Browsing Tag

breaking news on line odisha

ହିମାଚଳ ପ୍ରଦେଶରେ ହେବ ଦେଶର ପ୍ରଥମ ଟନେଲ୍‌ ରେଳ ଷ୍ଟେସନ

ମନାଲି .- ପର୍ଯ୍ୟଟନ ପାଇଁ  ପ୍ରସିଦ୍ଧ ହିମାଚଳ ପ୍ରଦେଶରେ ଦେଶର ପ୍ରଥମ ଟନେଲ ଭିତରେ ଥିବା ରେଳ ଷ୍ଟେସନ ନିର୍ମାଣ କରାଯିବ ।  ବିଳାସପୁର-ମନାଲି ଓ ଲେହରେ ରେଳ ମାର୍ଗ ମଧ୍ୟରେ ଥିବା କେଲଙ୍ଗରେ ଏହି ଟନେଲ୍‌ ଭିତରେ…
Read More...

ତୁର୍କିରେ ସଡକ ଦୁର୍ଘଟଣାରେ ୧୯ ଜଣଙ୍କର ମୃତ୍ୟୁ

ଇଜ୍‌ମୀର(ତୁର୍କୀ ).- ତୁର୍କିର ପଶ୍ଚିମାଞ୍ଚଳ ଇଜ୍‌ମୀରରେ ସଡକ ଦୁର୍ଘଟଣା ଘଟି ୧୯ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଅନେକ ଶିଶୁ ଅଛନ୍ତି । ଶରଣାର୍ଥୀମାନଙ୍କୁ ନେଇ ଯାଉଥିବା ଏକ ବସ୍‌ ରାସ୍ତାରେ  ଓଲଟି…
Read More...

ମା’ର ମମତା, କୁଆ ପଥର ମାଡରେ ଗୁରୁତର ହୋଇବି  ବଞ୍ଚାଇଲା ଶିଶୁର ଜୀବନ

ସିଡନୀ .- ମା’ ର ମମତା ଆଗରେ ସବୁକିଛି ହାର ମାନିଥାଏ । ମାଆ ବି ନିଜ ଶିଶୁର ରକ୍ଷା ପାଇଁ ଜୀବନକୁ ବାଜି ଲଗାଇ ପାରେ । ସାରା ବିଶ୍ୱରେ ଏହାର ଅନେକ ଉଦାହରଣ ଦେଖିବାକୁ ମିଳେ । ଏପରି ଏକ ଘଟଣା  ଅଷ୍ଟ୍ରେଲିଆରେ ଘଟିଛି…
Read More...

ଆହ୍ଲାବାଦର ନାମ ଖୁବ ଶୀଘ୍ର ପ୍ରୟାଗରାଜ ହେବ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ମୌ . – ଆହ୍ଲାବାଦର ନାମ ଖୁବ ଶୀଘ୍ର ପ୍ରୟାଗ ରାଜ ହେବ ବୋଲି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି । କୁମ୍ଭ ମେଳାର ପ୍ରସ୍ତୁତି  ବୈଠକ ପରେ ଯୋଗୀ ଆଦିତ୍ୟନାଥ ଏହି ସୂଚନା ଦେଇଛନ୍ତି…
Read More...

ଅପରାଧୀକୁ ଧରିବାବେଳେ ପାଟିରେ ଗୁଳିର ଆବାଜ କଲେ ପୁଲିସ କର୍ମଚାରୀ

ଲକ୍ଷ୍ମୌ .- ଏକ କୁଖ୍ୟାତ ଅପରାଧୀକୁ  ଗିରଫ କରିବାକୁ ଯିବା ସମୟରେ  ଗୁଳି ବିନିମୟର ଭ୍ରମ ସୃଷ୍ଟି  କରିବାପାଇଁ ପୁଲିସ କର୍ମଚାରୀମାନେ ପାଟିରେ ଠାଏଁ ଠାଏଁ ଶଦ୍ଦ କରିଥିଲେ । ଏହାପରେ ଅପରାଧୀକୁ ଭୟଭୀତ କରିବା ସହ ତାକୁ…
Read More...

କେବିସିରେ ବିଗ୍‌ ବି ଅମିତାଭଙ୍କ ସହ ନଜର ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର /କଟକ . -  ଲୋକ ପ୍ରିୟ ଟେଲିଭିଜନ କାର୍ଯ୍ୟକ୍ରମ କୌନ୍‌ ବନେଗା କରୋଡ ପତି ବା କେବିସିରେ ବିଗ୍‌ ବି ଅମିତାଭ ବଚନଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନଜର ଆସିବେ । ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଥିବା…
Read More...

ଉଇଘୁର ମୁସଲମାନଙ୍କୁ ପ୍ରଶିକ୍ଷଣ ଶିବିରରେ  ଅଟକ ରଖିଥିବା ସ୍ୱୀକାର କଲେ ଚୀନ ସରକାର

ବେଜିଂ. – ଉଇଘୁର ମୁସଲିମଙ୍କ ଉପରେ ଚୀନସରକାର  ବାରମ୍ବାର ଅକଥନୀୟ ଅତ୍ୟାଚାର କରୁଥିବା ଅଭିଯୋଗ ହୋଇ ଆସୁଛି । ଏବେ ଏହି ସଂଖ୍ୟା ଲଘୁ ଗୋଷ୍ଠୀଙ୍କୁ ଚୀନ ସରକାର ବିଭିନ୍ନ ପ୍ରଶିକ୍ଷଣ ଶିବିରରେ ଅଟକ ରଖିଥିବା ତଥ୍ୟ…
Read More...

ବ୍ରହ୍ମପୁର ଓ ତିରୁପତିରେ ହେବ  ଆଇଜରର ସ୍ଥାୟୀ କ୍ୟାମ୍ପସ

ନୂଆଦିଲ୍ଲୀ . -ଓଡ଼ିଶାର ବ୍ରହ୍ମପୁର ଏବଂ ଆନ୍ଧ୍ରପ୍ରଦେଶର ତିରୁପତି ଠାରେ ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ସଂସ୍ଥାନ (ଆଇଜର)ର ଦୁଇଟି ନୂତନ ସ୍ଥାୟୀ କ୍ୟାମ୍ପସ ପ୍ରତିଷ୍ଠା କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
Read More...

ହକି ବିଶ୍ୱକପ୍‌ ଉଦଘାଟନୀ ମ୍ୟାଚରେ ସାମିଲ ହେବା ପାଇଁ ଭୁବନେଶ୍ୱର ଆସିବେ ଶାହାରୁଖ ଖାନ୍‌

ମୁମ୍ବଇ.- ହକି ବିଶ୍ୱକପ ଆୟୋଜନ ପାଇଁ ଏବେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଜୋରଦାର ପ୍ରସ୍ତୁତି ଚାଲିଛି ।  ନଭେମ୍ବର ୨୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏହାର ଉଦ୍‌ଘାଟନୀ ମ୍ୟାଚରେ  ବଲିଉଡ୍‌ର ସୁପରଷ୍ଟାର…
Read More...