ଦେଶରେ ସାମଗ୍ରିକ ଟିକାକରଣ ୧୧୫ କୋଟି ଟପିଲା SamajaDigital(AH) Nov 18, 2021 ନୂଆଦିଲ୍ଲୀ : ଦେଶ ବ୍ୟାପୀ ଚାଲିଥିବା ବିଶ୍ଵର ସର୍ବ ବୃହତ ଟିକାକରଣ ଅଭିଯାନ ସୁରୁଖୁରୁରେ ଆଗେଇ ଚାଲିଛି । କରୋନା ବିରୋଧୀ ଲଢେଇରେ ଏହାକୁ ପ୍ରମୁଖ ଅସ୍ତ୍ର ଭାବେ ବିବେଚନା କରାଯାଉଛି। ଇତିମଧ୍ୟରେ ଦେଶରେ ସାମଗ୍ରିକ… Read More...