ୱର୍ଣ୍ଣ ପଦକ 

ସମ୍ବଲପୁର : ରାଜ୍ୟର ପାରାଦ୍ୱୀପ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ସୁନ୍ଦରସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ସମ୍ବଲପୁରକୁ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ହାସଲ ହୋଇଛି। ସମ୍ବଲପୁର ଏମେଚର ବଡିବିଲଡିଂ ଏସୋସିଏସନ ତରଫରୁ ଉଭୟ ପୁରୁଷ ଓ…
Read More...