Browsing Tag

Business news

ବଦଳିବ ‘ଆୟୁଷ୍ମାନ ଯୋଜନା’ର ରୂପରେଖ: ମଧ୍ୟବିତ୍ତଙ୍କୁ ମିଳିବ ମାଗଣା ଚିକିତ୍ସା, ଉପକୃତ ହେବେ କୋଟି କୋଟି ଜନତା

ସମାଜ ଡିଜିଟାଲ ଡେସ୍କ: ଦେଶରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ ହେବାର ୫ବର୍ଷରୁ ଅଧିକ ହେଲାଣି। ଏଯାବତ ଦେଶରେ ୧୦କୋଟିରୁ ଅଧିକ ଲୋକ ଏହାର ଲାଭ ପାଇସାରିଛନ୍ତି। ମାଗଣାରେ ୫ଲକ୍ଷ ଟଙ୍କା…
Read More...

ସେୟାର ବଜାରରେ ହାହାକାର; ନିଫ୍ଟି-ସେନ୍‌‌ସେକ୍ସ ହ୍ରାସ ପାଇଲା

ନୂଆଦିଲ୍ଲୀ: ଆଜି ଭାରତୀୟ ଷ୍ଟକ୍‌‌ ମାର୍କେଟରେ ଏକ ବିରାଟ କ୍ଷତି ଦେଖିବାକୁ ମିଳିଛି। ଆମେରିକା ବଜାରରେ ଆର୍ଥିକ ମାନ୍ଦାବସ୍ଥା ଏବଂ ଇରାନ-ଇସ୍ରାଏଲ୍‌‌ ଯୁଦ୍ଧ ପରିସ୍ଥିତି ଯୋଗୁ ବିଶ୍ୱ ଅର୍ଥନୀତିରେ ସୃଷ୍ଟି ହୋଇଛି…
Read More...

କାର-ବାଇକ ଚଳାଇବା ହେବ ମହଙ୍ଗା: ୧୨ବର୍ଷ ପରେ ବୃଦ୍ଧି ହୋଇପାରେ ଦେୟ

ନୂଆଦିଲ୍ଲୀ: ଯଦି ଆପଣ ରାଜଧାନୀ ଦିଲ୍ଲୀରେ ରହୁଛନ୍ତି ଏବଂ ଆପଣଙ୍କର କାର ଓ ବାଇକ ଅଛି ତେବେ ଏହା ଆପଣଙ୍କ ଲାଗି ମହଙ୍ଗା ହୋଇପାରେ । କାରଣ ଦିଲ୍ଲୀରେ କାର ଓ ବାଇକ ଚଳାଇବା ମହଙ୍ଗା ପଡିପାରେ । ଆପଣ ଭାବୁଛନ୍ତି କି…
Read More...

୭ଲକ୍ଷ ଲୋକଙ୍କୁ ମିଳିବ ରୋଜଗାର: ‘ଫିଲ୍ମ ସିଟି’ ଯୋଜନା ଆଣୁଛନ୍ତି ସରକାର

ସମାଜ ଡିଜିଟାଲ ଡେସ୍କ: ଉତ୍ତରପ୍ରଦେଶରେ ଆଗାମୀ ୩ବର୍ଷ ମଧ୍ୟରେ ୫୦ହଜାର ନୂତନ ନିଯୁକ୍ତି ସୃଷ୍ଟି ହେବ । ଏହାଦ୍ୱାରା ୫ରୁ ୭ଲକ୍ଷ ଲୋକଙ୍କୁ ପରୋକ୍ଷରେ ନିଯୁକ୍ତି ଦିଆଯିବ । ଏନେଇ ଏକ ବଡ ଯୋଜନା ପ୍ରସ୍ତୁତ କରୁଛନ୍ତି…
Read More...

୨ଟି ସିମ୍‌‌ ବ୍ୟବହାର କରୁଥିଲେ ଦେବାକୁ ପଡ଼ିବ ଅତିରିକ୍ତ ମୂଲ୍ୟ

ସମାଜ ଡିଜିଟାଲ ଡେସ୍କ: ଆବଶ୍ୟକ ନ ଥାଇ ୨ଟି ସିମ୍‌‌ ବ୍ୟବହାର କରୁଥିଲେ ଦେବାକୁ ପଡ଼ିବ ଅତିରିକ୍ତ ମୂଲ୍ୟ। ଅର୍ଥାତ ଯଦି ଜଣେ ଉପଭୋକ୍ତା ନିଜ ମୋବାଇଲ ଫୋନରେ ୨ଟି ସିମ୍‌‌ କାର୍ଡ ପକାଇଛନ୍ତି ଏବଂ ସେଥିରୁ ଗୋଟିଏକୁ…
Read More...

