ଶନିବାର ରାଶିଫଳ (୧୦/୦୭/୨୦୨୧) samajalive Jul 10, 2021 ମେଷ : ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ସମୟ ସ୍ବଚ୍ଛ ଓ ନିର୍ମଳ ରହିଛି। ଭଗବତ୍ ପ୍ରେମୀ ହେବେ। ଦେବଦର୍ଶନ କରି ସନ୍ତୁଷ୍ଟ ହେବେ। ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି। ବୃଷ : ଶ୍ରମ… Read More...