Browsing Tag

odiya news

ଆତଙ୍କବାଦୀଙ୍କ ଗ୍ରେନେଡ୍‍ ମାଡ଼ରେ ପୁଲିସ ସହିଦ

ଶ୍ରୀନଗର: ଆତଙ୍କବାଦୀଙ୍କ ଗ୍ରେନେଡ୍‍ ମାଡ଼ରେ ଜଣେ ପୁଲିସ କର୍ମଚାରୀ ସହିଦ ହୋଇଛନ୍ତି। ପୁଲିସ ସୂଚନା ଅନୁଯାୟୀ, ଦକ୍ଷିଣ କାଶ୍ମୀରର ସୋଫିଆନ୍‍ ଜିଲାରେ ଆଜି ସକାଳେ ଆତଙ୍କବାଦୀମାନେ ଏକ ପୁଲିସ ଷ୍ଟେସନ୍‍ ଉପରକୁ…
Read More...

ଗୋରୁ ବୋଝେଇ ଗାଡ଼ି ପୋଡ଼ିଦେଲେ ଗ୍ରାମବାସୀ

ଭଦ୍ରକ: ୭ଟି ଗୋରୁ ବୋଝେଇ ଗାଡ଼ିକୁ ସ୍ଥାନୀୟ ଅଞ୍ଚଳବାସୀ ଅଟକ ରଖିଛନ୍ତି। ଗାଡ଼ିରୁ ୧୦୦ ଗୋରୁଙ୍କୁ ଉଦ୍ଧାର କରଯାଇଥିବା ବେଳେ ଦୁଇଟି ଗାଈଙ୍କ ମୃତ୍ୟୁ ଘଟିଛି। ଗୋରୁ ବୋଝେଇ ଗାଡ଼ିଗୁଡ଼ିକ ଭଦ୍ରକ ଜିଲାର ଧୁଷୁରୀ ଅଞ୍ଚଳରୁ…
Read More...

ଆକାଶରେ ବିମାନ; ଜରୁରୀକାଳୀନ କବାଟ ଖୋଲି ଯୁବକ ହଟହଟା

ନୂଆଦିଲ୍ଲୀ: ଦିଲ୍ଳୀରୁ ପାଟନା ଯାଉଥିବା ଗୋ-ଏୟାରର ଏକ ବିମାନ ଆକାଶରେ ଉଡୁଥିବାବେଳେ ଜଣେ ଯାତ୍ରୀ ବିମାନର ଜରୁରୀକାଳୀନ କବାଟ ଖୋଲିବାକୁ ଯାଇ ହଟହଟାର ଶିକାର ହୋଇଛନ୍ତି। ଉଡ଼ାଣ ମଝିରେ ଯାତ୍ରୀଜଣକ ବିମାନର ଶୌଚାଳୟ…
Read More...

ଏଣ୍ଡ୍ରୋଏଡ ଉପରେ ସ୍ପାଇୱେର ଆକ୍ରମଣ

ନୂଆଦିଲ୍ଲୀ: ଆଣ୍ଡ୍ରୋଏଡ ଫୋନ୍‍ ଉପରେ ନିକଟରେ ସ୍ପାଇୱେର ଅକ୍ରମଣ ହୋଇଛି। ଏ ସମ୍ପର୍କରେ ସୂଚନା ଦେଇଛି ସ୍ପାଇୱେର ରିସର୍ଚର। ସ୍ପାଇୱେରକୁ ନେଇ ଗବେଷଣା କରୁଥିବା ଏହି କମ୍ପାନୀ ଏହି ସ୍ପାଇ ଆକ୍ରମଣ ହ୍ୱାଟ୍ସଆପକୁ…
Read More...

ହ୍ୱାଟ୍‍ସଆପ୍‍ ମେସେଜ୍‍ ପାଇଁ କମ୍ପାନୀର ବଜାର ମୂଲ୍ୟ ୭୧% ହ୍ରାସ

ନୂଆଦିଲ୍ଳୀ: ହ୍ୱାଟ୍‍ସଆପ୍‍ରେ ଆସିଥିବା ଏକ ମେସେଜ୍‍ ଯୋଗୁଁ ଇନ୍‍ଫିବିମ୍‍ ଆଭେନ୍ୟୁର ଅଂଶଧନର ବଜାର ମୂଲ୍ୟ ୭୧% ହ୍ରାସ ପାଇଛି। ସେୟାରହୋଲ୍‍ଡରମାନଙ୍କର ବୈଠକ ଅବସରରେ ହ୍ୱାଟ୍‍ସଆପରେ ଏକ ମେସେଜ୍‍ ଆସିଥିଲା। ସେଥିରେ…
Read More...

