Browsing Tag

begunia

୬ ଲିଟର ଦେଶୀ ମଦ ସହିତ ସରଞ୍ଜାମ ଜବତ, ୫୦୦ ଲିଟର ପୋଚ ନଷ୍ଟ

ବେଗୁନିଆ : ମଙ୍ଗଳବାର ଅପରାହ୍ନରେ ବେଗୁନିଆ ଥାନା ଅଧିକାରୀ ଲଷ୍ମୀପ୍ରସାଦ ଶତପଥୀଙ୍କ ନିର୍ଦେଶରେ ଏହି ଥାନା ଦେଉଳି ପଞ୍ଚାୟତ ଅନ୍ତର୍ଗତ ଗୋପୀନାଥପୁର ବାଉଁଶ ଜଙ୍ଗଲରେ ବେଗୁନିଆ ପୋଲିସ ଚଢ଼ାଉ କରି ୫୦୦ଲିଟର ପୋଚ ନଷ୍ଟ…
Read More...

ନିଖୋଜ ମହିଳାଙ୍କ ଗଳିତ ମୃତଦେହ କାଜୁ ଜଙ୍ଗଲରୁ ଉଦ୍ଧାର

ବେଗୁନିଆ: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ବଡ଼ବେରଣା ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ମଧୁବନ କାଜୁ ଜଙ୍ଗଲରୁ ଜନୈକା ମହିଳାଙ୍କ ଗଳିତ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ଘଟଣାରୁ ପ୍ରକାଶ…
Read More...

ଫେରାର ଥିବା କିନ୍ନରକୁ ଉଦ୍ଧାର କଲା ବେଗୁନିଆ ପୁଲିସ

ବେଗୁନିଆ : ବେଗୁନିଆ ଥାନା ଅନ୍ତର୍ଗତ ଡିଙ୍ଗର ଗ୍ରାମର ଜଣେ କିନ୍ନର ଫେସବୁକରେ ଚାଟିଂ କରି ୧୧ ତାରିଖରୁ ଘରୁ ଫେରାର ହୋଇଯାଇଥିଲେ। ଏ ସଂକ୍ରାନ୍ତରେ ତାଙ୍କ ବାପା ବେଗୁନିଆ ଥାନାରେ ଅଭିଯୋଗ କରିଥିଲେ ।ଥାନା ଅଧିକାରୀ…
Read More...

ଗୋଚାଲାଣ ଗାଡିକୁ ଜବତ କଲା ପୋଲିସ, ଚାଳକ ଫେରାର

ବେଗୁନିଆ : ବାଘମାରୀ ଥାନା ଅନ୍ତର୍ଗତ ସିମୋର-କଣ୍ଟାମଳିମ ରାସ୍ତାରୁ ବାଘମାରୀ ପୋଲିସ ୩ଟି ଗୋରୁ ବୋଝେଇ ହୋଇଥିବା ଏକ ପିକଅପ ଭ୍ୟାନକୁ ଜବତ କରିଛି । ବାଘମାରୀ ଥାନା ଅଧିକାରିଣୀ ଅର୍ଚ୍ଚନା ମଲ୍ଲିକ ଲକଡାଉନର ସ୍ଥିତି…
Read More...

୨ ବର୍ଷରୁ ପହଁରା ଶିଖିଥିବା ଶିଶୁ ୪ ବର୍ଷ ବୟସରେ ଆଜି ଜଣେ ଦକ୍ଷ ପହଁରାଳି 

ବେଗୁନିଆ : ବେଗୁନିଆ ବ୍ଲକ ଦୁର୍ଗାପୁର ପଞ୍ଚାୟତ ଅନ୍ତର୍ଗତ ଗୁଡୁମ ଗ୍ରାମର ଜଣେ ୪ ବର୍ଷର କଅଁଳ ଶିଶୁ ପାଣି ଭିତରେ ଘଣ୍ଟା ଘଣ୍ଟା ରହି ପହଁରି ପାରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି । ବିନା ଗୁରୁରେ ଶିଶୁଟି ଏହି…
Read More...

