Browsing Tag

odia news

ପାରାଦୀପ ବନ୍ଦର ପିଆଇସିଟି ବର୍ଥରେ ଦୁର୍ଘଟଣା; ଶ୍ରମିକଙ୍କ ଗୋଡ଼ କଟିବାକୁ ନେଇ ଉତ୍ତେଜନା

ଜଗତସିଂହପୁର: ପାରାଦୀପ ବନ୍ଦର ପିଆଇସିଟି ବର୍ଥରେ ପୁଣି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଶ୍ରମିକ ମନୋଜ ମଲିକଙ୍କର ବାମ ଗୋଡ କଟିଯାଇଛି। ଏହା ପ୍ରତିବାଦରେ ଶହଶହ ଶ୍ରମିକ ଫାଟକରେ ତାଲା ପକାଇ ଟାୟାର ଜାଳି ରାସ୍ତା…
Read More...

ଭାରତକୁ ସମର୍ଥନ କରୁଥିବା ଦେଶ ଉପରେ କ୍ଷେପଣାସ୍ତ୍ର ମାଡ଼ ହେବ: ପାକ୍‌ ମନ୍ତ୍ରୀ

ଇସଲାମାବାଦ: କାଶ୍ମୀର ପ୍ରସଙ୍ଗରେ ଭାରତକୁ କୌଣସି ଦେଶ ସମର୍ଥନ କଲେ ତା’ ଉପରେ କ୍ଷେପଣାସ୍ତ୍ର ମାଡ଼ କରାଯିବ। ଉକ୍ତ ଦେଶକୁ ପାକିସ୍ତାନର ଶତ୍ରୁରାଷ୍ଟ ବୋଲି ବିଚାର କରାଯିବ। ପାକିସ୍ତାନର ଜଣେ ମନ୍ତ୍ରୀଙ୍କ ଏଭଳି…
Read More...

ଭୀମସାରରେ ଏଚଆଇଭି ଆକ୍ରାନ୍ତଙ୍କ ଅପରେଶନକୁ ନେଇ ବିବାଦ; ତଦନ୍ତ ପାଇଁ ସୁପାରିସ କଲେ ଦନ୍ତ ବିଭାଗ ମୁଖ୍ୟ

ସମ୍ବଲପୁର: ବୁର୍ଲାସ୍ଥିତ ଭୀମସାରରେ ଜଣେ ଏଚଆଇଭି ଆକ୍ରାନ୍ତଙ୍କ ଅପରେଶନକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏଚଆଇଭି ଆକ୍ରାନ୍ତଙ୍କ ଅପରେଶନ ପରେ ସେହି ଉପକରଣରେ ଅନ୍ୟ​‌ କେତେଜଣ ରୋଗୀଙ୍କ ଅପରେଶନ କରାଯାଇଥିବା ଅଭିଯୋଗ…
Read More...

ବାଲିଯାତ୍ରା: ମିଳୁନି ସହାୟତା କି ମାନ୍ୟତା : ଆରମ୍ଭ ହେଲା ସରକାରୀ କସରତ

ଭୁବନେଶ୍ୱର : ଐତିହାସିକ ବାଲିଯାତ୍ରାକୁ କିଭଳି ସରକାରୀ ମାନ୍ୟତା ଏବଂ ସହାୟତା ମିଳିବ ସେନେଇ ପ୍ରଶାସନିକସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି। କଟକ ଜିଲାପାଳ ଭବାନୀଶଙ୍କର ଚୟନୀ ଐତିହାସିକ ବାଲିଯାତ୍ରାର ଇତିବୃତ୍ତି…
Read More...

