www.samajalive.in
Saturday, December 13, 2025
21.1 C
Bhubaneswar

ଗୃହରେ ସୂର୍ଯ୍ୟଙ୍କ ପ୍ରତିମା ଲଗାଇଲେ ମିଳେ ଏହି ଶୁଭଫଳ

ସୂର୍ଯ୍ୟଦେବ ସୃଷ୍ଟିରେ ପ୍ରକଟ ହୋଇଥିବା ପ୍ରଥମ ଦେବତା, ତେଣୁ ତାଙ୍କ ନାମ ଆଦିତ୍ୟ ବୋଲି କୁହାଯାଏ। ନବଗ୍ରହଙ୍କ ମଧ୍ୟରେ ସେ ପ୍ରମୁଖ ଦେବତା। ତାଙ୍କର ସାତଟି ଅଶ୍ୱ ଥିବା ରଥରେ ଗୋଟିଏ ଚକ୍ର ଥାଏ।
ଭଗବାନ ସୂର୍ଯ୍ୟ ଉଦୟ ହେବା ପରେ ସମ୍ପୂର୍ଣ୍ଣ ଜଗତର ଅନ୍ଧକାର ଦୂରେଇ , ଚାରିଆଡ଼ ଆଲୋକିତ ହୋଇଯାଏ। ବହୁ ପୁରାତନ କାଳରୁ ସୂର୍ଯ୍ୟଙ୍କ ଉପାସନା କରିବାର ପରମ୍ପରା ରହିଛି। ସୂର୍ଯ୍ୟଦେବ ହେଉଛନ୍ତି ସାକ୍ଷାତ ଦର୍ଶନ ଦେଉଥିବା ଦେବତା। ତାଙ୍କୁ ଗୁରୁଙ୍କ ଆଖ୍ୟା ଦେଇ ନିୟମିତ ତାଙ୍କ ଆରାଧନା କରିବା ଦ୍ୱାରା ଜୀବନର ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ।
ପିଲାଙ୍କ କକ୍ଷରେ ସୂର୍ଯ୍ୟଙ୍କ ପ୍ରତିମା ଲଗାଇଲେ ପିଲାଙ୍କ ପାଠ ପଢାରେ ଅଧିକ ଧ୍ୟାନ ଆସିଥାଏ।
ଗୃହରେ ସୂର୍ଯ୍ୟଙ୍କ ପ୍ରତିମା ଲଗାଇଲେ ଗୃହରୁ ସମସ୍ତ ରୋଗ ଦୂର ହୋଇଥାଏ।
ତମ୍ବାପାତ୍ରରେ ସୂର୍ଯ୍ୟଙ୍କ ନିର୍ମିତ ପ୍ରତିମା ରୋଷେଇ ଘରେ ଲଗାଇବା ଦ୍ୱାରା ଅନ୍ନର ଅଭାବ ହୋଇନଥାଏ।
ଗହମର ଦାନ କରିବା ଦ୍ୱାରା ସୂର୍ଯ୍ୟଦେବ ଖୁବ ପ୍ରସନ୍ନ ହୋଇଥାଆନ୍ତି।
ସୂର୍ଯ୍ୟଙ୍କୁ ନିୟମିତ ଅର୍ଘ୍ୟ ଅର୍ପଣ କରନ୍ତୁ। ତମ୍ବାର ପାତ୍ରରେ ନିୟମିତ ଜଳ ଅର୍ପଣ କରନ୍ତୁ। ଜଳ ଅର୍ପଣ କରିବା ସମୟରେ ଲାଲ ଓ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories