Browsing Tag

odianews

ମୋବାଇଲ ସେବାରୁ ବଞ୍ଚିତ ୩ ପଞ୍ଚାୟତବାସୀ

ନବରଙ୍ଗପୁର: ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ସାନବାର୍ଲି ପଞ୍ଚାୟତ ସମେତ ଅନ୍ୟ ୨ଟି ପଞ୍ଚାୟତର କିଛି ଗ୍ରାମର ଲୋକେ ମୋବାଇଲ ସେବାରୁ ବଞ୍ଚିତ ରହିଥିବା ଅଭିଯୋଗ ହୋଇଛି। ପାପଡ଼ାହାଣ୍ଡି ବ୍ଲକର ଅପହଞ୍ଚ…
Read More...

ଟିପିସିଓଡିଏଲ୍‍ ଦ୍ୱାରା ପୁରୀରେ ଖୋଲିଲା ମହିଳାଙ୍କ ଦ୍ୱାରା ପରିଚାଳିତ ଦ୍ୱିତୀୟ ଗ୍ରାହକ ସେବା କେନ୍ଦ୍ର

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟାଟା ପାୱାର ସେଂଟ୍ରାଲ୍‍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‍ (ଟିପିସିଓଡିଏଲ୍‍) ଦ୍ୱାରା ଜଗନ୍ନାଥ ଧାମ ପୁରୀରେ କେବଳ ମହିଳାଙ୍କ ଦ୍ୱାରା ପରିଚାଳିତ…
Read More...

ଅବହେଳିତ ରତ୍ନଗିରି ଗୁମ୍ଫା; ପର୍ଯ୍ୟଟନସ୍ଥଳ ମାନ୍ୟତା ଅପେକ୍ଷାରେ

ନୟାଗଡ଼: ଭୁବନଶ୍ୱରଠାରେ ଖଣ୍ଡଗିରି ପାହାଡ ସମେତ ରାଜ୍ୟର ବିଭିନ୍ନସ୍ଥାନରେ ଥିବା ଐତିହାସିକ ଓ ରାଜରାଜୁଡା ଅମଳର ଗୁମ୍ଫାଗୁଡିକୁ ପର୍ଯ୍ୟଟନ ବିଭାଗ ସଂରକ୍ଷଣ ପାଇଁ ଯୋଜନା କରିଛନ୍ତି। ଏହାସତ୍ତ୍ବେ ବହୁ ପ୍ରାଚୀନ ଗୁମ୍ଫା…
Read More...

ସଂସ୍କୃତି ଭବନ ନିକଟରେ ଅପସଂସ୍କୃତି, ଶୌଚାଳୟ ଥାଇ ବାହାରେ ଶୌଚ

ଭୁବନେଶ୍ବର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗରେ ସଂସ୍କାର ପାଇଁ ବିଭାଗୀୟ ଅଧିକାରୀ ପଦକ୍ଷେପ ନେଉଛନ୍ତି। ହେଲେ ସଂସ୍କୃତି ଭବନ ସାମ୍ନା ଫାଟକ ବନ୍ଦ ରହିଥିବାବେଳେ ଏଠାରେ ଦେଖାଦେଉଥିବା ଅବ୍ୟବସ୍ଥା ବିଭାଗର…
Read More...

ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ‘ଦୃଷ୍ଟିହୀନଙ୍କ ନିମନ୍ତେ ବିଦ୍ୟାଳୟ’

ବାଲେଶ୍ୱର: ସାମୂହିକ ପ୍ରୟାସରେ ଦୀର୍ଘ ବର୍ଷ ଧରି ସଫଳତାର ସହ ଚାଲିଥିବା ବାଲେଶ୍ୱର ସହରର ରାଣୀପାଟଣାସ୍ଥିତ ‘ଦୃଷ୍ଟିହୀନଙ୍କ ନିମନ୍ତେ ବିଦ୍ୟାଳୟ’ ସମ୍ପ୍ରତି ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇପାରିଛି। ୨୦୦୨ ମସିହାରେ…
Read More...

