ଯୁବତୀଙ୍କୁ ପ୍ରତାରଣା କରି ଯୁବକ ଗିରଫ Samaja Digital (PM) Aug 20, 2020 ପାଟଣା: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଖୁଣ୍ଟାପଡା ଗ୍ରାମର ଜନୈକ ଯୁବକ ନିକଟସ୍ଥ ଗ୍ରାମର ଜଣେ ଯୁବତୀଙ୍କୁ ବିବାହର ମିଥ୍ୟା ପ୍ରତିଶୃତି ଦେଇ ଦୁଇ ବର୍ଷ ହେଲା ଭଲ ପାଇ ଆସୁଥିଲେ । ଏହା ଭିତରେ ଯୁବତୀଙ୍କ ସହ… Read More...