Browsing Tag

cricketer death

ପଡିଆରେ କ୍ରିକେଟ୍ ଖେଳୁଥିବା ବେଳେ ଖେଳାଳିଙ୍କ ମୃତ୍ୟୁ

ବାରିପଦା : ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ମାଣତ୍ରୀ ମିନି ଷ୍ଟାଡିୟମ୍‌ରେ ଅଭାବନୀୟ ଘଟଣା ଘଟିଛି।  ସାଙ୍ଗ ମାନଙ୍କ ସହ କ୍ରିକେଟ୍ ଖେଳୁଥିବାବେଳେ ହଠାତ୍ ତଳେ ପଡିଯାଇ ଜଣେ ଖେଳାଳିଙ୍କର ମୃତ୍ୟୁ ଘଟିଛି। ମୃତ ଖେଳାଳି…
Read More...

ବଲ୍ ବାଜି ଟଳି ପଡିଲେ କ୍ରିକେଟର

ନୂଆଦିଲ୍ଲୀ: ଏମିତି ବି ଆସେ ମୃତ୍ୟୁ । ମୃତ୍ୟୁ କାହାକୁ କେତେବେଳେ ଆସିବ, ତାହା କେହି କହିପାରିବେନାହିଁ । ମୁମ୍ବାଇର ମୋଟୁଙ୍ଗା ସ୍ଥିତ ଦାଦକର ଖେଳ ପଡିଆରେ ଏମିତି କିଛି ଅଘଟଣ ଦେଖିବାକୁ ମିଳିଛି । ବଲ ବାଜି ଜଣେ ୫୨…
Read More...