ନିଜକୁ କହିଥାଆନ୍ତି ପ୍ରଭୁ କୃଷ୍ଣଙ୍କ ବଂଶଧର : ଏପରି ଗାଁ ଯେଉଁଠାରେ ଖିର ବିକ୍ରି ନହୋଇ ବଣ୍ଟା ଯାଏ
ମହାରାଷ୍ଟ୍ର : ମହାରାଷ୍ଟ୍ରର ହିଙ୍ଗୋଲୀ ଜିଲାର ଏକ ଗାଁର ଲୋକେ ନିଜକୁ ପ୍ରଭୁକୃଷ୍ଣଙ୍କ ବଂଶଧର କହିଥାଆନ୍ତି। ଏଠାକାର ଲୋକେ ଖିର ବିକ୍ରି କରନ୍ତିନାହିିଁ । ଏହାସହ ଆବଶ୍ୟକ ଓ ଅସହାୟଙ୍କୁ ମାଗଣାରେ ଦେଇଥାଆନ୍ତି।…
Read More...
Read More...