Browsing Tag

kandhamal

୩୦ ଘଣ୍ଟା ଲଗାଣ ବର୍ଷା, କନ୍ଧମାଳର ସମସ୍ତ ନଦୀରେ ଅକାତକାତ ପାଣି

ଭାଙ୍ଗିଲା ଘର, ବିଭିନ୍ନ ଅଞ୍ଚଳକୁ ଯୋଗାଯୋଗ ବିଛିନ୍ନ ଫୁଲବାଣୀ: ଲଘୁଚାପ ଜନିତ ବର୍ଷାରେ ଗତ ୩୦ ଘଂଟାରୁ ଉର୍ଦ୍ଧ୍ବ ସମୟ ଧରି ସମଗ୍ର ଜିଲାର ୧୨ଟି ବ୍ଳକରେ ଭୀଷଣ ବର୍ଷା ହୋଇଛି। ଏହି ଲଗାଣ ବର୍ଷା ଯୋଗୁଁ ସମଗ୍ର ଜିଲାରେ…
Read More...

ଲୋକଙ୍କ ସେବାରେ କନ୍ଧମାଳର ଟିମ ହ୍ୟୁମାନିଟି

ଫୁଲବାଣୀ: ଆଜି କନ୍ଧମାଳ ଜିଲ୍ଲାରେ ଲଘୁଚାପ ଜନିତ ବର୍ଷାରେ ସମଗ୍ର ଜିଲ୍ଲାବାସୀ ହଇରାଣ ହରକତ ହୋଇଛନ୍ତି। ଗୋଟିଏ ପଟରେ ପ୍ରବଳ ବର୍ଷା ସାଙ୍ଗକୁ ଅନ୍ୟ ପଟରେ କରୋନାର ବିପଦ। ସେଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ କଟକଣା…
Read More...

କନ୍ଧମାଳ: ୬୦.୪୪ ପ୍ରତିଶତ ପରୀକ୍ଷା ଫଳ

ଫୁଲବାଣୀ: କନ୍ଧମାଳରେ ଯୁକ୍ତ ୨ ବାଣିଜ୍ୟ ପରୀକ୍ଷାର ପାସହାର ୬୦.୪୪ ପ୍ରତିଶତ ରହିଛି। ଜିଲ୍ଲାରୁ ମୋଟ ୨୨୫ ଜଣ ପରୀକ୍ଷା ଦେଇଥିବା ବେଳେ ୧୩୬ ଜଣ ପାସ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨୪ ଜଣ ପ୍ରଥମ ଶ୍ରେଣୀରେ…
Read More...

କନ୍ଧମାଳ: ଦୁଇ ଦିନରେ ୧୪୮ ପଜିଟିଭ୍‍ ଚିହ୍ନଟ ସହ ଜଣେ ସଂକ୍ରମିତଙ୍କ ମୃତ୍ୟୁ

ଫୁଲବାଣୀ: ଜିଲ୍ଲାରେ ଦୁଇ ଦିନରେ ୧୪୮ ଜଣ କରୋନା ପଜିଟିଭ୍‍ ଚିହ୍ନଟ ସହ ଜଣେ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି। ଫଳରେ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୩୪୯କୁ ବୃଦ୍ଧି ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ୭ରେ ପହଞ୍ଚିଛି।…
Read More...

ଉପଜିଲାପାଳଙ୍କୁ ଚିତ୍ରକରଙ୍କ ଅନନ୍ୟ ଭେଟି

ଫୁଲବାଣୀ: କନ୍ଧମାଳ ଜିଲା ବାଲିଗୁଡ଼ା ଉପଜିଲାପାଳ ଭାବେ ଶୁଭଙ୍କର ମହାପାତ୍ର ଯୋଗଦେବା ପରେ ତାଙ୍କୁ ଆଜି ବାଲିଗୁଡ଼ା ବ୍ଳକ ଅନ୍ତର୍ଗତ ଲଣ୍ଡାଗାଁ ଅଞ୍ଚଳର ଚିତ୍ରକର ପ୍ରମୋଦ ଦଣ୍ଡିଆ ଏକ ଚିତ୍ର ପ୍ରଦାନ କରିଛନ୍ତି। ଉକ୍ତ…
Read More...

