Browsing Tag

puri news

ଆକ୍ସନ ମୁଡ୍‌ରେ ସତ୍ୟବାଦୀ ବ୍ଲକ ପ୍ରଶାସନ; ମାସ୍କ ପିନ୍ଧି ନ ଥିବାରୁ ଜରିମାନା ଗଣିଲେ ଅମାନିଆ

ସୁଆଣ୍ଡୋ: କରୋନା ଭୂତାଣୁ ବିରୋଧୀ ଯୁଦ୍ଧରେ ସାମିଲ ହୋଇ ସରକାରଙ୍କୁ ସହଯୋଗ କରିବା ଲାଗି ରାଜ୍ୟ ସରକାର ସାମାଜିକ ଦୂରତା ରକ୍ଷା ସହିତ ଲୋକଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ଗାଇଡ୍‌ଲାଇନ ଜାରି କରିଛନ୍ତି।…
Read More...

କଟକଣା ମଧ୍ୟରେ ରଥଯାତ୍ରା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଦଇତାପତି ନିଯୋଗ

ସମାଜ ପୋର୍ଟାଲ ଡେସ୍କ : ମହାମାରୀ କରୋନାକୁ ନେଇ ମହାପ୍ରଭୁଙ୍କ ରଥଯାତ୍ରା ହେବ କି ନାହିଁ ସେ ନେଇ ଅନିଶ୍ଚିନ୍ତତା ଲାଗି ରହିଛି।  ଏହାରି ମଧ୍ୟରେ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି କଟକଣା…
Read More...

ସାମାଜିକ ଦୂରତା ନେଇ ଆରଏସଏସ ନିମାପଡ଼ା ଖଣ୍ଡର ସଚେତନତା କାର୍ଯ୍ୟକ୍ରମ

ନିମାପଡ଼ା: ସାମ୍ପ୍ରତିକ କରୋନା ସମସ୍ୟାକୁ ନେଇ ନିମାପଡ଼ା ବାରବାଟୀସ୍ଥିତ ଅସ୍ଥାୟୀ ହାଟରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ, ନିମାପଡ଼ା ଖଣ୍ଡ ତରଫରୁ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ହାଟକୁ ଆସୁଥିବା ପରିବା ଚାଷୀ,…
Read More...

‘ଗଜପତି ଓ ମୁଖ୍ୟ ପ୍ରଶାସକ ଶଙ୍କରାଚାର୍ଯ୍ୟଙ୍କୁ ଭେଟିବା ପରେ ରଥଯାତ୍ରା ସମ୍ପର୍କରେ ନିଷ୍ପତ୍ତି’

ପୁରୀ: ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ହେବ କି ନାହିଁ ତାହାକୁ ନେଇ ଅନିଶ୍ଚିତତା ଲାଗି ରହିଛି। କରୋନା ଭୂତାଣୁ ଏଥର ରଥଯାତ୍ରା ବନ୍ଦ ରହିପାରେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଶୁକ୍ରବାର ବସିଥିବା…
Read More...

ଗ୍ୟାସ ଲିକ୍‌ରୁ ଅଗ୍ନିକାଣ୍ଡ; ଜଳିଗଲା ୬ ବଖରା, ବଞ୍ଚାଇଦେଲା ୨ ମହଲା କୋଠା

ସୁଆଣ୍ଡୋ: ପୁରୀ ଜିଲା ସତ୍ୟବାଦୀ ଥାନା ସାଣ୍ଢରା ପଞ୍ଚାୟତ ଅନ୍ତର୍ଗତ ସାଆନ୍ତରାପୁର ଗ୍ରାମରେ ଗ୍ୟାସ ଲିକ୍ ହୋଇ ରବିବାର ୬ ବଖରା ଘର ଜଳିଯାଇଛି। ସକାଳ ସାଢେ ୯ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଛି। ଦୀନବନ୍ଧୁ…
Read More...

