www.samajalive.in
Saturday, December 6, 2025
26.1 C
Bhubaneswar

ରାଜଧାନୀ ଆକାଶରେ ‘ସୂର୍ଯ୍ୟକିରଣ ଶୋ’ର ଜଲୱା

ଭୁବନେଶ୍ୱର : ଆଜି ଚଳଚଞ୍ଚଳ ହୋଇ ଉଠିଛି ରାଜଧାନୀ ଭୁବନେଶ୍ୱରର କୁଆଖାଇ ପଠା। ଆରମ୍ଭ ହୋଇ ସାରିଛି ସୂର୍ଯ୍ୟକିରଣ ଶୋ। ବରୀତ୍ୱ ପ୍ରଦର୍ଶନ କରୁଛନ୍ତି ବାୟୁବୀର। ଏରୋବେଟିକ୍‍ ଟିମ୍‍ର ଆକାଶ ମାର୍ଗରେ କରୁଛନ୍ତି ସାହସିକ ପ୍ରଦର୍ଶନ। ଏକାସାଙ୍ଗରେ ଆକାଶରେ ଉଡୁଛି ୯ଟି ହକ୍‍ ଲଢୁଆ ବିମାନ। ଆକାଶରେ ଜଲୱା ଦେଖାଉଛି ସୂର୍ଯ୍ୟକିରଣ ଟିମ୍‍। ନିର୍ଦ୍ଧାରିତ ସମୟ ଅନୁଯାୟୀ, ପୂର୍ବାହ୍ନ ୧୦ଟା ପରେ ରାଜଧାନୀର କୁଆଖାଇ ପଠାରେ ଆରମ୍ଭ ହୋଇଛି ଏହି ଶୋ। ଏଥିପାଇଁ ବାୟୁସେନା ପକ୍ଷରୁ ପୂର୍ବପ୍ରସ୍ତୁତି କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉପସ୍ଥିତ ରହିଥିବା ବେଳେ ହଜାର ହଜାର ଦର୍ଶକ ମଧ୍ୟ ଶୋ ଦେଖୁଛନ୍ତି। ଶୋ ପାଇଁ ନଦୀପଠାର ଉଭୟ ପଟରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଓଡ୍ରାଫ୍‍ ଟିମ୍‍ ସହ ଅନ୍ୟ ଫୋର୍ସ ମଧ୍ୟ ମୁତୟନ ରହିଛନ୍ତି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories