Browsing Tag

nabarangapur-news

ନବରଙ୍ଗପୁରରେ ବଢୁଛି ଶିକ୍ଷକ ସଂଘ ବିବାଦ ; ଏସ୍‍ପିଙ୍କର ନିକଟରେ ଲିଖିତ ଅଭିଯୋଗ

ନବରଙ୍ଗପୁର : ନବରଙ୍ଗପୁର ଜିଲାରେ ଏକାଧିକ ମିଥ୍ୟା ଶିକ୍ଷକ ସଂଘ ରହି ଶିକ୍ଷକ ମାନଙ୍କୁ ବିଭ୍ରାନ୍ତି କରାଇବା ସହ ବେନିୟମ ଭାବରେ କାର୍ଯ୍ୟ କରୁଥିବା ନେଇ ଏହି ମିଥ୍ୟା ଶିକ୍ଷକ ସଂଘ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ…
Read More...

ତେଲେଙ୍ଗାନାରୁ ନବରଙ୍ଗପୁରର ୮ ଦାଦନ ଶ୍ରମିକ ଉଦ୍ଧାର

ନବରଙ୍ଗପୁର : ତେଲେଙ୍ଗାନା ରାଜ୍ୟର ରଙ୍ଗାରେଡ୍ଡି ଜିଲାକୁ କାମ କରିବାକୁ ଯାଇଥିବା ନବରଙ୍ଗପୁର ଜିଲାର ୧୧ଜଣ ଦାଦନ ଶ୍ରମିକକୁ ଉଦ୍ଧାର କରିଛି ଜିଲା ପ୍ରଶାସନ। ଏହି ଶ୍ରମିକ ମାନେ ହିମାୟତ ସାଗରର ଏକ ଇଟାଭାଟିରେ କାମ…
Read More...

ନବରଙ୍ଗପୁର ମହାବିଦ୍ୟାଳୟରେ ଯୁବ ରେଡ଼କ୍ରସର ତିନିଦିନିଆ ତାଲିମ୍ ଶିବିର ଉଦଘାଟିତ

ନବରଙ୍ଗପୁର : ଭାରତୀୟ ରେଡକ୍ରସ ସୋସାଇଟି ଓଡ଼ିଶା ରାଜ୍ୟ ଶାଖା ଅ।ନୁକୂଲ୍ୟରେ ନବରଙ୍ଗପୁର  ମହାବିଦ୍ୟାଳୟ ଯୁବ ରେଡକ୍ରସ ଦ୍ଵାରା ତିନିଦିନିଆ ଶିକ୍ଷା ଓ ତାଲିମ୍ ଶିବିର ଉଦଘାଟିତ ହୋଇଯାଇଅଛି । ଏହି କାର୍ୟ୍ୟକ୍ରମରେ…
Read More...

ସାପ କାମୁଡ଼ାରେ ମହିଳା ଗୁରୁତର

ନବରଙ୍ଗପୁର : ସାପ କାମୁଡ଼ାରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଡଙ୍ଗରା ପଂଚାୟତର କୁମ୍ଭାରଗୁଡା ଗ୍ରାମର ମହିଳା ସାନ ଭତରା (୨୭) ସନ୍ଧ୍ୟା ସମୟରେ ଘରେ କାମ କରୁଥିବା ସମୟରେ ଏକ…
Read More...

ବରିଷ୍ଠ ନାଗରିକଙ୍କ ତରଫରୁ ଅନ୍ତର୍ଜାତୀୟ ଦିବସ ପାଳନ 

ନବରଙ୍ଗପୁର : ନବରଙ୍ଗପୁର ସ୍ଥାନୀୟ ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣରେ ନବରଙ୍ଗପୁର ବରିଷ୍ଠ ନାଗରିକଙ୍କ ତରଫରୁ ଅନ୍ତର୍ଜାତୀୟ ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ,…
Read More...

