www.samajalive.in
Monday, December 8, 2025
27.1 C
Bhubaneswar

ଚେମଣାରେ ଛଟ ପୂଜା 

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଚେମଣା ଗ୍ରାମରେ ରହୁଥିବା ବିହାରୀ ସମ୍ପ୍ରଦାୟର ଲୋକେ ଛଟ ପୂଜାକୁ  ଧୁମଧାମରେ ପାଳନ କରୁଛନ୍ତି। ଗୁରୁବାର ତୃତୀୟ ଦିନରେ ବୈତରଣୀ ନଦୀର  ଶୈବ୍ୟା କାବେରୀ ପୀଠକୁ ଯାଇ ଅସ୍ତଗାମୀ ସୂର୍ଯ୍ୟଙ୍କୁ ପୂଜା କରି ଅର୍ଘ୍ୟ ଦେଇଛନ୍ତି। ଆସନ୍ତା ଶୁକ୍ରବାର ଭୋରରୁ ମଧ୍ୟ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ ସାରି ଉଦୟଗାମୀ ସୁର୍ଯ୍ୟଙ୍କୁ  ପୂଜା କରି ପରିବାର ପାଇଁ ଶୁଭ ମନାସିବେ ବ୍ରତାଧାରି ମହିଳା ମାନେ। ପୂଜକ ଭାବରେ ସୁଧାଂଶୁ ଶେଖର ଚକ୍ରବର୍ତ୍ତୀ ପୂଜା ଅର୍ଚ୍ଚନା କରିଥିବା ବେଳେ ଚେମଣା ଗ୍ରାମର ନରେନ୍ଦ୍ର ପ୍ରସାଦ, ସୁରେନ୍ଦ୍ର ପ୍ରସାଦ, ବିରେନ୍ଦ୍ର ପ୍ରସାଦ, ସତେନ୍ଦ୍ର ପ୍ରସାଦ, ଅନିଲ ପ୍ରସାଦଙ୍କ ପରିବାର ଲୋକେ ଏହି ଛଟ ପୂଜା କରି ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇ ପୂଜାର୍ଚ୍ଚନା କରି ନିଜ ପରିବାର ଲୋକଙ୍କ ଶୁଭ ମନାସିଛନ୍ତି।

Hot this week

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

Related Articles

Popular Categories