nua o banner
Browsing Tag

malkangir news

ମାଓବାଦୀଙ୍କ ଉନ୍ମତ୍ତକାଣ୍ଡ ; ଅପହୃତ ଯବାନଙ୍କୁ କଲେ ହତ୍ୟା

ମାଲକାନଗିରି : ପୁଣି ମାଓବାଦୀଙ୍କ ଉନ୍ମତ୍ତକାଣ୍ଡ ଦେଖାଦେଇଛି।  ଗତ ବୁଧୁବାର ମାଲକାନଗିରି ସୀମାନ୍ତ ବର୍ତ୍ତୀ ଛତିଶଗଡ ର ବିଜେପୁର ଜିଲ୍ଲା ପେମେଡ଼ ଠାରେ ଅପହୃତ ଯବାନ ମୁରଲୀ ତାତି କୁ ହତ୍ୟା କରିଥିବା ସୂଚନା ମିଳିଛି…
Read More...

ସୁରକ୍ଷାକର୍ମୀଙ୍କୁ ବଡ ସଫଳାତା ; ଲଗାତାର ୩ଦିନର ଅପରେସନରେ ସାତ ମାଓ କ୍ୟାମ୍ପ ଧ୍ୱଂସ

ମାଲକାନଗିରି : ଛତିଶିଗଡ ନାରାୟଣପୁର ଓ କାଙ୍କେରରେ ସୁରକ୍ଷାକର୍ମୀଙ୍କ ୩ଦିନର ବଡ ଅପରେସନରେ ସାତଟି ମାଓ କ୍ୟାମ୍ପ ଧ୍ୱଂସ ହୋଇଥିବା ନେଇ ଶୁକ୍ରବାର ଖବର ମିଳିଛି। ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚଢାଉ ବେଳେ ମାଓବାଦୀ ସହ…
Read More...

ଲ୍ୟାଣ୍ଡମାଇନ ବିସ୍ଫୋରଣ ; ୨ଯବାନ ସହିଦ, ଜଣେ ଗୁରୁତର

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡରେ ୨ଟି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିବା ନେଇ ଗୁରୁବାର ଖବର ମିଳିଛି। ୨ଟି ପୃଥକ ବିସ୍ଫୋରଣରେ ୨ଯବାନ ସହିଦ ହେବା ସହ ଜଣେ ଗୁରୁତର ହୋଇଛନ୍ତି। ନାରାୟଣପୁର ଜିଲା ସୋନପୁର…
Read More...

ମାଲକାନଗିରିରେ ଦୁଇଟି ବିରଳ କସ୍ତୁରୀ  ଜବତ

ମାଲକାନଗିରି : ମାଲକାନଗିରି ଜିଲାରେ ମଙ୍ଗଳବାର ଦୁଇଟି ବିରଳ କସ୍ତୁରୀ  ଜବତ କରାଯାଇଛି। ପାଟ୍ରୋଲିଂ କରୁଥିବା ବେଳେ ଏମଭି ୭୯ ପୁଲିସ ଟ୍ରାକ୍ଟର ବୋଝେଇ ଗଂଜେଇ ଓ ଅନ୍ୟ ଏକ କାରରୁ କସ୍ତୁରୀ ଜବତ କରିଛି। ଗଂଜେଇ ମାଫିଆ…
Read More...

ଏସଓଜି ଯବାନ ଓ ମାଓବାଦୀ ମୁହାଁମୁହିଁ

ମାଲକାନଗିରି : ମାଲକାନଗିରି ଏସଓଜି ଯବାନମାନେ ମାଓ ଦମନ ନେଇ ମାଡ଼କାପଦର ଅଂଚଳରେ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ଆଜି ସକାଳୁ ମାଓବାଦୀଙ୍କ ସହ ମୁହାଁ ମୁହିଁ ହୋଇଛନ୍ତି। ପ୍ରଥମେ ଯବାନଙ୍କୁ ଦେଖି ମାଓବାଦୀମାନେ…
Read More...