ଶୀଘ୍ର କ୍ରିକେଟ୍‌କୁ ଫେରିବାକୁ ବୁମ୍‌ରାଙ୍କ ସୂଚନା

ନୂଆଦିଲ୍ଲୀ : ୱେଷ୍ଟଇଣ୍ଡିଜ୍ ଗସ୍ତ ପରେ ଆହତ ଫାଷ୍ଟବୋଲର ଯଶପ୍ରୀତ ବୁମ୍‌ରା ଭାରତୀୟ କ୍ରିକେଟ ଦଳରୁ ବାଦ୍ ପଡ଼ିଛନ୍ତି। ତେବେ ସେ ଖୁବ୍ ଶୀଘ୍ର ଭାରତୀୟ ଦଳକୁ ଫେରୁଛନ୍ତି ବୋଲି ବୁମ୍‌ରା ସୂଚନା ଦେଇଛନ୍ତି। ତାଙ୍କ…
Read More...

ଦିବାରାତ୍ର ଟେଷ୍ଟ: ୧.୩୦ରୁ ଆରମ୍ଭ; ଟିକଟ ମୂଲ୍ୟ ୫୦ ଟଙ୍କା

କଲକାତା : କଲକାତାର ଇଡେନ୍‌ ଗାର୍ଡେନସରେ ଘରୋଇ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବାକୁ ଥିବା ୨ୟ ଟେଷ୍ଟମ୍ୟାଚ୍‌ ଦିବାରାତ୍ର ହେବ। ଏହି ମ୍ୟାଚ୍ ନଭେମ୍ବର ୨୨ରୁ ୨୬ ପର୍ଯ୍ୟନ୍ତ ଖେଳାଯିବ। ଫ୍ଲଡ୍‌ଲାଇଟ୍‌ ଓ ଗୋଲାପୀ…
Read More...

ଟ୍ବେଣ୍ଟି-୨୦ ବିଶ୍ବକପ୍ ପାଇଁ ନେଦରଲାଣ୍ଡ୍‌ସକୁ ଯୋଗ୍ୟତା

ଦୁବାଇ : ଅଷ୍ଟ୍ରେଲିଆରେ ୨୦୨୦ରେ ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି ନେଦରଲାଣ୍ଡ୍‌ସ। ୟୁଏଇରେ ଏବେ ଖେଳା ଯାଉଥିବା ଟ୍ବେଣ୍ଟି୨୦ ବିଶ୍ବକପ୍‌ ଯୋଗ୍ୟତା ପର୍ଯ୍ୟାୟ…
Read More...

‘ଦଲାଇଲାମାଙ୍କ ଉତ୍ତରାଧିକାରୀ ବାଛିବେ ଚୀନ୍‌ ସରକାର’

ବେଜିଂ : ତିବ୍ବତୀୟ ଧର୍ମଗୁରୁ ଦଲାଇ ଲାମାଙ୍କ ଉତ୍ତରାଧିକାରୀ କିଏ ହେବେ ସେ ନିଷ୍ପତ୍ତି ଚୀନ୍‌ ନେବ। ପରବର୍ତ୍ତୀ ଦଲାଇ ଲାମାଙ୍କ ମନୋନୟନ ପ୍ରକ୍ରିୟାରେ ଚୀନ୍‌ ସରକାର ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ନିଜେ…
Read More...

ଉତ୍ସବ ବେଳେ ପଡ଼ିଯାଇଥିବା ମହିଳା ପୁଲିସଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଆୟୋଜିତ ଜାତୀୟ ସିଆରଏସ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ବେଳେ ଅସୁସ୍ଥ ହୋଇପଡିଥିବା ଜଣେ ମହିଳା…
Read More...

ଡିସେମ୍ବରରେ ବ୍ରିଟେନ୍‌ ସାଧାରଣ ନିର୍ବାଚନ !

ଲଣ୍ଡନ : ବ୍ରିଟେନ୍‌ରେ ଆସନ୍ତା ଡିସେମ୍ବରରେ ଆଗୁଆ ସାଧାରଣ ନିର୍ବାଚନ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ ବ୍ରେକ୍ସିଟ୍‌ ପାଇଁ ଆକସ୍ମିକ ମତଦାନ କରାଇବାକୁ ଚାହୁଁଥିବାବେଳେ ବିରୋଧୀ ଲେବର…
Read More...