Browsing Tag

puri news update odia news odisha news

ଦଧିନଉତି ଉପରକୁ ଚଢିବା ଘଟଣା ; ମାନସିକ ବିକାରଗ୍ରସ୍ତ କହିଲେ ପରିବାର ସଦସ୍ୟ

ଛତ୍ରପୁର : ପୁରୀ ଶ୍ରୀମନ୍ଦିର ଦଧିନଉତି ଉପରକୁ ଚଢିବା ଘଟଣାରେ ସିଂହଦ୍ୱାର ଥାନାରେ ଉକ୍ତ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି । ବ୍ୟକ୍ତି ଜଣକ ବଳରାମ ମହାରଣା । ତାଙ୍କ ବୟସ (୭୦)। ଗଞ୍ଜାମ ଜିଲା ଛତ୍ରପୁର ଭାସ୍କର ରାଓ ପେଟା…
Read More...

ମହାପ୍ରଭୁଙ୍କ ଶ୍ରୀକୃଷ୍ଣ ଜନ୍ମ ନୀତି ; ୪ ଘଣ୍ଟା ଦର୍ଶନ ବନ୍ଦ

ପୁରୀ : ଶ୍ରୀମନ୍ଦିରରେ ସୋମବାର ଭାଦ୍ରକ କୃଷ୍ଣ ଅଷ୍ଟମୀ ତିଥିରେ ମହାପ୍ରଭୁଙ୍କ ଶ୍ରୀକୃଷ୍ଣ ଜନ୍ମ ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଆଜି ଚାରି ଘଣ୍ଟା ଦର୍ଶନ ବନ୍ଦ ରହିବ । ସନ୍ଧ୍ୟା ଆଳତୀ ଭୋଗ ପରେ ସନ୍ଧ୍ୟା ୭ଟାରୁ…
Read More...

ଦେଖନ୍ତୁ ଭିଡିଓ; ଅଠରନଳା ନିକଟରେ ଭୟଙ୍କର ଅଗ୍ନିକାଣ୍ଡ

ପୁରୀ : ଶୁକ୍ରବାର ସକାଳେ ପୁରୀରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଅଠରନଳା ନିକଟରେ ଥିବା ଏକ କବାଡିଆ ଦୋକାନରେ ଏହି ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ନିଆଁ ଲାଗିବା ମାତ୍ରେ ସମଗ୍ର ଅଞ୍ଚଳ…
Read More...

ଶନିବାର ଶ୍ରୀଜୀଉଙ୍କ ୪ ଘଣ୍ଟା ଦର୍ଶନ ବନ୍ଦ

ପୁରୀ : ଅଗଷ୍ଟ ୨୪ (ଶନିବାର) ଭାଦ୍ରବ କୃଷ୍ଣ ପଞ୍ଚମୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ। ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ ଘ.୨.୦୦ ଟିକା ଠାରୁ ସନ୍ଧ୍ୟା…
Read More...

୨୩ରେ ରତ୍ନଭଣ୍ଡାରରେ ଥିବା ଖାଲି ଆଲମିରା ହେବ ସ୍ଥାନାନ୍ତର

ପୁରୀ : ଆସନ୍ତା ୨୩ ତାରିଖରେ ରତ୍ନଭଣ୍ଡାରରେ ଥିବା ଖାଲି ଆଲମିରା ସ୍ଥାନାନ୍ତର ହେବ । ବାହାର ଓ ଭିତର ରତ୍ନଭଣ୍ଡାରରେ ଥିବା ଖାଲି ଆଲମିରା ସ୍ଥାନାନ୍ତର ହେବ। ୨୩ ତାରିଖରେ ସିନ୍ଦୁକ, ଆଲମିରା ସ୍ଥାନାନ୍ତର କରାଯିବା ସହ…
Read More...

ପୁରୀରେ ପ୍ରବଳ ବର୍ଷା: ବଜ୍ରପାତରେ ଜଣେ ମୃତ, ୮ ଆହତ

ପୁରୀ : ପୁରୀରେ ସୋମବାର ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଛି । ଏଥିରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି । ଛଇତନା ଭୋଇ ସାହିରେ ବଜ୍ରପାତ ଯୋଗୁଁ ମହିଳାଙ୍କ ମୃତ୍ୟୁ ଘଟିଛି । ସମସ୍ତ ୮…
Read More...

ପୁରୀରେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା ଘଟଣା ; ୪ ଗିରଫ

ପୁରୀ : ପୁରୀରେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା ଘଟଣାରେ ଶନିବାର ଚାରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ହତ୍ୟାକାଣ୍ଡରେ ବ୍ୟବହୃତ ଭୁଜାଲି ଏବଂ ଛୁରୀ ମଧ୍ୟ ପୁଲିସ ଜବତ କରିଛି। ଖଜା ବ୍ୟବସାୟକୁ କେନ୍ଦ୍ରକରି ଶୁକ୍ରବାର…
Read More...

ସମୁଦ୍ର ଭିତରକୁ ଭାସି ଯାଉଥିଲେ; ଉଦ୍ଧାର ହେଲେ ୩

ପୁରୀ : ପୁରୀ ସମୁଦ୍ରରେ ଭାସିଯିବା ବେଳେ ୩ ଜଣଙ୍କୁ ସୋମବାର ଉଦ୍ଧାର କରାଯାଇଛି । ଗଭୀର ସମୁଦ୍ର ଭିତରକୁ ଭାସିଯିବା ବେଳେ ଜଣେ କାଉଡିଆଙ୍କ ସହ ୩ ଜଣଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି…
Read More...

ମହାପ୍ରଭୁଙ୍କ ସୁନା ବେଶ; ରାତି ୧୧ଟା ପର୍ଯ୍ୟନ୍ତ ଦର୍ଶନ..

ପୁରୀ : ସୁନା ବେଶରେ ଦର୍ଶନ ଦେବେ ରଥାରୁଢ ଚତୁର୍ଦ୍ଧା ମୂର୍ତ୍ତି । ମହଣ ମହଣ ସୁନାରେ ବିଭୂଷିତ ହେବେ ମହାପ୍ରଭୁ । ଏହାସହ ଶୃଙ୍ଖଳିତ ସୁନାବେଶ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଚଳିତ ବର୍ଷ ବଢିବନି…
Read More...

ସୁନାବେଶ ପାଇଁ ଟ୍ରାଫିକ ଓ ଭିଡ ନିୟନ୍ତ୍ରଣ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯିବ- ପୁରୀ ଏସପି..

ପୁରୀ : ବୁଧବାର ଜୁଲାଇ ୧୭ରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କର ସୁନାବେଶ ହେବ । ସୁନାବେଶ ପାଇଁ ପୁରୀରେ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯିବ । ଏନେଇ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀ ଯୋଗେ ପୁରୀ ଏସପି ପିନାକ ମିଶ୍ର…
Read More...