Browsing Tag

odiya news

ଏବିଭିପି ଛାତ୍ରଙ୍କ ପାଦ ଧରିଲେ ଅଧ୍ୟାପକ

ଭୋପାଳ: ରାଜୀବ ଗାନ୍ଧି ସ୍ନାତକ ବିଶ୍ବବିଦ୍ୟାଳୟର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍‍ ଚହଳ ସୃଷ୍ଟି କରିଛି। ଭିଡିଓରେ ଜଣେ ଅଧ୍ୟାପକଙ୍କୁ କିଛି ଛାତ୍ରଙ୍କ ପାଦ ଧରିବାର ଦୃଶ୍ୟ ଦେଖିବାକୁ ମିଳୁଛି। ଏହି ଘଟଣାଟି ବୁଧବାର …
Read More...

ଅଧିକ ୪ସପ୍ତାହ ନଜରବନ୍ଦୀ ରହିବେ ଭିମା-କରେଗାଓଁ ମାମଲାର ଅଭିଯୁକ୍ତ

ନୂଆଦିଲ୍ଲୀ: ଭିମା-କରେଗାଓଁ ମାମଲାରେ ଅଭିଯୁକ୍ତ ଥିବା ୫ଜଣ ଅଭିଯୁକ୍ତଙ୍କ ନଜରବନ୍ଦୀ ସମୟ ସୀମାକୁ ଆଉ ୪ ସପ୍ତାହ ବୃଦ୍ଧି କରିଛନ୍ତି ସୁପ୍ରିମ କୋର୍ଟ। ଇତିହାସବିତ୍‍ ରୋମିଲା ଥାପରଙ୍କ ଦ୍ୱାରା ଏହି ଘଟଣାରେ ଜଡ଼ିତ…
Read More...

ବ୍ୟାଙ୍କ ଆକାଉଣ୍ଟରୁ ଆଧାର ଡିଲିଙ୍କ ପାଇଁ ଦାବି କରିପାରିବେ ଗ୍ରାହକ

ନୂଆଦିଲ୍ଳୀ: ବ୍ୟାଙ୍କ ଆକାଉଣ୍ଟ ଓ ସିମ୍‍ କାର୍ଡ ପାଇଁ ଆଧାର ଜରୁରୀ ନୁହେଁ ବୋଲି ସୁପ୍ରିମକୋର୍ଟଙ୍କ ରାୟ ପରେ ଗ୍ରାହକଙ୍କ ମନରେ ନୂଆ ଆଶା ସଞ୍ଚାର ହୋଇଛି। ଗ୍ରାହକମାନେ ସେମାନଙ୍କ ଆଧାର ନମ୍ବର ଡିଲିଙ୍କ କରିବା ପାଇଁ…
Read More...

ଫୁଟ୍‍ପାଥରେ ଶୋଇଲେ ସ୍କୁଲ୍‍ ଛାତ୍ରଛାତ୍ରୀ

ପାଟନା: ଶିଶୁ ଓ ନାବାଳକ/ନାବାଳିକାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ବିହାରରେ ଏକ ଧାରା ପାଲଟି ଯାଇଛି। ମୁଜାଫରପୁର ଆଶ୍ରୟଗୃହରେ ନାବାଳିକା ନିର୍ଯାତନା ଘଟଣା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଏବେ…
Read More...

ଯେକୌଣସି ସ୍ଥାନରେ ପଢିହେବ ନମାଜ: ରାମଦେବ

ନୂଆଦିଲ୍ଲୀ: ନମାଜ ପାଠକୁ ନେଇ ସୁପ୍ରିମ କୋର୍ଟର ରାୟ ପ୍ରକାଶ ପାଇବା ପୂର୍ବରୁ ଏ ସମ୍ପର୍କରେ ଦେଶର ବିଭିନ୍ନ ବର୍ଗରୁ ମତ ପ୍ରକାଶ ପାଇବାରେ ଲାଗିଛି। ଯୋଗଗୁରୁ ବାବା ରାମଦେବ ଏ ସମ୍ପର୍କରେ ମତବ୍ୟକ୍ତ କରି ନମାଜ ଯେ…
Read More...

