Browsing Tag

odia news

ରାଜଧାନୀରେ ଅଟୋ ଉପରେ କଟକଣା: କଳ୍ପନା, ରାଜମହଲ ଓ ବାଣୀବିହାରରେ ଷ୍ଟାଣ୍ଡ

ଭୁବନେଶ୍ବର: ରାଜଧାନୀର ଅସଂଗଠିତ ତଥା ଅମାନିଆ ଅଟୋ ଚାଳକଙ୍କୁ ସଂଗଠିତ ଓ ଶୃଙ୍ଖଳିତ କରିବା ଲାଗି ଗତ କିଛି ଦିନ ଧରି କସରତ ଆରମ୍ଭ ପରେ କମିସନରେଟ୍‌ ପୁଲିସ କଟକଣା ଆରମ୍ଭ କରିଛି। ରବିବାର ଅଟୋ ମହାସଂଘଗୁଡ଼ିକ ସହିତ…
Read More...

ଆଜି ବିଜେପୁରବାସୀ ନିର୍ଦ୍ଧାରଣ କରିବେ ରୀତା, ଦିଲୀପ ଓ ସନତଙ୍କ ଭାଗ୍ୟ, ସକାଳ ୭ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟ…

ଭୁବନେଶ୍ୱର: ଏବେ ସାରା ରାଜ୍ୟର ନଜର ବିଜେପୁର ଉପରେ। ମାସାଧିକ କାଳ ଧରି ଚର୍ଚ୍ଚାରେ ଥିବା ବିଜେପୁର ବିଧାନସଭା ଆସନ ପାଇଁ ସୋମବାର ଅନୁଷ୍ଠିତ ହେଉଛି ଉପନିର୍ବାଚନ। ଦେଢ଼ ବର୍ଷ ଭିତରେ ବିଜେପୁରବାସୀ ତୃତୀୟ ଥର ପାଇଁ…
Read More...

୨୩ରେ ଲଘୁଚାପ

ଭୁବନେଶ୍ୱର: ଆସନ୍ତା ୨୩ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ଉତ୍ତର ତାମିଲନାଡ଼ୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ଏହାର କେନ୍ଦ୍ର ରହିବ। ଏହାର ପ୍ରଭାବରେ ୨୪ ତାରିଖରୁ ଓଡ଼ିଶାର…
Read More...

ବୁର୍ଲା ମେଡ଼ିକାଲରେ ଡ଼ାକ୍ତରଙ୍କୁ ଦୁଇ ଯୁବକଙ୍କ ମାଡ଼ ମାରିବା ଘଟଣା:ଉଭୟ ଯୁବକଙ୍କୁ ଗିରଫ୍‍ କଲା ପୁଲିସ

ବୁର୍ଲା:ସମ୍ବଲପୁର ଜିଲ୍ଲା ବୁର୍ଲା ଭିମସାରରେ ରୋଗୀ ସେବାକୁ କେନ୍ଦ୍ର କରି ପୁନର୍ବାର ଏକ ଉତ୍ତେଜନା ପୁର୍ଣ୍ଣ ପରିସ୍ତିତି ସୃଷ୍ଟି ହୋଇଛି। ଡାକ୍ତରଙ୍କୁ ମାଡ ମାରିଥିବା ଅଭିଯୋଗରେ ପୋଲିସ ଉଭୟ ଯୁବକଙ୍କୁ ଥାନାରେ ଅଟକ…
Read More...

ସାମ୍ନାକୁ ଆସିଲା ପିଓକେରେ ଧ୍ଵସ୍ତବିଧ୍ଵସ୍ତ ଆତଙ୍କୀ ଶିବିରର ଦୃଶ୍ୟ

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ଲାଗି ପାକିସ୍ତାନର ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ ଦେଇଛି ଭାରତୀୟ ସେନା। ରବିବାର ଭାରତୀୟ ସେନା ପକ୍ଷରୁ ଟାଙ୍ଗଧର ସେକ୍ଟରର ସୀମା ଆରପଟେ ଥିବା…
Read More...