ଅଳ୍ପକେ ବର୍ତ୍ତିଲେ ଯବାନ ; ସର୍ଚ୍ଚ ଅପରେସନ ବେଳେ ଲ୍ୟାଣ୍ଡ ମାଇନ ଉଦ୍ଧାର

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ୍‌ ଅନ୍ତର୍ଗତ ଗୋରାସେତୁ ନିକଟରେ ଥିବା ହାଣ୍ଡିଖାଲ ଜଙ୍ଗଲରୁ ‘ବିଏସ୍‌ଏଫ୍‌’ ଯବାନମାନେ ୫ କିଲୋ ଓଜନର ଅଫୁଟା ଲ୍ୟାଣ୍ଡ୍‌ମାଇନ୍‌ ଏବଂ ମାଓବାଦୀମାନେ ବ୍ୟବହାର…
Read More...

ମାସକର ଜନ୍ମିତ ଶିଶୁ ପୁତ୍ରକୁ ବିକ୍ରି ପରେ ବାପାର ଆତ୍ମହତ୍ୟା

ମାଲକାନଗିରି :  ପେଟକୁ ନା ଅଛି ଦାନା ନାଁ ମୁଣ୍ଡ ଗୁଞ୍ଜିବାକୁ ଚାଳ। ଏଭଳି ପରିସ୍ଥିତିରେ ପାଞ୍ଚ ପାଞ୍ଚଟି ଛୁଆ ।ତେଣୁ ୪ ମାସର ଜନ୍ମିତ ଶିଶୁ ପୁତ୍ରକୁ ବିକ୍ରି କଲେ ବାପା ମା। ଆଉ ଛୁଆକୁ ହରାଇବା ଦୁଃଖରେ ଭାଙ୍ଗିପଡି…
Read More...

ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଅଭିଯୋଗ

ମାଲକାନଗିରି : ମାଲକାନଗିରି ପୌର ପରିଷଦ ଅନ୍ତର୍ଗତ ଏମ ଭି ୪୨ ନମ୍ୱର୍ ଗ୍ରାମର ବରଗଚରେ ଗାମୁଛା ଲଗାଇ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା କରିଥିବା ଗୁରୁବାର ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ,  ଉଭୟ ଗୋଟେ ମନ୍ଦିରରେ…
Read More...

ଗୁରୁତର ଅବସ୍ଥାରେ ହେଟାବାଘ ଉଦ୍ଧାର

ମାଲକାନଗିରି : ମାଲକାନଗିରି ଜିଲା ସଦର ବ୍ଲକ ଅନ୍ତର୍ଗତ ଏମ୍ଭି୧୩ ଗ୍ରାମ ମୁଖ୍ୟ ରାସ୍ତା କଡରେ ଏକ ହେଟାବାଘ ଗୁରୁତର ଅବସ୍ଥାରେ ଉଦ୍ଧାର ସୋମବାର ଜଣାପଡିଛି। ହେଟା ବାଘଟି ସ୍ଥାନୀୟ ଦୋରିଗୁଡା ଜଙ୍ଗଲରେ ଥିବା ସ୍ଥାନୀୟ…
Read More...

ମାଓବାଦୀଙ୍କ ଉପସ୍ଥିତି ଜାହିର ; ଠିକାଦାରଙ୍କୁ ହତ୍ୟା ସହ ଜାଳିଲେ ମେସିନ

ମାଲକାନଗିରି : ଦୀର୍ଘ ଦିନର ନୀରବତା ପରେ ମାଲକାନଗିରି ଜିଲାରେ ପୁଣି ମାଓବାଦୀ ନିଜର ଉପସ୍ଥିତି ଜାହିର କରିଛନ୍ତି। ଠିକାଦାରଙ୍କୁ ହତ୍ୟା କରି ରାସ୍ତା କାର୍ଯ୍ୟରେ ଲାଗିଥିବା ମେସିନ ଓ ଗାଡି ଜାଳି…
Read More...