Browsing Tag

national news

୨ୟ ଟେଷ୍ଟ ହାରିଲା ଟିମ୍‌ ଇଣ୍ଡିଆ, ସାଣ୍ଟନରଙ୍କୁ ୧୩ ଉଇକେଟ୍‌

ସମାଜ ଡିଜିଟାଲ ଡେସ୍କ: ପୁଣେରେ ଚାଲିଥିବା ୨ୟ ଟେଷ୍ଟରେ ପରାଜିତ ହୋଇଛି ଟିମ୍‌ ଇଣ୍ଡିଆ। ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଦଳ ଭାରତୀୟ ଦଳକୁ ତା’ର ଘରୋଇ ମାଟିରେ ୧୧୩ ରନରେ ପରାଜିତ କରିଛି। ୩ ମ୍ୟାଚ ବିଶିଷ୍ଟ ଶୃଙ୍ଖଳକୁ…
Read More...

ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେନି ବ୍ରାଜିଲ ରାଷ୍ଟ୍ରପତି, ମସ୍ତିଷ୍କରେ ଆଘାତ ଯୋଗୁ ଡାକ୍ତରଖାନାରେ ଭର୍ତ୍ତି

ସମାଜ ଡିଜିଟାଲ ଡେସ୍କ: ବ୍ରାଜିଲ ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଦା ସିଲଭା ଆସନ୍ତାକାଲି ଅର୍ଥାତ ୨୨ ତାରିଖରେ ରୁଷରେ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ ନାହିଁ। ରବିବାର ନିଜ ବାସଭବନରେ ତଳେ ପଡ଼ିଯିବା…
Read More...

ବିବାହ ପାଇଁ ଜିଦ୍‌ କରିବାରୁ ନାବାଳିକା ଛାତ୍ରୀଙ୍କୁ ଜୀବନ୍ତ ପୋଡ଼ି ମାରିଦେଲା ପ୍ରେମିକ

ସମାଜ ଡିଜିଟାଲ ଡେସ୍କ: ବିବାହ ପାଇଁ ଜିଦ ଧରି ନାବାଳିକାକୁ ଜୀବନ୍ତ ପୋଡ଼ି ମାରିଦେଇଛି ପ୍ରେମିକ। ଏଭଳି ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି ଆନ୍ଧ୍ରପ୍ରଦେଶର କଡପା ଅନ୍ତର୍ଗତ ବଡଭେଲ ଅଞ୍ଚଳରୁ। ପୁଲିସ ଅଭିଯୁକ୍ତ…
Read More...

ଦିଲ୍ଲୀରେ ସ୍କୁଲ ନିକଟରେ ବିସ୍ଫୋରଣ: ଘଟଣା ସ୍ଥଳରେ ପୁଲିସ ଓ ବିଶେଷଜ୍ଞ ଟିମ୍‌

ନୂଆଦିଲ୍ଲୀ: ଦିଲ୍ଲୀର ରୋହିଣୀସ୍ଥିତ ପ୍ରଶାନ୍ତ ବିହାର ଅଞ୍ଚଳରେ ରବିବାର ବଡ଼ ଧରଣର ବିସ୍ଫୋରଣ ଘଟିଛି। ସିଆରପିଏଫ ସ୍କୁଲର କାନ୍ଥରୁ ଏହି ବିସ୍ଫୋରଣର ଶବ୍ଦ ଶୁଣାଯାଇଛି। ବିସ୍ଫୋରଣ ପରେ ସେଠାରେ ଧୂଆଁ ଉଠୁଥିବା ମଧ୍ୟ…
Read More...

ଫେମିନା ମିସ୍‌ ଇଣ୍ଡିଆ-୨୦୨୪: ବିଜେତା ମୁକୁଟ ପିନ୍ଧିଲେ ନିକିତା ପୋରଓ୍ବାଲ

ମୁମ୍ବାଇ: ଫେମିନା ମିସ୍‌ ଇଣ୍ଡିଆ-୨୦୨୪କୁ ମିଳିଯାଇଛି ଏହାର ବିଜେତା। ମଧ୍ୟପ୍ରଦେଶର ନିକିତା ପୋରଓ୍ବାଲ ପିନ୍ଧିଛନ୍ତି ଫେମିନା ମିସ୍‌ ଇଣ୍ଡିଆ-୨୦୨୪ର ବିଜେତା ମୁକୁଟ। ବୁଧବାର ରାତିରେ ମୁମ୍ବାଇର ଓ୍ବର୍ଲିରେ ଆୟୋଜିତ…
Read More...

ହରିୟାଣା ମୁଖ୍ୟମନ୍ତ୍ରୀ ହେଲେ ନାୟବ ସିଂହ ସୈନୀ, ଦ୍ଵିତୀୟ ଥର ପାଇଁ ନେଲେ ଶପଥ

ଚଣ୍ଡିଗଡ଼: ନାୟବ ସିଂହ ସୈନୀ ଗୁରୁବାର ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଲଗାତର ଦ୍ଵିତୀୟ ଥର ପାଇଁ ସେ ଏହି ପଦରେ ଶପଥ ନେଇଛନ୍ତି। ପଞ୍ଚକୁଳାରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ବନ୍ଦାରୁ…
Read More...

ବୋମା ଧମକ: ମୁମ୍ବାଇରେ ଜରୁରୀ ଅବତରଣ କଲା ଭିସ୍ତାରା ବିମାନ

ମୁମ୍ବାଇ: ଭିସ୍ତାରାର ଫ୍ରାଙ୍କଫର୍ଟ୍-ମୁମ୍ବାଇ ବିମାନରେ ବୋମା ଥିବା ନେଇ ଧମକ ମିଳିଛି। ଫଳରେ ମୁମ୍ବାଇରେ ଜରୁରୀ ଅବତରଣ କରିଛି ବିମାନ। ବିମାନରେ ୧୪୭ ଜଣ ଯାତ୍ରୀ ଥିଲେ। ଭିସ୍ତାରା ଏୟାରଲାଇନ୍ସ ଏକ ବୟାନ ଜାରି କରି…
Read More...

ଜମ୍ମୁ କାଶ୍ମୀର: ଶପଥ ନେଲେ ଓମାର ଅବଦୁଲ୍ଲା ସରକାର

ସମାଜ ଡିଜିଟାଲ ଡେସ୍କ: ନେସନାଲ କନ୍‌ଫରେନ୍ସ ନେତା ଓମାର ଅବଦୁଲ୍ଲା ବୁଧବାର ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଉପରାଜ୍ୟପାଳ ମନୋଜ ସିହ୍ନା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।…
Read More...

କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ ଦୀପାବଳି ଭେଟି, ୩% ବଢିବ ମହଙ୍ଗା ଭତ୍ତା?

ନୂଆଦିଲ୍ଲୀ: ଦୀପାବଳି ଅବସରରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର ଦେଇପାରନ୍ତି ମୋଦୀ ସରକାର। ସମସ୍ତ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା(ଡିଏ) ବୃଦ୍ଧି ନେଇ ଖୁବଶୀଘ୍ର…
Read More...

ରାଜଧାନୀରେ ବାଣ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ, ବିଜ୍ଞପ୍ତି ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀରେ ବାଣ ଉପରେ ସଂପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଛି। ଏଥର ମଧ୍ୟ ଦୀପାବଳିରେ ଦିଲ୍ଲୀବାସୀଙ୍କୁ ବାଣ ମନା। ଶୀତ ଦିନେ ବୃଦ୍ଧି ପାଉଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଅକ୍ଟୋବର ୧୪ରୁ…
Read More...