୫ ଦିନରେ ୮୫୮ କୋଟି ବଢ଼ିଲା ଚନ୍ଦ୍ରବାବୁ ନାଇଡୁଙ୍କ ପରିବାରର ସମ୍ପତ୍ତି

ସମାଜ ଡିଜିଟାଲ ଡେସ୍କ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ। କେବଳ ମୁଖ୍ୟମନ୍ତ୍ରୀ ନୁହନ୍ତି, କେନ୍ଦ୍ରରେ ମେଣ୍ଟ ସରକାର ଗଢ଼ିବାରେ ବି ତାଙ୍କ…
Read More...

ମାସିକ ୨୫ ହଜାର ବେତନ ଥିଲେ ବି ହୋଇପାରିବେ କୋଟିପତି, ଲାଗିବ ଏତିକି ସମୟ… ଜାଣନ୍ତୁ କ’ଣ ରହିଛି ପ୍ରକ୍ରିୟା

ସମାଜ ଡିଜିଟାଲ ଡେସ୍କ: ୨୫ ହଜାର ଟଙ୍କା ମାସିକ ବେତନ ଥିଲେ ଜଣେ ବ୍ୟକ୍ତି କୋଟିପତି ହେବା କଷ୍ଟକର ମନେହେଉଥିବ। କିନ୍ତୁ ଏହା ଅସମ୍ଭବ ନୁହେଁ। ଅର୍ଥନୀତି ବିଶେଷଜ୍ଞଙ୍କ ମତରେ ଦୀର୍ଘ ସମୟ ପର୍ଯ୍ୟନ୍ତ ନିୟମିତ ନିବେଶ…
Read More...

ଅନଲାଇନ ଠକେଇ ରୋକିବାକୁ ନୂଆ ବ୍ୟବସ୍ଥା ଆଣିବ ଆରବିଆଇ

ନୂଆଦିଲ୍ଲୀ: ଅନଲାଇନ ଠକେଇ ରୋକିବାକୁ ଆରବିଆଇ ଆପଣାଇବାକୁ ଯାଉଛି ନୂଆ ବ୍ୟବସ୍ଥା। ଏଥିପାଇଁ ଡିଜିଟାଲ ପେମେଣ୍ଟ ଇଣ୍ଟେଲିଜେନ୍ସ ପ୍ଲାଟଫର୍ମ ସୃଷ୍ଟି କରିବ ଆରବିଆଇ। ଅନଲାଇନ ଠକେଇ ରୋକିବା ଏବଂ ଡିଜିଟାଲ ପେମେଣ୍ଟ…
Read More...

ରେପୋ ରେଟ୍‌‌ ଅପରିବର୍ତ୍ତିତ ରଖିଲା ଆରବିଆଇ, କମିବନି ଋଣ କିସ୍ତି

ସମାଜ ଡିଜିଟାଲ ଡେସ୍କ: ରେପୋରେଟ ଅପରିବର୍ତ୍ତିତ ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)। ଚଳିତ ମୁଦ୍ରା ନୀତି କମିଟି (ଏମପିସି) ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଫଳରେ ରେପୋରେଟ୍‌‌ ପୂର୍ବପରି ୬.୫ ପ୍ରତିଶତ…
Read More...

ଭାଗ୍ୟ ହେବ ତ ଏମିତି; ବିନା ପରିଶ୍ରମରେ ମହିଳାଙ୍କ ଆକାଉଣ୍ଟକୁ ଆସିଲା ୨୨୪କୋଟି

ସମାଜ ଡିଜିଟାଲ ଡେସ୍କ: ଯଦି ଅପାଣ ସେୟାର ବଜାରରେ ସଠିକ୍‌‌ ଭାବେ ବିନିଯୋଗ କରନ୍ତି ତେବେ ଆପଣ ଆଶା କରିଥିବା ପରିମାଣଠାରୁ ଅଧିକ ଲାଭ ପାଇପାରିବେ। ଏହା ଆମେ କହୁନାହୁଁ। ପରିସଂଖ୍ୟାନ ଏପରି କହୁଛି। କିଛି ନକରି ଜଣେ…
Read More...