ପାଟନାରେ ଅପହରଣ: ମୁଣ୍ଡ ଜାମିନ ପାଇଁ ମାଗିଲେ ୬୦ଲକ୍ଷ

ପାଟନା: ବିହାରର ଆଇନ ଶୃଙ୍ଖଳା ପରିସ୍ଥିତି କ୍ରମଶଃ ବିଗାଡ଼ିବାରେ ଲାଗିଛି। ଅପରାଧ ନିୟନ୍ତ୍ରଣ କରିବାରେ ପୁଲିସ ସମ୍ପୂର୍ଣ୍ଣ ବିଫଳ ହୋଇ ପଡ଼ିଥିବାବେଳେ ନୀତୀଶ ସରକାରଙ୍କୁ ରାଜନୈତିକ ସମାଲୋଚନାର ଶିକାର ହେବାକୁ ପଡ଼ୁଛି।…
Read More...

ଏପଲ କମ୍ପାନୀ ପ୍ରବନ୍ଧକଙ୍କୁ ଗୁଳି ମାଡ଼ ଘଟଣାର ହୋଇପାରେ ସିବିଆଇ ତଦନ୍ତ: ଆଦିତ୍ୟନାଥ

ଲକ୍ଷ୍ନୌ: ଏପଲ କମ୍ପାନୀର ପ୍ରବନ୍ଧକଙ୍କୁ ତାଙ୍କ ସହକର୍ମୀଙ୍କ ସମ୍ମୁଖରେ ପୁଲିସର ଗୁଡ଼ିମାଡ଼ ଘଟଣାକୁ ନେଇ ଉତ୍ତରପ୍ରଦେଶରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି। ପ୍ରବନ୍ଧକ ବିବେକ ତିୱାରୀଙ୍କୁ ବିଳମ୍ବିତ ରାତିରେ ଦୁଇ ଜଣ…
Read More...

କନଷ୍ଟେବଳଙ୍କ ଗୁଳିରେ ଏପଲ କମ୍ପାନୀ ପ୍ରବନ୍ଧକ ମୃତ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ପୁଲିସ ପୁଣି ଥରେ ବିବାଦରେ ଛନ୍ଦି ଯାଇଛି। ବିଳମ୍ବିତ ରାତିରେ ଲକ୍ଷ୍ନୌ ସନ୍ନିକଟ ଗୋମତୀ ନଗର ବିସ୍ତାର ୟୁପି ପୁଲିସ ବାହିନୀର ଜଣେ ସିପାହୀ ପ୍ରଶାନ୍ତ ଚୌଧୁରୀଙ୍କ ଗୁଳିରେ ମଲ୍ଟିନ୍ୟାସନାଲ…
Read More...

ସମୁଦ୍ରରେ ଉଡ଼ାଜାହାଜ: ୪୭ଯାତ୍ରୀ ଉଦ୍ଧାର

ନୂଆଦିଲ୍ଲୀ: ପ୍ରଶାନ୍ତ ମହାସାଗର କୂଳରେ ସ୍ଥିତ ପାପୁଆ ନ୍ୟୁ ଗିନିର ଏକ ବିମାନ ଗୁରୁବାର ସକାଳ ସାଢେ ୯ଟାରେ ଦୁର୍ଘଟଣାଗ୍ରସ୍ତ ହେବା ପରେ ଏଥିଲେ ଥିବା ୪୭ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। …
Read More...

୨୦୧୮ର ସୁପ୍ରିମକୋର୍ଟର ୫ଟି ଐତିହାସିକ ରାୟ; ବଦଳାଇଛି ସାମାଜିକ ଜୀବନଶୈଳୀ

ନୂଆଦିଲ୍ଲୀ: ୨୦୧୮ ଭାରତୀୟ ଆଇନ ବ୍ୟବସ୍ଥା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ କୁହାଯାଇ ପାରେ। କାରଣ ଏହି ବର୍ଷ ସମାଜର ଜୀବନଶୈଳୀ ସହ ଯୋଡ଼ି ରହିଥିବା ଏକାଧିକ ନିୟମରେ ପରିବର୍ତ୍ତନ ଅଣାଯାଇଛି। ଭାରତୀୟ ପରମ୍ପରାଗତ…
Read More...