Browsing Tag

harabhanga news

ଚାରିଛକ ରେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ

ହରଭଙ୍ଗା  : ହରଭଙ୍ଗା ବ୍ଲକ ଚାରିଛକ ରେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି ।ଶନିବାର ଅପରାହ୍ନରେ ଅସରାଏ ବର୍ଷା ରେ କୁଢ଼ କୁଢ଼ ଆବର୍ଜନା ବିଭିନ୍ନ ସ୍ଥାନରେ ଜମି ରହି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି…
Read More...

ଶ୍ରାବଣରେ ବର୍ଷାର ଅଭାବ ; ମରୁଡି କବଳରେ ହରଭଙ୍ଗା ବ୍ଲକ 

ହରଭଙ୍ଗା :  ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକରେ ଚଳିତବର୍ଷ ଧାର୍ଯ୍ୟ ପରିମାଣଠାରୁ ଶତକଡା ୬୭ ପ୍ରତିଶତ କମ୍ ବର୍ଷା ଯୋଗୁଁ ମରୁଡି କବଳରେ ହରଭଙ୍ଗା ରହିଥିବା ଜଣାପଡିଛି । ଆସନ୍ତା ୭ଦିନ ମଧ୍ୟରେ ଭଲ ବର୍ଷା ହେଲେ ତଳିଘାରି…
Read More...

ଭୁବନେଶ୍ୱର ଯିବା ବାଟରେ ଗାଡିରୁ ଚମ୍ପଟ ମାରିଲେ କରୋନା ରୋଗୀ

ହରଭଙ୍ଗା: ଆମ୍ବୁଲାନ୍ସରେ ବୌଦ୍ଧରୁ ଭୁବନେଶ୍ୱର ସ୍ଥାନାନ୍ତର ବେଳେ ଗାଡିରୁ ଚମ୍ପଟ ମାରିଲେ ଜଣେ ଗୁରୁତର କରୋନା ରୋଗୀ। ଏପରି ଏକ ଅଭାବନୀୟ ଘଟଣା ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ଦେଖିବାକୁ ମିଳିଛି । ଉତ୍ତମ ଚିକିତ୍ସା…
Read More...

କରୋନା ଦେଉଛି କରୁଣ ଦୁଃଖ ; ବୁଡିଲା ଚା’ ବେଉସା, ଭୋକ ଉପାସରେ ଅଭାବି ପରିବାର

ହରଭଙ୍ଗା :  ମହାମାରୀ କରୋନା ମଣିଷର ଜୀବନ ଜୀବିକାକୁ ବହୁମାତ୍ରାରେ ପ୍ରଭାବିତ କରିଛି। କରୋନା  କାହାର ଜୀବନ ନେଇ ସଂସାର ଉଜାଡି ଦେଲାଣି ତ ଆଉ କାହା ପରିବାରର ରୋଜଗାର ଛଡାଇ ପରିବାରକୁ ଭୋକଉପାସରେ ଡହଳବିକଳ କଲାଣି। …
Read More...

କୃଷି କର୍ମଚାରୀଙ୍କୁ ସମ୍ମୁଖ କରୋନା ଯୋଦ୍ଧା ଘୋଷଣା ଦାବି

ହରଭଙ୍ଗା : କୃଷି ପ୍ରଧାନ ଓଡିଶାରେ କୃଷିକାର୍ଯ୍ୟକୁ ସବୁ ପରିସ୍ଥିତିରେ ସରକାର ଅଗ୍ରାଧିକାର ଦେଇଆସିଛନ୍ତି। ବର୍ତମାନ କରୋନା ସମୟରେ ତାଲାବନ୍ଦ ଏବଂ ସଟଡାଉନ ବଳବତର ରହିଥିବାବେଳେ ଏଭଳି ଜରୁରୀ ସମୟରେ କୃଷି କାର୍ଯ୍ୟକୁ…
Read More...

ନାଏକପଡା ଗୁମ୍ଫା ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଅଣ୍ଟା ଭିଡିଲା ପ୍ରଶାସନ

ହରଭଙ୍ଗା: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ବାମଣ୍ଡା ପଂଚାୟତ ଅର୍ନ୍ତଗତ ପାତାଳି ଶ୍ରୀକ୍ଷେତ୍ର ନାଏକପଡା ଗୁମ୍ଫା ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଗୁରୁବାର ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଭୂମିପୂଜନ କରିଥିବା…
Read More...

ଜଳିଗଲା ୬ଟି ଧାନ ଗଦା 

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ଥାନା ଅର୍ନ୍ତଗତ କୁଶଙ୍ଗ ଗ୍ରାମରେ ମଙ୍ଗଳବାର ଭୋରରୁ ଅଗ୍ନିକାଣ୍ଡ ଘଟି ନିରଞ୍ଜନ ଦେହୁରୀଙ୍କ ୬ଟି ଧାନଗଦା ଜଳିଯାଇଥିବା ଜଣାପଡିଛି। ପୋଡିଯାଇଥିବା ଧାନଗଦାର ଅନୁମୁନିକ ମୂଲ୍ୟ ୫୦ହଜାର…
Read More...

ହରଭଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମାନ୍ୟତା ଦାବୀ ଜୋର ଧରିଲା, ରାଜ୍ୟପାଳଙ୍କୁ ଦାବୀପତ୍ର

ହରଭଙ୍ଗା: ହରଭଙ୍ଗାଠାରେ ରାଜରାଜୁଡା ସମୟରୁ ନିର୍ମାଣ ହୋଇଥିବା ରାଣୀସୌଦାମିନୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମାନ୍ୟତା ଦାବୀରେ ୬ଟି ପଂଚାୟତର ଜନପ୍ରତିନିଧିଙ୍କ ଦସ୍ତଖତ ସମ୍ବଳିତ…
Read More...

ହରଭଙ୍ଗା ବ୍ଲକରେ ଗରିବ କଲ୍ୟାଣ ଯୋଜନା ବାଟବଣା

ହରଭଙ୍ଗା: ସରକାର ଗ୍ରାମୀଣ ଆବାସ, ବିଜୁ ପକ୍କାଘର ଭଳି ଗରିବ କଲ୍ୟାଣ ଯୋଜନାରେ ପ୍ରତ୍ୟେକ ଗରିବ ହିତାଧିକାରୀଙ୍କୁ ପକ୍କାଘର ଖଣ୍ଡିଏ ଯୋଗାଇବାକୁ ବ୍ୟବସ୍ଥା କରିଛନ୍ତି। ମାତ୍ର ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଦରମହକୁମା…
Read More...

ସାପ କାମୁଡ଼ାରେ ଯୁବକ ମୃତ

ହରଭଙ୍ଗା: ବୌଦ୍ଧ ଜିଲା ପୁରୁଣାକଟକ ଥାନା ଚାରିଛକ ସ୍ଥିତ ଝାଡ୍ରାଜିଙ୍ଗ ଗ୍ରାମରେ ମଙ୍ଗଳବାର ଜଣେ ଯୁବକଙ୍କର ସାପ କାମୁଡାରେ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ଗ୍ରାମର ବିଛନ୍ଦ ଭୋଇ(୨୨) ସୋମବାର ରାତିରେ ଘର ବାହାରେ…
Read More...