Browsing Tag

Corona

ସହରୀ ପ୍ରଦୂଷଣ କରୋନାକୁ ଅଧିକ ମାରାତ୍ମକ କରିପାରେ –  ଅନୁସନ୍ଧାନ ରିପୋର୍ଟ

ନୂଆଦିଲ୍ଲୀ : କରୋନା ଭୂତାଣୁ ସଂକ୍ରମଣ ବିଶ୍ବରେ ୨୧୦ରୁ ଅଧିକ ଦେଶରେ ବ୍ୟାପି ସାରିଛି। ଏହି ସମୟରେ ଲୋକମାନେ ଏପରି ଏକ ପ୍ରଭାବଶାଳୀ ଏବଂ ନିରାପଦ ଟିକାକୁ ଅପେକ୍ଷା କରିଛନ୍ତି, ଯାହା ସାଧାରଣ ଟୀକାକରଣ ପାଇଁ ଯଥାଶୀଘ୍ର…
Read More...

ଜଣେ ଡାକ୍ତର, ୨ ଜଣ ପୁଲିସ କର୍ମଚାରୀଙ୍କ ସମେତ ୮ କରୋନା ଯୋଦ୍ଧା ଆକ୍ରାନ୍ତ

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଆଜି ପୁଣି କରୋନା ସଂକ୍ରମିତଙ୍କ ସଂଖ୍ୟା ତିନି ଅଙ୍କ ଛୁଇଁଛି। ଜଣେ ଆୟୁଷ ଡାକ୍ତରଙ୍କ ଓ ଦୁଇ ପୁଲିସ କର୍ମଚାରୀଙ୍କୁ ମିଶାଇ ୮ କରୋନା ଯୋଦ୍ଧାଙ୍କ ମିଶାଇ ଜିଲାରେ ଆଜି ୧୧୬ ଜଣ ସଂକ୍ରମିତ…
Read More...

କରୋନା ମୁକାବିଲା ଜନ ଆନ୍ଦୋଳନରେ ସାମିଲ ହେବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିବେଦନ

କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଗୁରୁବାର ଶୁଭାରମ୍ଭ ହୋଇଥିବା ଜନ ଆନ୍ଦୋଳନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜେ ସାମିଲ ହୋଇ ଓଡ଼ିଶାବାସୀଙ୍କୁ ଏହି ଜନ…
Read More...

କରୋନା ନମୁନା ପରୀକ୍ଷାରେ ନୂଆ ରେକର୍ଡ, ପରୀକ୍ଷା ହେଲାଣି ୮ କୋଟି ୧୧ ଲକ୍ଷ ନମୁନା

କରୋନା ନମୁନା ପରୀକ୍ଷାରେ ଭାରତ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଏପର୍ଯ୍ୟନ୍ତ ମୋଟ୍‍ ୮ କୋଟି ୧୧ ଲକ୍ଷ ନମୁନା ପରୀକ୍ଷା କରାଯିବା ସହ କୋବିଡ ନମୁନା ପରୀକ୍ଷାରେ ଭାରତ ବିଶ୍ୱର ଅନ୍ୟ ଦେଶଗୁଡ଼ିକ ତୁଳନାରେ ଶୀର୍ଷରେ…
Read More...

ଦୁଇ ମାସରେ ଦେଶରେ ଦୈନିକ କରୋନା ପରୀକ୍ଷଣ ୪ ଗୁଣ ବୃଦ୍ଧି

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପ୍ରାୟ ୧୧ ଲକ୍ଷ ୫୦ ହଜାର କରୋନା ନମୁନା ପରୀକ୍ଷା କରାଯାଇଛି। ଆଜିସୁଦ୍ଧା ୭ କୋଟି ୯୦ ଲକ୍ଷ ନମୁନା ପରୀକ୍ଷା ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। ଦୈନିକ ସର୍ବାଧିକ ସଂଖ୍ୟକ…
Read More...