ଅଧ୍ୟାପକ ଡଃ ଶଶଧର ପତି ‘କଳିଙ୍ଗ ପ୍ରଜ୍ଞା ପ୍ରତିଭା ସମ୍ମାନ’ରେ ସମ୍ମାନୀତ

ଭୁବନେଶ୍ବର: ଅଧ୍ୟାପକ ଡଃ. ଶଶଧର ପତିଙ୍କୁ ଭୁବନେଶ୍ବର ଠାରେ ସ୍ବାମୀ ବ୍ରହ୍ମାନନ୍ଦ ସରସ୍ବତୀ ଓ୍ବାର୍ଲ୍ଡ ଫାଉଣ୍ଡେସନ ପକ୍ଷରୁ ରାଜ୍ୟ ସ୍ତରୀୟ କଳିଙ୍ଗ ପ୍ରଜ୍ଞା ପ୍ରତିଭା ସମ୍ମାନରେ ସମ୍ମାନୀତ କରାଯାଇଛି। ଉକ୍ତ ସଭାରେ…
Read More...

ବୟସର ଅପରାହ୍ଣରେ ଗଛ ମଣିଷ

ଜେନାପୁର: ରାଜରାଜୁଡା ଶାସନକାଳରୁ ବିଭିନ୍ନସ୍ଥାନରେ ଫଳବଗିଚା ଓ ତୋଟା ସୃଷ୍ଟି କରାଯାଉଥିଲା। ପ୍ରଦୂଷଣ ଓ ପରିବେଷକୁ ସନ୍ତୁଳନ ରଖିବା ଦିଗରେ ବୃକ୍ଷର ଆବଶ୍ୟକତା ରହିଛି। ରାଜାଙ୍କ ନିର୍ଦେଶକ୍ରମେ ବିଭିନ୍ନ ସ୍ଥାନରେ…
Read More...

ମେ’ ସୁଦ୍ଧା ସମସ୍ତ ପଞ୍ଚାୟତକୁ ଇଣ୍ଟରନେଟ

ଭୁବନେଶ୍ବର: ଇଣ୍ଟରନେଟ ସେବା କେତେ ଗୁରୁତ୍ବପୂର୍ଣ୍ଣ ତାହା କରୋନା ପୂରା ଦୁନିଆକୁ ଶିକ୍ଷା ଦେଇସାରିଛି। ସ୍କୁଲ, କଲେଜଠାରୁ ଆରମ୍ଭ କରି ସମସ୍ତ ସରକାରୀ ଓ ବେସରକାରୀ ବ୍ୟବସ୍ଥାକୁ ଘରେ ରହି ସୁରୁଖୁରୁରେ ଚଳାଇବାରେ…
Read More...

କଥା ସମ୍ରାଟଙ୍କୁ କୋଟି ପ୍ରଣାମ, ୧୭୯ ତମ ଜୟନ୍ତୀ ଉପଲକ୍ଷେ

ଓଡ଼ିଆ ଗଳ୍ପ ସାହିତ୍ୟର ଜନକ ଭାବେ ବିଦିତ ଫକୀର ମୋହନ ସେନାପତି ୧୮୪୩ ଜାନୁଆରୀ ୧୩ରେ ଅବିଭକ୍ତ ବାଲେଶ୍ବର ଜିଲାର ମଲ୍ଲିକାଶପୁର ଗାଁରେ ଜନ୍ମଗ୍ରହଣ କରିଥିଲେ। ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ଫକୀର…
Read More...

କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ

ସୁନ୍ଦରଗଡ଼: କୃଷି ବିଜ୍ଞାନ କେନ୍ଦ୍ର କିରେଇ ସୁନ୍ଦରଗଡ଼-୧ ପରିସରରେ ସୁନ୍ଦରଗଡ଼ ଜିଲାର ଚାଷୀମାନଙ୍କ ଉନ୍ନତି ନିମନ୍ତେ ୧୭ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଓଡ଼ିଶା କୃଷି ଓ…
Read More...