ଲକଡାଉନ୍ ଯୋଗୁ ଦୁର୍ଦ୍ଦିନରେ ମୂର୍ତ୍ତି କାରିଗର

ସୁଆଣ୍ଡୋ: ମଣିଷ ପେଟ ଚାଖଣ୍ଡକ ପାଇଁ ବିଭିନ୍ନ ଉପାୟରେ ପରିଶ୍ରମ କରି ପରିବାର ଚଳାଇଥାଏ। କିନ୍ତୁ ସମ୍ପ୍ରତ୍ତି କରୋନା ଭୂତାଣୁର ମୁକାବିଲା ପାଇଁ ଲାଗୁ ହୋଇଥିବା ଲକଡାଉନ ଯୋଗୁ ଅନେକ ଲୋକ ବେରୋଜଗାର ହୋଇପଡ଼ିଛନ୍ତି।…
Read More...

ଲକ୍‌ଡାଉନ ଯୋଗୁ ସାକ୍ଷୀଗୋପାଳରେ ନଡ଼ିଆ ବିକ୍ରି ବନ୍ଦ; ହାତବାନ୍ଧି ବସିଛନ୍ତି ଚାଷୀ, ବ୍ୟବସାୟୀ

ସୁଆଣ୍ଡୋ: ପୁରୀ ଜିଲା ସାକ୍ଷୀଗୋପାଳ ନଡିଆର ଆଦର ରାଜ୍ୟ ଏବଂ ରାଜ୍ୟ ବାହାରେ ରହିଛି। କିନ୍ତୁ କରୋନା ସଂକ୍ରମଣ ରୋକିବା ପାଇଁ ଲାଗୁ ହୋଇଥିବା ଲକ୍‌ଡାଉନ ଯୋଗୁ ଏଠାରେ ନଡ଼ିଆ ବିକ୍ରି ବନ୍ଦ ହୋଇଯାଇଛି । ସାକ୍ଷୀଗୋପାଳ…
Read More...

ସମଦୂରତା ମାନୁନାହାନ୍ତି ଅମାନିଆ

ସୁଆଣ୍ଡୋ: କରୋନା ସଂକ୍ରମଣକୁ ନେଇ ସାରା ପୃଥିବୀ ତ୍ରାହି ତ୍ରାହି ଡାକ ଛାଡୁଥିବା ବେଳେ କେତେକ ଅମାନିଆ ଲକଡାଉନ ନିୟମ ଉଲ୍ଲଂଘନ କରିବା ସହିତ ଅନ୍ୟମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛନ୍ତି। ଏହି ଘଟଣା ଦେଖିବାକୁ…
Read More...

ଲକଡାଉନ ନିୟମ ପାଳିବାକୁ ରାଜ୍ୟବାସୀଙ୍କୁ ପୁରୀ ଗଜପତିଙ୍କ ଅନୁରୋଧ

ଭୁବନେଶ୍ବର: ରାଜ୍ୟ ସରକାର ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଲକଡାଉନ ଅବଧିକୁ ବଢ଼ାଇ ଦେଇଛନ୍ତି। ତେବେ ପୂର୍ବରୁ ଲକଡାଉନକୁ ରାଜ୍ୟର କେତେକ ସ୍ଥାନରେ ଲୋକେ ପାଳନ କରୁ ନ ଥିବା ଦେଖାଯାଇଛି। ଏଥିପାଇଁ ପୁଲିସକୁ…
Read More...

ପିପିଲିରେ କରୋନା ଆକ୍ରାନ୍ତ ଚିହ୍ନଟ, ନିଜାମୁଦ୍ଦିନରୁ ଫେରିଥିଲେ

ପୁରୀ/ପିପିଲି: ପୁରୀ ଜିଲାର ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ଘର ପିପିଲି ଅଞ୍ଚଳରେ ବୋଲି ଜଣାପଡ଼ିଛି। ଏହି ବ୍ୟକ୍ତି ଜଣକ ନିକଟରେ ଦିଲ୍ଲୀର ନିଜାମୁଦ୍ଦିନରେ ଥିବା ମରକଜ ଜମାତରୁ ଫେରିଥିଲେ।…
Read More...