ହସ ଦେଇଛି ପରିବା ଝୁଡ଼ି; ସାଇକଲ ଧରି ଗାଁକୁ ଗାଁ ବୁଲୁଛନ୍ତି ଶାନ୍ତି
ବାସୁଦେବପୁର: ପରିବା ନେବ ପରିବା... ତାଜା ତାଜା ପରିବା... କୋବି, ଟମାଟୋ, ଶାଗ, ବାଇଗଣ ସବୁ ତାଜା ପରିବା ଆଣିଛି... ପରିବା ନିଅ ପରିବା। ଶାନ୍ତି ଅପାର ଏମିତି ଡାକ ଏ ଗାଁରୁ ସେ ଗାଁରେ ଶୁଭେ। ରାତି ପାହିଲେ ଶାନ୍ତି…
Read More...
Read More...