ଚୋରକୁ ଧରି ପୁଲିସକୁ ହସ୍ତାନ୍ତର କଲେ ଗ୍ରାମବାସୀ

ବେଗୁନିଆ: ବେଗୁନିଆ ଥାନା କଣ୍ଟାବାଡ଼ ପଂଚାୟତ ଅନ୍ତର୍ଗତ ତଣ୍ଡାଳ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରୁ ଗତକାଲି ବିଳମ୍ବିତ ରାତିରେ ଏକ ପଲସର ବାଇକ ଆଣି ଧାନ ଚୋରି କରୁଥିବା ଚୋରକୁ ଧରି ଗ୍ରାମବାସୀମାନେ ବେଗୁନିଆ ପୁଲିସ ଜିମା…
Read More...

ବେଗୁନିଆରେ ରାଜସ୍ୱ ରଥର ଶୁଭାରମ୍ଭ 

ବେଗୁନିଆ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ତହସିଲ କାର୍ୟ୍ୟାଳୟ ଦ୍ୱାରା ଆୟୋଜିତ କରୋନା ସଚେତନତା ପାଇଁ ଆଜି ରାଜସ୍ୱ ରଥର ଶୁଭାରମ୍ଭ କାର୍ୟ୍ୟକ୍ରମ କାର୍ୟ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । କାର୍ୟ୍ୟକ୍ରମକୁ…
Read More...

ବାଇକରେ ଆସି ଝାମ୍ପିନେଲେ ବ୍ୟାଗ

ବେଗୁନିଆ : ଆଜି ସନ୍ଧ୍ୟା ସମୟରେ ଭୁବନେଶ୍ୱରରୁ ନୟାଗଡ ଅଭିମୁଖେ ଏକ ବାଇକରେ ଯାଉଥିବା ଦୁଇଜଣ ବ୍ୟକ୍ତିଙ୍କଠାରୁ ସାରୁଅଠାରେ ଦୁଇଜଣ ଦୁର୍ବୃତ୍ତ ଏକ ବାଇକରେ ତାଙ୍କ ପଛପଟୁ ଆସି ସେମାନେ ଧରି ବସିଥିବା ବ୍ୟାଗଟିକୁ ନେଇ…
Read More...

୧୬୦ ଗ୍ରାମରେ ୨୩୪ ଅଙ୍ଗନବାଡି ଏବଂ ୧୩୫ ଆଶା କର୍ମୀଙ୍କ ଦ୍ଵାରା ଚାଲିଛି କରୋନା ସର୍ବେକ୍ଷଣ କାର୍ଯ୍ୟ 

ବେଗୁନିଆ : ବେଗୁନିଆ ବ୍ଲକର ୧୬୦ଟି ରାଜସ୍ୱ ଗ୍ରାମରେ ୨୩୪ ଜଣ ଅଙ୍ଗନବାଡି କର୍ମୀ ଏବଂ ୧୩୫ ଜଣ ଆଶା କର୍ମୀଙ୍କୁ ନେଇ ଗତ ୨୪ ତାରିଖ ଠାରୁ ଘରକୁ ଘର ବୁଲି କରୋନା ସର୍ବେକ୍ଷଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହି କାର୍ୟ୍ୟ…
Read More...

କରୋନାରେ ମଞ୍ଚ କଳାକାରଙ୍କ ପରଲୋକ

ବେଗୁନିଆ: କରୋନାର ଦ୍ୱିତୀୟ ଲହର ଗ୍ରାମାଞ୍ଚଳରେ କାୟା ବିସ୍ତାର କରିଥିବାବେଳେ ବେଗୁନିଆ ବ୍ଲକରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି । କଣ୍ଟାବାଡ଼ ପଂଚାୟତ ଅଧିନସ୍ଥ ତଣ୍ଡାଳ ଗ୍ରାମର ଯୁବ ମଞ୍ଚ କଳାକାର…
Read More...