Browsing Tag

malkangir news

ପୁଲିସ – ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ; ୩ ମାଓବାଦୀ ମୃତ

ମାଲକାନଗିରି : ଛତିଶଗଡ଼ ଓ ତେଲେଙ୍ଗାନା ରାଜ୍ୟ ସୀମାରେ ପୁଲିସ - ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ତିନି ମାଓବାଦୀଙ୍କ ମୃତ୍ୟ  ଘଟିଥିବା ଜଣାପଡ଼ିଛି । ଆଜି ଭୋରରେ ମୁଲୁଗୁ ଜିଲ୍ଲାର ଅତିବେଡି ଜଙ୍ଗଲରେ ମାଓବାଦୀଙ୍କ…
Read More...

ମାଲକାନଗିରି ଗସ୍ତରେ ଡିଜିପି ଅଭୟ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଗସ୍ତରେ ଡିଜିପି ଅଭୟ। ତାଙ୍କ ସହ ଇଣ୍ଟେଲିଯେନ୍ସ ଡ଼ାଇରେକ୍ଟର ଲଳିତ ଦାସ,ଇଣ୍ଟେଲିଯେନ୍ସ ଆଇଜି ଅମିତାଭ ଠାକୁର SIW DIG ଅନିରୁଦ୍ଧ ସିଂ ଏବଂ ଦକ୍ଷିଣାଞ୍ଚଳ ଡିଆଇଜି  ରାଜେଶ ପଣ୍ଡିତ…
Read More...

ପୁଲିସ – ମାଓବାଦୀ ଗୁଳିବିନିମୟ ; ୩ ମାଓବାଦୀ ମୃତ 

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ତୁଳସୀ ପାହାଡରେ ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ଘଟିଛି । ଏଥିରେ ୨ ଜଣ ମହିଳାଙ୍କ ସମେତ ୩ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଏନେଇ ଡିଜି ଅଭୟ…
Read More...

ମାଲକାନଗିରିରେ ପୁଲିସର କୁମ୍ବିଂ ଅପରେସନ; ବିପୁଳ ପରିମାଣରେ ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ

ମାଲକାନଗିରି : ଆଜି ମାଲକାନଗିରିରେ ପୁଲିସ ପକ୍ଷରୁ କୁମ୍ବିଂ ଅପରେସନ ସମୟରେ ବିପୁଳ ପରିମାଣରେ ବିସ୍ଫୋରକ  ଓ ମାଓ ସାମଗ୍ରୀ ଜବତ କରାଯାଇଛି। ମାଥିଲି ଥାନା ଅଧିନସ୍ଥ ତୁଳସୀ ପାହାଡ ଅଞ୍ଚଳରେ ଥିବା କୀର୍ମିତି ଓ…
Read More...

ସିନ୍ଧ୍ରିମାଲ କସ୍ତୁରବାଗାନ୍ଧୀ ବିଦ୍ୟାଳୟରେ ଛାତ୍ରୀଙ୍କ ଠାରୁ ଟଙ୍କା ଆଦାୟ କରିବା ଘଟଣାର ତଦନ୍ତ ଆରମ୍ଭ

ମାଲକାନଗିରି :  କେନ୍ଦ୍ର ତଥା ରାଜ୍ୟ ସରକାର ଆଦିବାସୀ ତଥା ପଛୁଆ ଅଂଚଳ ମାନଙ୍କର ଶିକ୍ଷାର ବିକାଶ ନିମନ୍ତେ ବିଭିନ୍ନ ଯୋଜନା କାର୍ଯ୍ୟକାରି କରିଛନ୍ତିା ବିଶେଷ କରି ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପାଠ…
Read More...

ସ୍ୱାଭିମାନ ଅଞ୍ଚଳରୁ ଟିଫିନ ବୋମା ଜବତ

ମାଲକାନଗିରି : ସ୍ୱାଭିମାନ ଅଞ୍ଚଳରେ ବିଏସଏଫ ଓ ଏସଓଜିର ମିଳିତ ତଲାସି ଅଭିଯାନରେ ୨ଟି ଟିଫିନ ବୋମା ସହ ବିପୁଳ ମାଓ ଅସ୍ତ୍ରଶସ୍ତ୍ର ଜବତ ହୋଇଥିବା ନେଇ ଆଜି ଖବର ମିଳିଛି। ସ୍ୱାଭିମାନ ଅଞ୍ଚଳର କେନ୍ଦୁଗୁଡ଼ା ଗାଁ ନିକଟରୁ…
Read More...

ପୁଲିସ-ମାଓବାଦୀ ମୁହାଁମୁହିଁ ; ଗୁଳିବିନିମୟ ଜାରି

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କୁଲାବେଡା ଜଙ୍ଗଲ ପୁଲିସ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିବା ନେଇ ବୁଧବାର ଖବର ମିଳିଛି। କୁଲାବେଡା ଜଙ୍ଗଲରେ ମାଓ ଶିବିର ଥିବାର ସୂଚନା ପାଇ…
Read More...

କରୋନା ସଂକ୍ରମଣ ଓ ପରିତ୍ୟାକ୍ତ ଖାଦ୍ୟ ଖାଇ ୧୦ ରୁ ଉର୍ଦ୍ଧ ମାଓବାଦୀ ମୃତ

ମାଲକାନଗିରି :  ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ର ସୁକମା ଓ ଦନ୍ତେୱାଡାର ଗାଙ୍ଗଲୁର ଅଞ୍ଚଳରେ ୧୦ ରୁ ଉର୍ଦ୍ଧ ମାଓବାଦୀ ମୃତ୍ୟୁ ବରଣ କରିଛନ୍ତି । ସୁକମା ଓ ଦନ୍ତେବାଡା ଜିଲ୍ଲା ସୀମାନ୍ତ ଗାଙ୍ଗାଲୁର୍ ଅଞ୍ଚଳରେ…
Read More...

ବିଷାକ୍ତ ଲସି ପିଇ ୧୦୦ରୁ ଅଧିକ ଅସୁସ୍ଥ

ମାଲକାନଗିରି : ବିଷାକ୍ତ ଲସି ପିଇ ୧୦୦ ରୁ ଅଧିକ ଅସୁସ୍ଥ ହୋଇଛନ୍ତି। ଏପରି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲାରେ। ପଡିଆ ବ୍ଲକ ଅନ୍ତର୍ଗତ କାଲଦାପାଲି ଗ୍ରାମ ପଂଚାୟତ ଅନ୍ତର୍ଗତ କୁର୍ତ୍ତୀ ଗାଁ ରେ ଗତ କାଲି…
Read More...

କରୋନା ଭୟ ; ଆମ୍ବୁଲାନ୍ସରେ ଘଣ୍ଟା ଘଣ୍ଟା ଅପେକ୍ଷା କଲେ ଜମଜ ଶିଶୁ ଓ ମାଆ

ମାଲକାନଗିରି : ମାଲକାନଗିରିରେ ଏକ ଅଭାବନୀୟ ଘଟଣା ଘଟିଥିବା ନେଇ ଶୁକ୍ରବାର ଖବର ମିଳିଛି। ଗ୍ରାମାଞ୍ଚଳ ନୁହେଁ ବରଂ ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟର ଏହି ଘଟଣା। ଆମ୍ବୁଲାନ୍ସରେ ଘଣ୍ଟା ଘଣ୍ଟା ଧରି ନବଜାତ ଜମଜ…
Read More...