www.samajalive.in
Saturday, December 6, 2025
14.1 C
Bhubaneswar

ଭାରତରେ ହେବ ୨୦୨୧ ବିଶ୍ଵକପ୍, ଅଷ୍ଟ୍ରେଲିଆକୁ ୨୦୨୨ ଆୟୋଜନ ଦାୟିତ୍ଵ

ଆସନ୍ତା ୨୦୨୧ରେ ଭାରତରେ ହେବ ଟି-୨୦ ବିଶ୍ଵକପ୍ । ୨୦୨୨ରେ ଏହାର ପରବର୍ତୀ ସଂସ୍କରଣ ଆୟୋଜନ ଦାୟିତ୍ଵ ଅଷ୍ଟ୍ରେଲିଆ ନେବ।  ଶୁକ୍ରବାର ବିଳମ୍ବିତ ସଂଧ୍ୟାରେ ଭିଡ଼ିଓ କନ୍ଫରେନ୍ସ ଜରିଆରେ ଆଇସିସି ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ହୋଇଛି ।

ବାସ୍ତବରେ ଚଳିତ ବର୍ଷ ଅକ୍ଟୋବର ୧୮ ତାରିଖରୁ ଆଇସିସିର ଟି-୨୦ ବିଶ୍ଵକପ୍ ଅଷ୍ଟ୍ରେଲିଆରେ ଆୟୋଜନ ହେବାର କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଥିଲା । ମାତ୍ର କରୋନା ସଂକ୍ରମଣ ଦୃଷ୍ଟିରୁ ଏହାକୁ ସ୍ଥଗିତ ରଖାଯାଇଛି । ଏହାପରେ ଭାରତରେ ଆଇପିଏଲ୍ ଆୟୋଜନ ନିମନ୍ତେ ପଥ ପରିଷ୍କାର ହୋଇଛି । ୟୁଏଇ​‌ରେ ସେପ୍ଟେମ୍ବର ୧୯ରେ ଆଇପିଏଲ୍ ଆୟୋଜନ ହେବ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories