Browsing Tag

odisha assembly

୨୦୨୫ ମାର୍ଚ୍ଚ ସୁଦ୍ଧା ସବୁ ରାଜସ୍ୱ ଗାଁକୁ ବିଜୁଳି – କେଭି ସିଂଦେଓ

ଭୁବନେଶ୍ୱର: ୨୦୨୫ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସବୁ ରାଜସ୍ୱ ଗାଁକୁ ବିଜୁଳି ସଂଯୋଗ କରାଯିବ। ଆଜି ବିଧାନସଭା ପ୍ରଶ୍ନକାଳରେ ବିଜୁଳି ସଂଯୋଗ ସମ୍ପର୍କରେ ଆଲୋଚନା ହେବା ବେଳେ ଏହି ସୂଚନା ଦେଇଛନ୍ତି ଶକ୍ତିମନ୍ତ୍ରୀ କେ.ଭି…
Read More...

ଶୂନ୍ୟକାଳରେ ଉଠିଲା ଚିକିଟି ମଦ ମୃତ୍ୟୁ ପ୍ରସଙ୍ଗ; ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି

ଭୁବନେଶ୍ୱର: ବିଧାନସଭା ଶୂନ୍ୟକାଳରେ ଉଠିଲା ଚିକିଟି ମଦ ମୃତ୍ୟୁ ପ୍ରସଙ୍ଗ। ଗଞ୍ଜାମ ଜିଲା ଚିକିଟିରେ ବିଷାକ୍ତ ମଦ ଖାଇ ଆଜି ଆଉ ଜଣେ ଆଖି ବୁଝିଛନ୍ତି। ଫଳରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ହୋଇଥିବାରୁ ଗୃହରେ ଉଦବେଗ…
Read More...

ସେପ୍ଟେମ୍ବର ଶେଷ ସୁଦ୍ଧା ପ୍ରତି ଘରେ ବିଜୁଳି; ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଶକ୍ତିମନ୍ତ୍ରୀ

ଭୁବନେଶ୍ୱର: ବିଧାନସଭାରେ ବିଦ୍ୟୁତକରଣ ହୋଇନଥିବା ଘରକୁ କେବେ ହେବ ବିଦ୍ୟୁତ ସଂଯୋଗ। ଏନେଇ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ବିଧାୟକ ପବିତ୍ର ସାଉଁଟା। ବିଧାୟକଙ୍କ ପ୍ରଶ୍ନରେ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ…
Read More...

ସୁରୁଖୁରୁରେ ଚାଲିଛି ପ୍ରଶ୍ନକାଳ: ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଆଲୋଚନା

ଭୁବନେଶ୍ୱର: ବିଧାନସଭା ପଞ୍ଚମ ଦିନରେ ସୁରୁଖୁରୁରେ ଚାଲିଛି ପ୍ରଶ୍ନକାଳ । ପ୍ରଶ୍ନକାଳରେ ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ରାଜ୍ୟରେ ୧୭,୭୬୧ ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ଖାଲି ପଡିଥିବା ବେଳେ…
Read More...

୨୨ରୁ ବିଧାନସଭା ଅଧିବେଶନ: ୨୫ରେ ପୂର୍ଣ୍ଣାଙ୍ଗ ବଜେଟ

ଭୁବନେଶ୍ୱର: ଆସନ୍ତା ୨୨ତାରିଖରୁ ବିଧାନସଭା ଅଧିବେଶନ ଆରମ୍ଭ ହେବ । ଅଧିବେଶର ପ୍ରଥମ ଦିନରେ ଗୃହରେ ଅଭିଭାଷଣ ରଖିବେ ରାଜ୍ୟପାଳ । ୨୩ରେ ଉପବାଚସ୍ପତି ନିର୍ବାଚନ ସମ୍ପର୍କରେ ଘୋଷଣା ହୋଇ ୨୪ରେ ଉପବାଚସ୍ପତି ନିର୍ବାଚନ…
Read More...