କଟକଣା ସହ ସ୍ୱାଧୀନତା ଦିବସ ପାଳନ ନେଇ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ

ଫୁଲବାଣୀ: କନ୍ଧମାଳରେ କରୋନା ମହାମାରୀ ସହିତ ସ୍ୱାଧୀନତା ଦିବସ ପାଳନକୁ ନେଇ ଆଜି ଏକ ଭିଡ଼ିଓ କନଫରେନ୍ସ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ଡ଼.ବୃନ୍ଦା.ଡ଼ି, ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ ଓ ଜିଲା ଗ୍ରାମ୍ୟ…
Read More...

କନ୍ଧମାଳରେ ଯୁକ୍ତ ୨ ପରୀକ୍ଷା ଫଳ ନୈରାଶ୍ୟଜନକ; ମାତ୍ର ୪୦.୭୨ ପ୍ରତିଶତ

ଫୁଲବାଣୀ: ଚଳିତ ବର୍ଷର ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ କନ୍ଧମାଳରେ ନୌରାଶ୍ୟଜନକ ହୋଇଛି। ଓଡିଶାରେ ପରୀକ୍ଷା ଫଳ ୭୦.୨୧ ପ୍ରତିଶତ ହୋଇଥିବା ବେଳେ କନ୍ଧମାଳରେ ମାତ୍ର ୪୦.୭୨ ପ୍ରତିଶତ ପରୀକ୍ଷା ଫଳ ହୋଇଛି, ଯାହାକି…
Read More...

କୋଭିଡ୍‍ ଯୋଦ୍ଧାଙ୍କ ସମେତ ୩୦ ପଜିଟିଭ୍‍ ଚିହ୍ନଟ, ମୋଟ ସଂକ୍ରମିତ ସଂଖ୍ୟା ୯୬୨

ଫୁଲବାଣୀ: କନ୍ଧମାଳ ଜିଲ୍ଲାରୁ ଆଜି ୩୦ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୫ ଜଣ କରୋନା ଯୋଦ୍ଧା ଥିବା ଜଣା ପଡିଛି। ସମସ୍ତ କରୋନା ଯୋଦ୍ଧା ପୁଲିସ କର୍ମଚାରୀ। ଚିହ୍ନଟ ହୋଇଥିବା ୩୦…
Read More...

ବିନା ପ୍ୟାରେଡରେ ହେବ କନ୍ଧମାଳ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ, ପତାକା ଉତ୍ତୋଳନ କରିବେ ରାଜ୍ୟ ଖାଦ୍ୟ ଯୋଗାଣ…

ଫୁଲବାଣୀ: ମହାମାରୀ କରୋନା ଯୋଗୁଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଭିଡ୍‍ ନିୟମକୁ ଦୃଷ୍ଟିରେ ରଖି ଏଥର ସ୍ୱାଧୀନତା ଦିବସ ଉତ୍ସବ ବିନା ପ୍ୟାରେଡ ଓ ଦର୍ଶକରେ କରିବା ପାଇଁ ପ୍ରଶାସନ ପକ୍ଷରୁ ସ୍ଥିର କରାଯାଇ ଏକ ପ୍ରେସ୍‍…
Read More...

କନ୍ଧମାଳରେ ଥମୁନି ଜନନୀ ଯନ୍ତ୍ରଣା, ୬ କିମି ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

ଫୁଲବାଣୀ: କନ୍ଧମାଳ ଜିଲାରେ ଆଜି ପର୍ଯ୍ୟନ୍ତ ଅନେକ ଉପାନ୍ତ ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଗମନା ଗମନର ସୁବିଧା ନଥିବା ଯୋଗୁଁ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତିା ଗାଁ ଅଛି ହେଲେ ଗାଁକୁ…
Read More...