ତେଲଙ୍ଗାନାରେ ଗୁଟ୍ଖା, ଟବାକୋ ନିଷିଦ୍ଧ
ହାଇଦ୍ରାବାଦ: ଟବାକୋ ଓ ନିକୋଟିନ୍ ଥିବା ପାନ ମସଲା ଏବଂ ଗୁଟ୍ଖାର ଉତ୍ପାଦନ ଓ ବିକ୍ରି ଉପରେ ତେଲଙ୍ଗାନା ସରକାର ନିଷେଧାଦେଶ ଜାରି କରିଛନ୍ତି। ଚଳିତ ମାସରୁ ବର୍ଷକ ପାଇଁ ଏହି ନିଷେଧାଦେଶ ଲାଗୁ ରହିବ ବୋଲି ସରକାର…
Read More...
Read More...