Browsing Tag

odia news

ଚଳନ୍ତା ବସ୍‌ରୁ ବାହାରିଗଲା ଚକ, ଅଳ୍ପକେ ବର୍ତ୍ତିଲେ ୪୦ଯାତ୍ରୀ

ଭୁବନେଶ୍ବର: ଚଳନ୍ତା ବସରୁ ଚକ ବାହାରିଗଲା। ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ। ଏଭଳି ଏକ ଅଭାବନୀୟ ଘଟଣା କୋରାପୁଟରେ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ଏକ ଘରୋଇ ବସ…
Read More...

ପୋଖରୀ ମଧ୍ୟକୁ ଓଲଟିଲା ସ୍କୁଲ ଭ୍ୟାନ୍‌; ଛାତ୍ରଛାତ୍ରୀ ଗୁରୁତର

ଗଞ୍ଜାମ: ଚିକିଟି ବ୍ଲକ୍‌ ଅନ୍ତର୍ଗତ ନୂଆପଡ଼ାରେ ଏକ ଅଘଟଣ ଘଟିଛି। ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏକ ଟାଟା ମ୍ୟାଜିକ ଗାଡ଼ି ପୋଖରୀ ମଧ୍ୟକୁ ଓଲଟି ପଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ କାହାର ପ୍ରାଣହାନୀ…
Read More...

ସୁଆଦିଆ ଭଜା ରସୁଣ ଚିକେନ

ଆବଶ୍ୟକ ସାମଗ୍ରୀ ଚିକେନ - ୫୦୦ ଗ୍ରାମ ( ବୋନ ଲେସ ) ରସୁଣ ବଟା – ୫ଚାମଚ ଅଦା ବଟା – ୪ଚାମଚ ଧନିଆ ଗୁଣ୍ଡ – ୨ଚାମଚ ଦହି – ୪ ଚାମଚ ହଳଦୀ ଗୁଣ୍ଡ - ଅଳ୍ପ ଲଙ୍କା ଗୁଣ୍ଡ – ୨ଚାମଚ ଗୋଲମରିଚ ଗୁଣ୍ଡ – ୧ଚାମଚ…
Read More...

ଭାରତ ଶାନ୍ତିପ୍ରିୟ ଦେଶ, ଆତଙ୍କବାଦ ବିରୋଧରେ ୟୁରୋପ ସାଥୀରେ ଅଛି: ୟୁରୋପୀୟ ପ୍ରତିନିଧିମଣ୍ଡଳୀ

ଶ୍ରୀନଗର: ଜାମ୍ମୁ-କାଶ୍ମୀର ଗସ୍ତରେ ଆସିଥିବା ୟୁରୋପୀୟ ସାଂସଦଙ୍କ ପ୍ରତିନିଧିମଣ୍ଡଳୀ ନିଜର ପ୍ରତିକ୍ରିୟା ରଖିଛନ୍ତି। ବୁଧବାର ପ୍ରତିନିଧିମଣ୍ଡଳୀ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଗସ୍ତ ସମ୍ପର୍କରେ ସୂଚନା…
Read More...

ଶରୀରରେ ଶ୍ୱେତ ରକ୍ତ କଣିକା ବୃଦ୍ଧି ପାଇଁ ଆପଣାନ୍ତୁ ଏହି ଉପାୟ

ଆମ ଶରୀରରେ ଥିବା ଶ୍ୱେତରକ୍ତ କଣିକାର ଖୁବ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଶରୀରରେ ଥିବା ଶ୍ୱେତରକ୍ତ କଣିକାର ମାତ୍ରା କମ ହେଲେ ବିଭିନ୍ନ ପ୍ରକାରର ସଂକ୍ରମଣ ହେବାର ଆଶଙ୍କା ଥାଏ। ଏହା ଶରୀରର ରୋଗପ୍ରତିରୋଧକ ଶକ୍ତି…
Read More...

ଢାବାରୁ ବଜ୍ରକାପ୍ତା ଉଦ୍ଧାର

ବାରିପଦା : ବାରିପଦା ରେଞ୍ଜ ଅନ୍ତର୍ଗତ କୁଳିଅଣା ନିକଟ ଢାବାରୁ ଏକ ବଜ୍ରକାପ୍ତା ଉଦ୍ଧାର ହୋଇଥିବା ଜଣାପଡ଼ିଛି। ବଜ୍ରକାପ୍ତାର ଓଜନ ପ୍ରାୟ ୧୭ କେଜି ହେବ ବୋଲି ଅନୁମାନ କରାଯାଉଛି। ସମ୍ପୃକ୍ତ ଘଟଣାରେ ବନବିଭାଗ ଚାରି…
Read More...

ଡ଼ମ୍ଫର ଧକ୍କାରେ ଶିଶୁ କନ୍ୟା ମୃତ

ବସ୍ତା : ବାଲେଶ୍ୱର ବସ୍ତା ଥାନା ଅନ୍ତର୍ଗତ ଅମର୍ଦ୍ଦରୋଡ଼ ଛକ ନିକଟରେ ବୁଧବାର ଏକ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଡ଼ମ୍ଫର ଧକ୍କାରେ ଏକ ଶିଶୁ କନ୍ୟାର ମୃତ୍ୟୁ ହୋଇଛି। ମୃତ ଶିଶୁ ବସ୍ତା ଥାନା ବାଗଲଡ଼ିହା…
Read More...

ସାଉଦି ଆରବରୁ ଫେରିଲେ ପ୍ରଧାନମନ୍ତ୍ରୀ; ତୈଳ, ପ୍ରତିରକ୍ଷା, ଉଦ୍ୟୋଗ କ୍ଷେତ୍ରରେ ଚୁକ୍ତି ସ୍ବାକ୍ଷରିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ଦିନିଆ ସାଉଦି ଆରବ ଗସ୍ତ ସାରି ବୁଧବାର ସକାଳେ ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନରେ ସେ ଆସି ନୂଆଦିଲ୍ଲୀରେ ପହଞ୍ଚିଥିଲେ। ଗସ୍ତ…
Read More...

ନୃସିଂହନାଥରୁ ପୁରୀକୁ ଖୁବଶୀଘ୍ର ସରକାରୀ ବସ ସେବା ; ପରିବହନ ମନ୍ତ୍ରୀ

ବରଗଡ଼ : ରାଜ୍ୟର ଦୁଇ ପ୍ରମୁଖ ପର୍ଯ୍ୟଟନ ତଥା ତୀର୍ଥସ୍ଥାନକୁ ସଂଯୋଗ କରିବା ପାଇଁ ଖୁବଶୀଘ୍ର ବରଗଡ଼ ଜିଲାର ନୃସିଂହନାଥରୁ ପୁରୀକୁ ସରକାରୀ ବସ ସେବା ଯୋଗାଇ ଦିଆଯିବା ନେଇ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା…
Read More...

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶୁକ୍ରବାର ଶପଥ ନେଇପାରନ୍ତି ଫଡନବୀସ

ମୁମ୍ବଇ: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ବିଜେପି ଏବଂ ଶିବସେନା ମଧ୍ୟରେ ଛକାପଞ୍ଝା ଲାଗିରହିଥିବାବେଳେ ବୁଧବାର ବିଜେପିର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ। ବୈଠକରେ ବିଧାୟକ ଦଳ ନେତା ନିର୍ବାଚିତ ହେବା…
Read More...