ଅଯୋଧ୍ୟା ଜମି ବିବାଦ: ୨୯ରୁ ଆରମ୍ଭ ହେବ ଶୁଣାଣି

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ଜନ୍ମଭୂମି-ବାବରୀ ମସଜିଦ୍‍ ଜମି ବିବାଦ ପ୍ରସଙ୍ଗରେ ସୁପ୍ରିମ କୋର୍ଟ ଗୁରୁବାର ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଇସମାଇଲ ଫାରୁକୀ ମାମଲାରେ ସୁପ୍ରିମକୋର୍ଟ ୧୯୯୪ରେ ଦେଇଥିବା ରାୟକୁ…
Read More...

କାହାକୁ ନେଇ ଚିନ୍ତିତ ଭାରତୀୟ?

ନୂଆଦିଲ୍ଲୀ: ଏକ ବିଶ୍ୱସ୍ତରୀୟ ସର୍ଭେକ୍ଷଣରେ ଭାରତରେ ସବୁଠାରୁ ବେଶି ଚିନ୍ତାର କାରଣ ଜଣା ପଡ଼ିଛି। ଭାରତରେ ସର୍ବାଧିକ ମାନଶିକ ଚିନ୍ତାର କାରଣ ବେରୋଜଗାର ବୋଲି ସର୍ଭେକ୍ଷଣ ସଂସ୍ଥା ରିପୋର୍ଟ ପ୍ରଦାନ କରିଛି। ବିଶ୍ୱର…
Read More...

ଯଦି ବ୍ୟଭିଚାର, ସମଲିଙ୍ଗୀ ଅପରାଧ ନୁହେଁ ତେବେ ତିନି ତାଲକ୍‌ କାହିଁକି:ଓବେସୀ

ନୂଆଦିଲ୍ଲୀ: ବ୍ୟାଭିଚାର ଆଇନ ଉପରେ ସୁପ୍ରିମ କୋର୍ଟର ରାୟ ପରେ ଅଲ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସ୍ଲିମିନ୍‍(ଏଆଇଏମ୍‍ଆଇଏମ୍‍)ର ଅଧ୍ୟକ୍ଷ ତଥା ଲୋକସଭା ସାଂସଦ ଅସଦୁଦ୍ଦିନ୍‍ ଓବେସୀ ତାଙ୍କ ପ୍ରତିକ୍ରିୟା ପ୍ରକାଶ…
Read More...

ଦାନ୍ତ ପାଇଁ ଦନ୍ତା ଶିକାର

ଦେବଗଡ଼: ଦାନ୍ତ ପାଇଁ ଶିକାରୀମାନେ ଦନ୍ତାହାତୀକୁ ମାରି ତାର ଶୁଣ୍ଢକୁ ଫୋଫାଡ଼ି ଦେଇ ଚାଲି ଯାଇଛନ୍ତି। ଦେବଗଡ଼ ଜିଲା ତିଳେଇବଣି ବ୍ଲକ୍‍ ପ୍ରଭାଶୁଣି ସଂରକ୍ଷିତ ଜଙ୍ଗଲରେ ଘଟିଛି ଏହି ଅଘଟଣ। ଗୁରୁବାର ସକାଳୁ ଲୋକମାନେ…
Read More...

ହଷ୍ଟେଲ୍‍ ଛାତରୁ ପଡ଼ି ଛାତ୍ର ମୃତ

କଟକ: ରେଭେନ୍ସା ନ୍ୟୁ ହଷ୍ଟେଲ୍‍ ଛାତରୁ ପଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣକ ବଲାଙ୍ଗୀର କୁଶଧର ବାଗ। ସେ ଏଠାରେ ରହି ରାଜନୀତି ବିଜ୍ଞାନରେ ପିଏଚ୍‍ଡି କରୁଥିଲେ। ରାଜ୍ୟ ଅନ୍ଧ,ମୂକ ଓ ବଧିର ଛାତ୍ର ସଂଘର…
Read More...