ତିନି ମହଲା ବାଲକୋନୀରୁ ଖସିପଡ଼ିଲା ଶିଶୁ, ଦେବଦୂତ ସାଜିଲା ଚଳନ୍ତା ରିକ୍ସା

ଭୋପାଳ: କଥାରେ ଅଛି, ‘ରଖେ ହରି… ତ ମାରେ କିଏ’। ଏହି ଉକ୍ତିଟି ପୁଣି ଥରେ ପ୍ରମାଣିତ ହୋଇଛି ଏକ ୩ବର୍ଷର ଶିଶୁ କ୍ଷେତ୍ରରେ। ଘଟଣାଟି ମଧ୍ୟପ୍ରଦେଶର ଟିକମଗଡ଼ ସହରର। ଏକ ଶିଶୁ ତିନି ମହଲା କୋଠାର ବାଲକୋନୀରୁ ତଳକୁ…
Read More...

୩ ଆତଙ୍କୀ ଶିବିର ଧ୍ଵଂସ ହୋଇଛି, ୬ରୁ ୧୦ ପାକ୍‌ ସୈନ୍ୟ ନିହତ ହୋଇଛନ୍ତି: ସେନା ମୁଖ୍ୟ

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ରେ ଭାରତୀୟ ସେନା ପକ୍ଷରୁ ହୋଇଥିବା ଆକ୍ରମଣ ବିଷୟରେ ମୁହଁ ଖୋଲିଛନ୍ତି ସେନା ମୁଖ୍ୟ ବିପିନ ରାଓତ। ରାଓତ କହିଛନ୍ତି, ଭାରତୀୟ ସେନା ସୀମା ଅତିକ୍ରମ କରି ପିଓକେର ୩ଟି…
Read More...

ଆମେରିକାର ନାଇଟ କ୍ଲବରେ ରାତିକରେ ୭.୮ କୋଟି ଉଡ଼ାଇଛନ୍ତି କମଲନାଥଙ୍କ ଭଣଜା

ନୂଆଦିଲ୍ଲୀ: ୮ ହଜାର କୋଟି ଟଙ୍କାର ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିବା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଭଣଜା ରାତୁଲ ପୁରୀଙ୍କ ସମ୍ପର୍କରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ନୂଆ ତଥ୍ୟ ସାମ୍ନାକୁ ଆଣିଛି।…
Read More...

ପାୱାରଙ୍କ ବଂଶଧର ଲୁଟିଛନ୍ତି ମହାରାଷ୍ଟ୍ର ସମବାୟ ବ୍ୟାଙ୍କ: ଶାଲିନୀ ପାଟିଲ

ମୁମ୍ବଇ: ମହାରାଷ୍ଟ୍ର ରାଜ୍ୟ ସମବାୟ ବ୍ୟାଙ୍କ(ଏମଏସସିବି)ରେ ୨୫ ହଜାର କୋଟି ଟଙ୍କାର ଦୁର୍ନୀତିରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ପରିବାରର ସମ୍ପୃକ୍ତି ନେଇ ଅଭିଯୋଗ ବଢ଼ିବାରେ ଲାଗିଛି। ପାୱାରଙ୍କ ବଂଶଧର ସମବାୟ…
Read More...

ଶରୀର ପାଇଁ ଖୁବ୍ ଉପକାରୀ ସିଝା କଦଳୀ

ସାଧାରଣତଃ କଦଳୀ ଏକ ସୁସ୍ବାଦୁ ଓ ସ୍ବାସ୍ଥ୍ୟ ଉପକାରୀ ଫଳ। ଏହାକୁ ଖାଇଲେ ଅନେକ ଲାଭ ମିଳିଥାଏ ବୋଲି ଆୟୁର୍ବେଦରେ ବର୍ଣ୍ଣନା କରାଯାଇଛି। ବିଶେଷ କରି ସିଝା କଳଦୀ ଓ ସିଝା କଦଳୀ ପାଣି ଶରୀରର ଅନେକ ସମସ୍ୟା ଦୂର କରିବାରେ…
Read More...