Browsing Tag

fire news

ମୁମ୍ବଇର ସିଲିଣ୍ଡର ଗୋଦାମରେ ବିସ୍ଫୋରଣ ; ୪ ଆହତ

ମୁମ୍ବଇ : ମୁମ୍ବଇର ଅନେ୍ଧରୀ ଅଞ୍ଚଳରେ ୟାରୀ ରୋଡ ନିକଟସ୍ଥ ଏକ ସିଲିଣ୍ଡର ଗୋଦାମରେ ବିସ୍ଫୋରଣ ହୋଇ ଅଗ୍ନିକାଣ୍ଡ ହୋଇ ଥିବା ନେଇ ବୁଧବାର ଖବର ମିଳିଛି। ଏହି ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ତୁରନ୍ତ ସେମାନଙ୍କୁ…
Read More...

ଅଗ୍ନିକାଣ୍ଡରେ ଜଳିଗଲା ୧୦ ବଖରା

ଭଦ୍ରକ : ଭଦ୍ରକ ଜିଲା କଳେଇ ପଞ୍ଚାୟତ ବଳଜିତପଡା ଗାଁରେ ଅଗ୍ନିକାଣ୍ଡ ହୋଇଥିବା ଶୁକ୍ରବାର ଜଣାପଡିଛି। ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗି ୧୦ ବଖରା ଘର ପୋଡି ଜଳି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ…
Read More...

ନିଆଁ ଲାଗି ୩ ବର୍ଷର ଝିଅ ଜୀବନ୍ତ ଦଗ୍ଧ ; ଆଉ ୩ ଗୁରୁତର

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲା ଅନ୍ତର୍ଗତ ରାଜନଗର ବ୍ଲକ ଓକିଳପାଳ ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ଶୁକ୍ରବାର ଖବର ମିଳିଛି। ଧାନଖଳାରେ ନିଆଁ ଲାଗି ପୋଡି ହୋଇ ୩ ବର୍ଷର ଝିଅ ଜୀବନ୍ତ ଦଗ୍ଧ ହୋଇଛି। ଏହାସହ…
Read More...

ଜଳିଗଲା କୋଇଲା ବୋଝେଇ ଟ୍ରକ

ରାୟଗଡା : ରାୟଗଡା ଜିଲା ପ୍ରତାପୁର ନିକଟରେ ଏକ କୋଇଲା ବୋଝେଇ ଟ୍ରକରେ ଅଗ୍ନିକାଣ୍ଡ ଘଟିଥିବା ବୁଧବାର ଜଣାପଡ଼ିଛି। ଟ୍ରକଟିର ଅଧିକାଂଶ ଅଂଶ ଜଳିଯାଇଛି। ହଠାତ କୋଇଲା ବୋଝେଇ ଟ୍ରକରେ ନିଆଁ ଲାଗି ଯିବା ଦେଖି ଚାଳକ…
Read More...

ମହାରାଷ୍ଟ୍ରରର ହସ୍ପିଟାଲରେ ଅଗ୍ନିକାଣ୍ଡ ; ୧୦ ଶିଶୁ ମୃତ

ମୁମ୍ବଇ : ମହାରାଷ୍ଟ୍ରର ଭଣ୍ଡାରାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଦୁଃଖଦ ଘଟଣା ଘଟିଥିବା ଜଣାପଡ଼ିଛି। ରାତି ପ୍ରାୟ ୨ଟା ସମୟରେ ଭଣ୍ଡାରା ଜିଲାରେ ଥିବା ହସ୍ପିଟାଲରେ ନିଆଁ ଲାଗି ଯିବା ଫଳରେ ଶ୍ୱାସ ରୁଦ୍ଧ ହୋଇ ୧୦…
Read More...

ଅଗ୍ନିକାଣ୍ଡରେ ଜଳିଗଲା ଦୋକାନ

ଭଦ୍ରକ : ଭଦ୍ରକ ଜିଲାର ତିହିଡି ବଜାରରେ ଅଗ୍ନିକାଣ୍ଡ ହୋଇଥିବା ଶୁକ୍ରବାର ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ପ୍ରାୟ ୧୦ଟି ଦୋକାନ ଜଳି ଯାଇଥିବା ବେଳେ ବହୁ ସମ୍ପତ୍ତି…
Read More...

ଅଗ୍ନିକାଣ୍ଡରେ ଜଳିଗଲା ୭ ବଖରା ଘର

ଯାଜପୁର : ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ରାଧାନଗର ଗାଁରେ ଅଗ୍ନିକାଣ୍ଡ ହୋଇଥିବା ଗୁରୁବାର ଜଣାପଡ଼ିଛି। ଗାଁରେ ଅଗ୍ନିକାଣ୍ଡରେ ୩ ପରିବାରର ୭ ବଖରା ଘର ଜଳିଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି…
Read More...

ଦୀପାବଳିର କାଉଁରିଆ କାଠି ନିଆଁରୁ ୬ ପରିବାରର ୧୨ ବଖରା ଘର ଭସ୍ମ

ଭଂଜନଗର : ଭଂଜନଗରର ତାରସିଂ ଥାନା ଅନ୍ତର୍ଗତ କପିଳପଲ୍ଲି ଗ୍ରାମରେ ଅଗ୍ନିକାଣ୍ଡ ଘଟି ୬ଟି ପରବାରର ୧୨ ବଖରା ଘର ଜଳି ପୋଡି ପାଉଁଶ ହୋଇ ଯାଇଛି। ଦୀପାବଳିର କାଉଁରିଆ କାଠି ନିଆଁ ସଂଯୋଗ ହୋଇ ଗ୍ରାମର ଭିକାରୀ ଚରଣ ନାୟକ,…
Read More...

ଧାନ ଖଳାରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ଧାନବିଡା ସହ ଜଳିଗଲା ଥ୍ରେସର ମେସିନ

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ପଞ୍ଚାୟତର ନୂଆଗାଁ ଗ୍ରାମରେ ଆଜି ପୂର୍ବାହ୍ନରେ ପଥର ଚତୁରୀ ଧାନଖଳାରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନବିଡା ସହ ଧାନ ଝାଡ଼ିବା ପାଇଁ ରଖା ଯାଇଥିବା ଥ୍ରେସର ମେସିନ…
Read More...

ପିଚୁ କାରଖାନାରେ ଅଗ୍ନିକାଣ୍ଡ; ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

ସମ୍ବଲପୁର : ସମ୍ବଲପୁର ଜିଲା ଅନ୍ତର୍ଗତ ଜୟନ୍ତପୁର ଠାରେ ଥିବା ପିଚୁ କାରଖାନାରେ ଅଗ୍ନିକାଣ୍ଡ ହୋଇଥିବା ନେଇ ଶୁକ୍ରବାର ଜଣାପଡ଼ିଛି। ଅଗ୍ନିକାଣ୍ଡରେ ପ୍ରାୟ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି। ଖବର ପାଇ…
Read More...