ରାଜ୍ୟର ପ୍ରମୁଖ ୪ଟି ସ୍ୱାସ୍ଥ୍ୟାନୁଷ୍ଠାନର ନିର୍ଦ୍ଦେଶକଙ୍କ ସହ କୋଭିଡ୍‍ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀଙ୍କ ଆଲୋଚନା

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ରାଜ୍ୟର ପ୍ରମୁଖ ଚାରି ସ୍ୱାସ୍ଥ୍ୟାନୁଷ୍ଠାନ ଭୁବନେଶ୍ୱର ଏମ୍ସ, ଆଞ୍ଚଳିକ ସ୍ୱାସ୍ଥ୍ୟ ଗବେଷଣା କେନ୍ଦ୍ର, ଇନଷ୍ଟିଚ୍ୟୁଟ୍‍ ଅଫ୍‍ ଲାଇଫ ସାଇନ୍ସ ଓ ପଶୁ ସମ୍ପଦ…
Read More...

୨୪ଘଣ୍ଟାରେ ୮୨ହଜାର କରୋନା ଆକ୍ରାନ୍ତ ସୁସ୍ଥ, ବିଶ୍ୱରେ ଭାରତ ପ୍ରଥମ

କୋଭିଡ ନାଇଣ୍ଟିନ୍‍ ସଂକ୍ରମଣ ଆରୋଗ୍ୟ କ୍ଷେତ୍ରରେ ଭାରତକୁ ଏକ ବଡ ସଫଳତା ମିଳିଛି। ଏପର୍ଯ୍ୟନ୍ତ ଦେଶରେ ୫୫ ଲକ୍ଷରୁ ଊର୍ଦ୍ଧ୍ବ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିସାରିଲେଣି। ଏହି ସଂକ୍ରମଣରୁ ସର୍ବାଧିକ ଆରୋଗ୍ୟ ହାର…
Read More...

ଖସିଲା କରୋନା ପାରଦ, ଜିଲ୍ଲାରେ ଆଜି ୩୨ ସଂକ୍ରମିତ ଚିହ୍ନଟ

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଆଜି କରୋନା ସଂକ୍ରମିତ ପାରଦ ହଠାତ୍ ଖସିଯାଇଛି। ଗତ କିଛିଦିନ ହେଲା କନ୍ଧମାଳ ଜିଲାରେ ସଂକ୍ରମିତ ସଂଖ୍ୟା ୧୦୦ରୁ ଉର୍ଦ୍ଧ୍ବ ହେଉଥିବା ବେଳେ ଆଜି ୪ କରୋନା ଯୋଦ୍ଧାଙ୍କ ସମେତ ୩୨ ଜଣ…
Read More...

ସହରରେ ଶହେ ସକ୍ରିୟ, ସ୍ୱାସ୍ଥ୍ୟ ବିଭାଗ ତତ୍ପର

ଟିଟିଲାଗଡ଼ : ଟିଟିଲାଗଡ ସହରରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ପାଇବାକୁ ଲାଗିଛି। ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁସାରେ ଅଦ୍ୟାବଧି ୨୪୧୯ ଜଣଙ୍କ ଟେଷ୍ଟ କରାଯାଇଥିବା ବେଳେ ୫୯୭ ଜଣ ସଂକ୍ରମିତ…
Read More...

କୋରାନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ ତାରିଣୀ ପ୍ରସାଦ

ଫୁଲବାଣୀ : ରାଜ୍ୟରେ କରୋନା ଯୁଦ୍ଧରେ ହାରିଗଲେ ପୁଣିଜଣେ ସାମ୍ବାଦିକ ତାରିଣୀ ପ୍ରସାଦ ପାଢୀ। ଆଜି ସକାଳ ୭ ଘଟିକା ସମୟରେ ଭୁବନଶ୍ୱେର କିମସ କୋଭିଡ କେୟାର ହସପିଟାଲରେ ଚିକିତ୍ସିତ ଅବସ୍ଥାରେ ଦେହାନ୍ତ ଘଟିଛି। ଏନେଇ…
Read More...