ଗୁଲାବ ବାତ୍ୟାର ପ୍ରଭାବରେ ୩୦୦ରୁ ଉର୍ଦ୍ଧ ମକା ଫସଲ ନଷ୍ଟ ; ଚିନ୍ତାରେ ମକାଚାଷୀ 

ନବରଙ୍ଗପୁର : ବାତ୍ୟା ଗୁଲାବର ପ୍ରଭାବ ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ବ୍ଲକ ଅଂଚଳରେ ଦେଖିବାକୁ ମିଳିଛି। ବାତ୍ୟା ପ୍ରଭାବରେ ନଷ୍ଟ ହେଲା ୩୦୦ ରୁ ଉର୍ଦ୍ଧ ଏକର ମକାଫସଲ। ବର୍ତମାନ ଚିନ୍ତାରେ ଚାଷୀ । ଆଉ ଅଳ୍ପ ଦିନ…
Read More...

ଗାଁର ଅପନ୍ତରାରେ ପାଠ ପଢୁଛନ୍ତି ପିଲେ

ନବରଙ୍ଗପୁର : ଜିଲା ଶିକ୍ଷା ବିଭାଗ ଦ୍ୱାରା ଅଲିଖିତ ନିର୍ଦ୍ଦେଶ ଦିଆଯାଇଛି। ଜିଲାର ସମସ୍ତ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନେ ପ୍ରତିଦିନ ସେମାନଙ୍କର ବିଦ୍ୟାଳୟଅଞ୍ଚଳର ଗାଁକୁ ଯାଇ…
Read More...

ନବରଙ୍ଗପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ; ତିନୋଟି ଗୁରୁତ୍ୱପୂର୍ଣ୍ଣ ପଦବୀ ଫାଙ୍କା

ନବରଙ୍ଗପୁର : ଦୀର୍ଘ ଦେଢବର୍ଷରୁ ଉଦ୍ଧ୍ୱର୍ ହେବ ନବରଙ୍ଗପୁର ଜିଲାରେ ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ) ପଦବୀ ସମେତ ମୋଟରଯାନ ନିରୀକ୍ଷକ(ଏମଭିଆଇ) ଓ ଟ୍ରାଫିକ୍‍ ନୀରିକ୍ଷକ ( ଟି.ଆଇ) ପଦବୀ ଖାଲି ପଡିଛି। ବିଭାଗର…
Read More...

ବୟସର ଅପରାହ୍ନରେ ବର୍ଦ୍ଧିତ ଭତ୍ତା ସାଙ୍ଗକୁ ଆବାସ ଗୃହ କେବେ ମିଳିବ ଆଶାରେ ଵୃଦ୍ଧା ମହିଳା 

ନବରଙ୍ଗପୁର : ବୟସର ଅପରାହ୍ନ ରେ ବର୍ଦ୍ଧିତ ଭତ୍ତା ଏବଂ ରହିବା ପାଇଁ ଆବାସ ଯୋଜନାରେ ଗୋଟିଏ ଘର ମିଳିବ ବୋଲି ଆଶା ଆଉ ଅପେକ୍ଷା ରେ ଵୃଦ୍ଧା ମହିଳା ।  ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଅଛି ନବରଙ୍ଗପୁର ଜିଲ୍ଲା…
Read More...

ଭୂମିହୀନ ଲୋକଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରି ମୁହଁରେ ହସ ଫୁଟାଇଲେ ବିଧାୟକ 

ନବରଙ୍ଗପୁର : ଜମିହୀନ ଲୋକେ ବେଆଇନ ଭାବେ ଜଙ୍ଗଲ ଜମିରେ ରହି ଆସୁଥିବା ଲୋକଙ୍କୁ ଜମି ପଟ୍ଟା ବାଣ୍ଟି ଅସହାୟ ଲୋକଙ୍କ ମୁହଁରେ ହସ ଫୁଟାଇଲେ ବିଧାୟକ ମନୋହର ରନ୍ଧାରୀ | ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ…
Read More...