Browsing Tag

bbsr news odia news odisha news

ଆଜି ରାଜଧାନୀରେ ମାଗଣାରେ ଇ-ବସ୍‌‌ ଓ ଇ-ରିକ୍ସା ସେବା

ଭୁବନେଶ୍ୱର: ଆଜି ହେଉଛି ସ୍ୱଚ୍ଛ ବାୟୁ ଦିବସ। ଏହି ଅବସରରେ ରାଜଧାନୀରେ ମାଗଣାରେ ଇ-ବସ୍‌‌ ଓ ଇ-ରିକ୍ସା ସେବା ମିଳିବ। କ୍ରୁଟ୍‌‌ର ସମସ୍ତ ଇ-ବସ୍‌‌ ଓ ଇ-ରିକ୍ସାରେ ମାଗଣା ଯାତ୍ରା କରିପାରିବେ ଯାତ୍ରୀ। ଯାତ୍ରା ପାଇଁ…
Read More...

୬ ମାସରେ ୬ କିସ୍ତିରେ ଜାଗା ମିଶନ ଟଙ୍କା – ବିଏମସି

ଭୁବନେଶ୍ୱର : ଜାଗା ମିଶନ ନେଇ ଆଜି ଏକ ବଡ ଘୋଷଣା ହୋଇଛି। ୬ ମାସରେ ୬ କିସ୍ତିରେ ଦେବାକୁ ପଡିବ ପ୍ରିମିୟମ। ଏନେଇ ଆଜି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ବିଏମସି କାର୍ଯ୍ୟାଳୟରେ…
Read More...

ରାଜଧାନୀରେ ପୁଲିସକୁ ବଡ ସଫଳତା ; ଧରାପଡିଲେ ୪ ଆନ୍ତଃ ଜିଲା ଛିନତାଇ ଗ୍ୟାଙ୍ଗ

ଭୁବନେଶ୍ୱର : ରାଜଧାନୀରେ ପୁଲିସକୁ ମିଳିଛି ଏକ ବଡ ସଫଳତା। ପୁଲିସ କବଜାରେ ୪ ଆନ୍ତଃ ଜିଲା ଛିନତାଇ ଗ୍ୟାଙ୍ଗ ଧରାପଡିଛନ୍ତି। ଗ୍ୟାଙ୍ଗର ୪ ସଦସ୍ୟ ଗିରଫ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୨ ଜଣ ନୟାଗଡର। ଏନେଇ ସୋମବାର…
Read More...

ଓଡ଼ିଶାର ଶାସନ ବ୍ୟବସ୍ଥାକୁ ନେଇ ଓଡ଼ିଆ ଉଦ୍ୟମୀଙ୍କ ଲିଖିତ କବିତା ପଢି ଚିନ୍ତାପ୍ରକଟ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମାଜିକ ଗଣମାଧ୍ୟମରେ ଜଣେ ଓଡ଼ିଆ ଉଦ୍ୟମୀ ଶାକ୍ୟସିଂହ ମହାପାତ୍ରଙ୍କ ଦ୍ୱାରା ଓଡ଼ିଶାର ଶାସନ ଓ ସାମାଜିକ ବ୍ୟବସ୍ଥାକୁ ନେଇ ଲିଖିତ ଏକ କବିତା ପଢିବା ପରେ…
Read More...

ଡେଙ୍ଗୁ ପାଇଁ କ୍ୟାପିଟାଲ ହସ୍ପିଟାଲରେ ଅସମ୍ଭାଳ ଭିଡ

ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ। ଘରେ ଘରେ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିବା ଦେଖାଯାଉଛି। ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨ହଜାର ଅତିକ୍ରମ କରିସାରିଛି। ଟେଷ୍ଟିଂ ପାଇଁ କ୍ୟାପିଟାଲ ହସ୍ପିଟାଲରେ ଅସମ୍ଭାଳ…
Read More...

ଓଡିଶାର ୧୭ ଜଣଙ୍କୁ ମିଳିବ ପୁଲିସ ପଦକ

ଭୁବନେଶ୍ୱର : ସ୍ୱାଧୀନତା ଦିବସ ଅବସରରେ ଦେଶର ମୋଟ ୯୫୪ ଜଣଙ୍କୁ ପୁଲିସ ପଦକ ପ୍ରଦାନ କରାଯିବ। ଓଡିଶାର ୧୭ ଜଣଙ୍କୁ ମିଳିବ ପୁଲିସ ପଦକ। ଅତି ଉଲ୍ଲେଖନୀୟ ସେବା ପାଇଁ ୨ ଜଣଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ମିଳିବ। ଏଡିଜି…
Read More...

ରାଜଧାନୀରେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ

ଭୁବନେଶ୍ୱର : ପୁଣି ରାଜଧାନୀ ଭୁବନେଶ୍ୱରରେ ଦିବାଲୋକରେ ବୁଲିଲା ଖଣ୍ଡା। ୪ ଜଣ ଦୁର୍ବୃତ୍ତ ଜଣେ ଯୁବକଙ୍କୁ ଖଣ୍ଡାରେ ଗୋଡାଇ ଗୋଡାଇ ଆକ୍ରମଣ କରିଛନ୍ତି। ଆଜି ମାଷ୍ଟରକ୍ୟାଣ୍ଟିନ୍‌‌ ଛକରେ ସ୍ପଷ୍ଟ ଦିବାଲୋକରେ ଯୁବକଙ୍କୁ…
Read More...

“ଫିଲ୍ମ ଅପରେସନ ୧୨/୧୭” ର ଶୁଭ ମହୁରତ

ଭୁବନେଶ୍ୱର : ସୁଧାଂଶୁ ମୋହନ ସାହୁ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର "ଅପରେସନ ୧୨/୧୭" ର ଶୁଭ ମହୁରତ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ଶିରିଡି ସାଇ ମନ୍ଦିର ପରିସରରେ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଏହି ଶୁଭ…
Read More...

ବିପର୍ଯ୍ୟୟ ମୁକାବିଲାରେ ସାରା ଦେଶକୁ ମାର୍ଗଦର୍ଶନ କରିଛି ଓଡିଶା- ଅମିତ୍‌‌ ଶାହା

ଭୁବନେଶ୍ୱର : ବିପର୍ଯ୍ୟୟ ପରିଚାଳନା ଠାରୁ ଆରମ୍ଭ କରି ନକ୍ସଲ ମୁକାବିଲା ଦିଗରେ ଓଡିଶା ସରକାର ସବୁ କ୍ଷେତ୍ରରେ ସହାୟତା ଯୋଗାଇ ଦେଇଥିବା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି। ଆଜି ଦୁଇ ଦିନିଆ ଓଡିଶାଗସ୍ତରେ…
Read More...

ନିୟନ୍ତ୍ରଣରେ ରହିଛି ବନ୍ୟା ସ୍ଥିତି – ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର : ନିୟନ୍ତ୍ରଣରେ ରହିଛି ବନ୍ୟା ସ୍ଥିତି। ଏନେଇ ଆଜି ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀଙ୍କ ପକ୍ଷରୁ ସୂଚନା ମିଳିଛି। ବ୍ରାହ୍ମଣୀ, ମହାନଦୀ, ବୈତରଣୀରେ ବନ୍ୟା ସ୍ଥିତି ନିୟନ୍ତ୍ରଣରେ ରହିଛି। କୌଣସି ସ୍ଥାନରେ…
Read More...