ସୁରମା ପାଢୀ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ବାଚସ୍ପତି ନିର୍ବାଚିତ

ଭୁବନେଶ୍ୱର: ସପ୍ତଦଶ ବିଧାନସଭାର ନୂଆ ବାଚସ୍ପତି ହେଲେ ସୁରମା ପାଢୀ। ସର୍ବସମ୍ମତି କ୍ରମେ ରଣପୁର ବିଧାୟିକା ସୁରମା ପାଢୀ ହୋଇଛନ୍ତି ବିଧାନସଭାର ବାଚସ୍ପତି। ସୁରମା ପାଢୀଙ୍କୁ ବାଚସ୍ପତି କରିବା ପାଇଁ ପ୍ରସ୍ତାବ…
Read More...

ସାଇକେଲ ଚଳାଇ ବିଧାନସଭା ଆସିଲେ ସିଦ୍ଧାନ୍ତ

ଭୁବନେଶ୍ୱର: ପ୍ରଥମ ଥର ବିଧାନସଭା ନିର୍ବାଚନ ଲଢିବା ସହ ଜିତିବା ପରେ ବିଧାୟକ ଭାବେ ଶପଥ ଗ୍ରହଣ ପାଇଁ ଆଜି ବିଧାନସଭାକୁ ସାଇକେଲରେ ଆସିଛନ୍ତି ସିଦ୍ଧାନ୍ତ ମହାପାତ୍ର। ସାଇକେଲରେ ଆସିବା ସହ ସେ ପରିବେଶ ସୁରକ୍ଷା ପାଇଁ…
Read More...

ଶେଷ ଅଧିବେଶନରେ ଗୋଟିଏ ଫ୍ରେମରେ ଶାସକ-ବିରୋଧୀ ବିଧାୟକ ଏକାଠି

ଭୁବନେଶ୍ୱର: ଶୋଡଷ ବିଧାନସଭାର ଅନ୍ତିମ ଅଧିବେଶନ ଶେଷ ହୋଇଛି । ଶୁକ୍ରବାର ଶେଷ ଦିନରେ ଭାବବିହ୍ୱଳ ହୋଇଥିଲେ ସବୁ ଦଳର ବିଧାୟକ । ଶେଷରେ ଗୋଟିଏ ଫ୍ରେମରେ ଏକାଠି ହୋଇଥିଲେ ଶାସକ-ବିରୋଧୀ ବିଧାୟକ । ବିଧାନସଭା ସହ ଥିବା…
Read More...

ବିଧାନସଭାକୁ ମୁଣ୍ଡିଆ ମାରିଲେ; ଆଉ ଆସିବେନି କହିଲେ ସୁର ରାଉତରାୟ

ଭୁବନେଶ୍ୱର: ଶୁକ୍ରବାର ବିଧାନସଭା ବଜେଟ ଅଧିବେଶନର ଶେଷ ଦିନ। ଗୃହରୁ ବାହାରିବା ବେଳେ ଭାବବିହ୍ୱଳ ହୋଇଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ। ଶେଷ ଦିନରେ ବିଧାନସଭାକୁ ମୁଣ୍ଡିଆ ମାରି ବାହାରିଛନ୍ତି ସୁର। ଆଗକୁ ନିର୍ବାଚନ…
Read More...

କାଲି ବିଧାନସଭାରେ ଆଗତ ହେବ ବ୍ୟୟ ମଞ୍ଜୁରୀ ବିଲ୍‌, କନ୍‌ଭେନସନ ସେଣ୍ଟରର ବିଶୋଧନ କାର୍ଯ୍ୟ ଜାରି

ଭୁବନେଶ୍ଵର: ଆସନ୍ତା କାଲି ଅର୍ଥାତ ମାର୍ଚ୍ଚ ୩୦ରେ ବିଧାନସଭା କାର୍ଯ୍ୟ ଆରମ୍ଭ ହେବ। ତେବେ ଏଥର ବିଧାନସଭାରେ ଗୃହ କାର୍ଯ୍ୟ ନ ହୋଇ ଲୋକସେବା ଭବନ ପରିସରରେ ଥିବା କନ୍‌ଭେନସନ ସେଣ୍ଟରରେ କାର୍ଯ୍ୟ ଚାଲିବ। ଏଥିପାଇଁ…
Read More...