Browsing Tag

Jammu

ଜମ୍ମୁ-କଶ୍ମୀର: ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍‌ ଆହତ

ଜମ୍ମୁ: ଜମ୍ମୁ-କଶ୍ମୀରର ଉଦ୍ଧମପୁର ଜିଲା ପଟନୀଟପ ଅଞ୍ଚଳରେ ଘଟିଛି ଏକ ବଡ଼ ଦୁର୍ଘଟଣା। ନାଗ ଦେବତା ମନ୍ଦିର ଉପରେ ଶିବଗଡ଼ ଜଙ୍ଗଲରେ ମଙ୍ଗଳବାର ସକାଳେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଖବର ପାଇ ଆମ୍ବୁଲାନ୍ସ…
Read More...

କୁଲଗାମ୍ ଏନକାଉଣ୍ଟରରେ ଜଣେ ଆତଙ୍କୀ ନିପାତ, ତଲାସୀ ଅଭିଯାନ ଜାରି

ଜମ୍ମୁ: ଜମ୍ମୁ-କଶ୍ମୀରର କୁଲଗାମ୍‌ ଜିଲ୍ଲାର ମୁନାନ୍ଦ ଅଞ୍ଚଳରେ ରବିବାର ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣେ ଅଜ୍ଞାତ ଆତଙ୍କୀ ନିହତ ହୋଇଥିବା ସୂଚନା ମିଳିଛି। ଏହାସହିତ ତଲାସୀ…
Read More...

ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ: ଟଳିଲେ ୨ ଆତଙ୍କୀ, ୩ ଯବାନ ଆହତ

ଜମ୍ମୁ: ଜମ୍ମୁ-କଶ୍ମୀରରେ ଶନିବାର ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ସୁରକ୍ଷା ବାହିନୀର ଏକ ମିଳିତ ଦଳ ଏହି ଅପରେସନ୍‍ କରୁଛନ୍ତି। ଏଥିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା…
Read More...

ପୂର୍ବତନ ମନ୍ତ୍ରୀଙ୍କ କୁଳାଙ୍ଗାର ପୁଅ: ୨ଶହ ଯୁବତୀଙ୍କୁ ଯୌନ ନିର୍ଯାତନା, ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ…

ଜମ୍ମୁ: ଜମ୍ମୁର ଦୋମାନା ପୁଲିସ ୬ ମାସ ପୂର୍ବ ଦୁଷ୍କର୍ମ ମାମଲାରେ ପୂର୍ବତନ ମନ୍ତ୍ରୀଙ୍କ ପୁଅଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଛି। ପୂର୍ବତନ ମନ୍ତ୍ରୀ ଅବଦୁଲ ଗନୀ ବକିଲଙ୍କ ପୁଅ ଆବିଦ ଗନୀ ସପ୍ତମ ଶ୍ରେଣୀର ଜଣେ…
Read More...

ଜମ୍ମୁ ବିମାନ ବନ୍ଦରରେ ବିସ୍ଫୋରଣ; ବହୁ ଆହତ

ଜମ୍ମୁ: ଜମ୍ମୁସ୍ଥିତ ବିମାନ ବନ୍ଦରର ଟେକନିକାଲ ଅଞ୍ଚଳରେ ରବିବାର ସକାଳେ ଦୁଇଟି ବିସ୍ଫୋରଣ ଘଟିବା ଫଳରେ ବହୁ ଲୋକ ଆହତ ହୋଇଛନ୍ତି । ତେବେ ଏହି ବିସ୍ଫୋରଣ ଦୁଇଟି ବିଶେଷ ପ୍ରଭାବଶାଳୀ ନଥିବାରୁ ବଡଧରଣର ଅଘଟଣରୁ ବିମାନ…
Read More...

ଜାମ୍ମୁ-କାଶ୍ମୀରରେ ପୁଲିସ ଓ ସିଆରପିଏଫଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ; ୨ ପୁଲିସ କର୍ମଚାରୀ ଶହୀଦ

ଶ୍ରୀନଗର : ଜାମ୍ମୁ-କାଶ୍ମୀରର ସୋପୋରରେ ଆତଙ୍କବାଦୀ ମାନେ ଆକ୍ରମଣ କରିଥିବା ନେଇ ଶନିବାର ଜଣାପଡିଛି। ପୁଲିସ ଓ ସିଆରପିଏଫଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ଏଥିରେ ୨ ପୁଲିସ କର୍ମଚାରୀ ସହିଦ ହୋଇଛନ୍ତି। ଏହାସହ…
Read More...

କିସ୍ତୱାରରେ ପୁଲିସ୍ ଟିମ୍ ଉପରକୁ ଆକ୍ରମଣ; ଜଣେ ଏସପିଓ ସହିଦ୍, ଜଣେ ଆହତ

ଜମ୍ମୁ : ଜମ୍ମୁ କଶ୍ମୀରର କିସ୍ତୱାରରେ ପୁଲିସ୍ ଟିମ୍ ଉପରକୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଏଥିରେ ଜଣେ ଏସପିଓ ସହିଦ୍ ହୋଇଥିବାବେଳେ ଅନ୍ୟ ଜଣେ ଏସପିଓ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ…
Read More...

ଜାମ୍ମୁ କାଶ୍ମୀରରେ ଜାରିହେବ ରାଷ୍ଟ୍ରପତି ଶାସନ

ଜାମ୍ମୁ: ଜାମ୍ମୁ-କାଶ୍ମୀରରେ ରାଷ୍ଟ୍ରପତି ଶାସନ ପାଇଁ ସୁପାରିସ କରିଛନ୍ତି ରାଜ୍ୟପାଳ ସତ୍ୟପାଲ ମଲିକ। ଡିସେମ୍ବର ୧୯ ପରଠାରୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିବା ଲାଗି ସେ ସୁପାରିସ କରିଛନ୍ତି। ରାଜ୍ୟରେ ଏବେ…
Read More...

ଜମ୍ମୁ-ଶ୍ରୀନଗର ଝାଜର୍‍ କୋଟ୍‍ଲୀ ଅଞ୍ଚଳରେ ବ୍ୟାପକ ତଲାସୀ ଅଭିଯାନ

ଶ୍ରୀନଗର : ଜମ୍ମୁ ଜିଲ୍ଲା ଅନ୍ତର୍ଗତ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ସନ୍ନିକଟ ଝାଜର୍‍ କୋଟ୍‍ଲୀ ଅଞ୍ଚଳରେ କେତେକ ସନ୍ଦିଗ୍ଧ ଆତଙ୍କବାଦୀ ଚଳପ୍ରଚଳ ହେଉଥିବା ଜଣାପଡ଼ିବା ପରେ ସେହି ଅଞ୍ଚଳକୁ ଘେରାଓ କରାଯାଇ ବ୍ୟାପକ…
Read More...